Below header
Browsing Tag

indian navy

ଦଶମ ଏବଂ ଦ୍ୱାଦଶ ଛାତ୍ରଙ୍କ ପାଇଁ ନୌସେନାରେ ଚାକିରି କରିବାର ସୂବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ଭାରତୀୟ ନୌସେନା ପକ୍ଷରୁ ନାବିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ପ୍ରକାଶ ପାଇଛି। ଇଛୁକ ଏବଂ ଯୋଗ୍ୟ ପାର୍ଥୀ ଯେଉଁମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଆସନ୍ତା କାଲି ହିଁ ଆବେଦନ ପ୍ରକ୍ରିୟା ପୁରା କରିପାରିବେ। ସୂଚନା ମୁତାବକ ଏହି ନିଯୁକ୍ତି ନାବିକ (ସ୍ପୋର୍ଟସ…

ଏଣିକି ଆଉ ମୋବାଇଲ୍‌ ବ୍ୟବହାର କରି ପାରିବେ ନାହିଁ ଭାରତୀୟ ନୌସେନା ଯବାନ୍‌, ସରକାରଙ୍କ ତରଫରୁ ଜାରି ହେଲା ନିର୍ଦ୍ଦେଶ

‘ଅପରେସନ ଡଲଫିନ୍ସ ନୋଜ୍‌’ର ପ୍ରଭାବ । ଏଣିକି ନୈସେନା ଅଧିକାରୀଙ୍କୁ ଫେସ୍‌ବୁକ୍‌ ମନା । ଡ୍ୟୁଟିରେ ଥିବା ବେଳେ ବ୍ୟବହାର କରି ପାରିବେନି ଫେସ୍‌ବୁକ୍‌ ଓ ସ୍ମାର୍ଟ ଫୋନ । ନାଭାଲ ବେସ୍‌, ଡକ୍‌ୟାଡ୍‌ ଓ ଯୁଦ୍ଧପୋତରେ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଛି । ରିପୋର୍ଟ ଅନୁଯାୟୀ ଗତ…

କିଲର୍ସ ନାଇଟରେ ଭାରତୀୟ ନୌସେନା ଜାଳିପୋଡି ଛାରଖାର କରିଥିଲା କରାଚୀ ବନ୍ଦର

୧୯୭୧ ମସିହା ଡିସେମ୍ବର ମାସ ୩ ତାରିଖ ରାତିରେ ପୂର୍ବ ପାକିସ୍ତାନରେ ପରିସ୍ଥିତି ଜଟିଳ ହୋଇ ଉଠିଥିଲା । ମାତ୍ର କିଛି ମିନିଟ ଭିତରେ ହିଁ ପାକିସ୍ତାନର ରୂପ ବଦଳିଯାଇଥିଲା । ବାରମ୍ବାର ଯୁଦ୍ଧ ପାଇଁ ଉସୁକାଉଥିବା ପାକିସ୍ତାନ ଭାରତୀୟ ନୌସେନାର ସାମ୍ନା କରିପାରିନଥିଲା । ନିଜ ଦୁର୍ଯୋଗ ନିଜେ ହିଁ…

ସବ ଲେଫ୍‌ଟନାଣ୍ଟ ଶିବାଙ୍ଗୀ ସିଂହ ହେଲେ ଭାରତୀୟ ନୌସେନା ପ୍ରଥମ ମହିଳା ପାଇଲଟ

ନୂଆଦିଲ୍ଲୀ: ଭାରତୀୟ ମହିଳାଙ୍କ ସମ୍ମାନ ପାଇଁ ଐତିହାସିକ ଦିନ। ଭାରତୀୟ ନୌସେନାକୁ ମିଳିଲା ପ୍ରଥମ ମହିଳା ପାଇଲଟ। ସବ ଲେଫ୍‌ଟନାଣ୍ଟ ଶିବାଙ୍ଗୀ ସିଂହ ନୌସେନାର ପ୍ରଥମ ମହିଳା ପାଇଲଟ ହୋଇଛନ୍ତି। ବିହାର ମୁଜାଫରପୁରର ସବ ଲେଫ୍‌ଟନାଣ୍ଟ ଶିବାଙ୍ଗୀ କୋଚିରେ ନିଜର ପ୍ରଶିକ୍ଷଣ ସଂପୂର୍ଣ୍ଣ କରିବା…

ପ୍ରଥମ ମହିଳା ପାଇଲଟ ଭାବେ ନୌସେନାରେ ଯୋଗ ଦେବେ ଶିବାଙ୍ଗୀ

ଲେଫଟେଣ୍ଟ ଜେନେରାଲ ଶିବାଙ୍ଗୀ ଭାରତୀୟ ନୌସେନାରେ ଯୋଗ ଦେବାକୁ ଯାଉଛନ୍ତି । ଜଣେ ପ୍ରଥମ ମହିଳା ପାଇଲଟ ହୋଇ ନୌସେନାରେ ଯୋଗ ଦେବାରେ ଶିବାଙ୍ଗୀ ହେଉଛନ୍ତି ପ୍ରଥମ । ଆସନ୍ତା ଡିସେମ୍ବର ୨ ତାରିଖରେ ଶିବାଙ୍ଗୀ ଫିକ୍ସଡ଼ ବିଙ୍ଗ ଡୋରନିୟର ସର୍ଵଭିଲାନ୍ସ ବିମାନର ପ୍ଲେନ ଉଡାଇବେ । ଏହା ସହ…

କୋଚି ସମୁଦ୍ରରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ, ଦେଖନ୍ତୁ ଭିଡିଓ

କୋଚି : କୋଚି ନିକଟ ସମୁଦ୍ରରେ ଭାରତୀୟ ନୌସେନା ତାର ଶକ୍ତି ପ୍ରଦର୍ଶନ କରିଛି । ଗତକାଲି ସକାଳେ ଆଇଏନ୍‌ଏସ୍‌ ‘ସୁନୟନା’ରେ ନୌବାହିନୀ ଯବାନ୍‌ମାନେ ସମୁଦ୍ରରେ ଆତଙ୍କବାଦୀ ଆକ୍ରମଣ ହେଲେ ତାକୁ କିଭଳି ପ୍ରତିହତ କରିବ ସେହି ଡେମୋ ଦେଖାଇଥିଲେ । ଏମାନଙ୍କ ସହିତ ଆଇଏନ୍‌ଏସ୍‌ ସୁଜାତା,…

ଧାରା ୩୭୦ର ଉଚ୍ଛେଦ ପରେ ସମୁଦ୍ର ତଟରୁ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କା, ସତର୍କ କଲା ଭାରତୀୟ ନୌସେନା

ସମୁଦ୍ରରେ ପାକିସ୍ତାନ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା। ଏନେଇ ସତର୍କ କଲା ଭାରତୀୟ ନୌସେନା। ଜମ୍ମୁ କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଓ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତାକୁ ଲକ୍ଷ୍ୟ କରି ଏଭଳି ସତର୍କ ସୂଚନା ଜାରି କରାଯାଇଛି। ଭାରତର ପୂର୍ବ ଓ ପଶ୍ଚିମ ସମୁଦ୍ରତଟରେ ୭୫୧୪ କିମି ତଟରେ…

ଯୁବପିଢିଙ୍କ ସ୍ବପ୍ନ ପୁରା କରିବ ଭାରତୀୟ ନୌସେନା, ଖୁବ୍ ଶୀଘ୍ର ହେବ ନିଯୁକ୍ତି

ଭାରତୀୟ ନୌସେନା ପକ୍ଷରୁ ନିଯୁକ୍ତି ସୁଯୋଗ। ଭାରତୀୟ ନୌସେନା ପକ୍ଷରୁ ସେପ୍ଟେମ୍ବର ୨୦୧୯ରୁ ନାବିକମାନଙ୍କ ଭର୍ତ୍ତି ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ। ନୌସେନା ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଲେଖାଯାଇଛି, ୧ ଏପ୍ରିଲ, ୨୦୦୦ରୁ ୩୧ ମାର୍ଚ୍ଚ, ୨୦୦୩ ମଧ୍ୟରେ ଜନ୍ମଗ୍ରହଣ…

ଭାରତୀୟ ନୌସେନାରେ ଦମଦାର୍ ଭର୍ତ୍ତି, ଦ୍ବାଦଶ ପାସ୍ ଜଲଦି କରନ୍ତୁ ଆବେଦନ

ଭାରତୀୟ ନୌସେନା ୨୭୦୦ ନାବିକ (AA & SSR) ପଦ ପାଇଁ ବିଜ୍ଞପ୍ତି ବାହାର କରିଛନ୍ତି। ଯେଉଁ ଆଶାୟୀ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନର ଶେଷ ତାରିଖ ପୂର୍ବରୁ ପୂରା କରନ୍ତୁ। ପଦର ବିବରଣୀ ପଦର ନାମ –ନାବିକ (AA & SSR) ପଦ ସଂଖ୍ୟା -୨୭୦୦…

କିଟ୍ କ୍ୟାମ୍ପସରେ ଭାରତୀୟ ନୌସେନା ପକ୍ଷରୁ ନୌବାଦ୍ୟ ପରିବେଷଣ

ଭୁବନେଶ୍ୱର (କେନ୍ୟୁଜ୍) : କିଟ୍ କ୍ୟାମ୍ପସ ପରିସରରେ ଭାରତୀୟ ନୌସେନା ପକ୍ଷରୁ ନୌବାଦ୍ୟ ପରିବେଷଣ କରାଯାଇଛି । ନୌବାଦ୍ୟ ଦେଶାତ୍ମକବୋଧକ ସଙ୍ଗୀତ ପଶ୍ଚିମ ଶାତ୍ସୀୟ ଓ ଭାରତୀୟ ସଙ୍ଗୀତ ବାଦ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ନୌସେନାର ବାଦ୍ୟ କଳାକାର । ଏହି ଏକ ଘଣ୍ଟାର କାଯ୍ୟକ୍ରମରେ ନୌସେନା…

ଭାରତୀୟ ନୌସେନାରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ : ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ନୌସେନାରେ ଚାକିରି କରିବାକୁ ଚାହୁଁଛନ୍ତି ? ତେବେ ଖୁବ୍ ଶୀଘ୍ର ପୁରା ହେବାକୁ ଯାଉଛି ଆପଣଙ୍କ ସ୍ବପ୍ନ । କାରଣ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ ନୌସେନା । ପାଇଲଟ, ଏଟିସି, ଅବଜରଭର ବା ପର୍ୟ୍ୟବେକ୍ଷକ, ଏମଟିଏସ୍ ଏବଂ ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି…