ଇଣ୍ଡିଆନ୍ ବ୍ୟାଙ୍କରେ ଖାଲି ପଡିଛି SO ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ
ବ୍ୟାଙ୍କ ଚାକିରି ଅପେକ୍ଷାରେ ଥିବା ପିଲାଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ବ୍ୟାଙ୍କରେ ସିନିୟର ପ୍ରୋଭିସନାଲ୍ ଭର୍ତ୍ତି ପାଇଁ ଖାଲି ପଡିଛି ପଦବୀ । ଇଣ୍ଡିଆନ୍ ବ୍ୟାଙ୍କ ୧୭୧ ବିଶେଷଜ୍ଞ ଅଧିକାରୀ ପଦବୀ ଭର୍ତ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି । ଏହି ପଦବୀ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା…