ପୋଷ୍ଟ ଅଫିସ୍ ରେ କିପରି ଆକ୍ଟିଭ୍ କରିବେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଜାଣନ୍ତୁ ତରିକା
ଇଣ୍ଡିଆ ପୋଷ୍ଟ, ପୋଷ୍ଟ ଅଫିସ୍ ସେଭିଂ ବ୍ୟାଙ୍କ (POSB) ଖାତାଧାରକଙ୍କ ପାଇଁ ଇଣ୍ଟରନେଟ୍ ବ୍ୟାକିଂ ସୁବିଧା ଯୋଗାଇଥାଏ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାଇଁ ଗ୍ରାହକଙ୍କ ପାଖରେ ବୈଧ ସକ୍ରିୟ ଏକକ କିମ୍ବା ଜଏଣ୍ଟ ସଂଯୁକ୍ତ ସଞ୍ଚୟ ଖାତା ରହିବା ଉଚିତ୍। ଗ୍ରାହକମାନେ ମଧ୍ୟ…