Browsing Tag

indian post office

ପୋଷ୍ଟ ଅଫିସ ଦେଉଛି ସୁବର୍ଣ୍ଣ ସୁଯୋଗ, ମାତ୍ର ୫ହଜାର ଟଙ୍କା ବିନିମୟରେ ପାଆନ୍ତୁ ଲକ୍ଷାଧିକ ଟଙ୍କା

ଯଦି ଆପଣ ମୋଟା ଅଙ୍କର ଅର୍ଥ ଏକାସାଙ୍ଗରେ କମାଇବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସ ଦେବ ଆପଣଙ୍କୁ ଏହି ସୁବର୍ଣ୍ଣ ସୁଯୋଗ । ଏବେ ଆପଣ ପୋଷ୍ଟ ଅଫିସ ଦ୍ୱାରା ପାଇ ପାରିବେ ପ୍ରତି ମାସରେ ମୋଟା ଅଙ୍କର ଅର୍ଥ । ଆଉ ଖାସ କଥା ହେଉଛି ଏଥିପାଇଁ ଆପଣଙ୍କୁ କେବଳ ମାତ୍ର ୫ହଜାର ଟଙ୍କା ଖର୍ଚ୍ଚ…

ପୋଷ୍ଟ ଅଫିସରେ କେମିତି କରିବେ ପାସପୋର୍ଟ ଆବେଦନ, ଜାଣନ୍ତୁ ଷ୍ଟେପ

ପାସପୋର୍ଟ ଏକ ଜରୁରୀ ଦସ୍ତାବିଜ, ଯାହାର ବ୍ୟବହାର ଆପଣ ଖୁବ ଭଲ ଭାବେ ଜାଣିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟରୁ ପ୍ରମୁଖ, ଯାହା ବିଦେଶ ଯାତ୍ରା ସମୟରେ ଦରକାର ପଡ଼ିଥାଏ। ଅନ୍ତରାଷ୍ଟ୍ରୀୟ ଯାତ୍ରା କରିବା ପାଇଁ ହେଲେ ଆପଣଙ୍କୁ…

ଆଲର୍ଟ! ପୋଷ୍ଟ ଅଫିସ୍‌ରେ ଅଛି ଆକାଉଣ୍ଟ ତ ଧ୍ୟାନ ଦିଅନ୍ତୁ, ଟଙ୍କା ଉଠାଣ ଉପରେ ଲାଗିପାରେ ଟ୍ୟାକ୍ସ, ଜାଣନ୍ତୁ ନିୟମ

ପୋଷ୍ଟ ଅଫିସ୍‌ରେ ଏବେ ଟଙ୍କା ଉଠାଣକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି। ଏହା ଅଧୀନରେ ଏକ ବିତ୍ତୀୟ ବର୍ଷରେ ଗୋଟିଏ ଲିମିଟ୍‌ରୁ ଅଧିକ ଟଙ୍କା ଉଠାଣ ଉପରେ TDS କାଟି ନିଆଯିବ। ଯଦି କୌଣସି ବିତ୍ତୀୟ ବର୍ଷରେ ପୋଷ୍ଟ ଅଫିସ୍‌ ସ୍କିମ୍‌ରୁ ଉଠାଣର ମୋଟ ଅର୍ଥରାଶି ୨୦ ଲକ୍ଷ ପାର୍‌ କରୁଛି, ତ ଏହି…

ବିଦ୍ୟୁତ ବିଲ ପୈଠଠୁ ଆରମ୍ଭ କରି ପାସପୋର୍ଟ ତିଆରି, ଏଣିକି ସବୁ ହେବ ଡାକଘରେ, ଆରମ୍ଭ ହେଲା ୭୩ ନୂଆ ସେବା

କରୋନା ମହାମାରୀ ସମୟରେ ଲୋକଙ୍କୁ ବଢିଆ ସୁବିଧା ଦେବା ଲକ୍ଷରେ ଭାରତୀୟ ଡାକଘର ୭୩ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହି ସୁବିଧାଗୁଡିକ ଭିତରେ ବିଦ୍ୟୁତ ବିଲ ପୈଠ, ପାସପୋର୍ଟ, ବୃଦ୍ଧା ପେନସନ, ବିଧବା ପେନସନ, ବୀମା ଭଳି ଗୁରୁତ୍ୱପୂର୍ଣ୍ଣ କାମ ରହିଛି। ଏହି କାମଗୁଡିକ ପାଇଁ…

ପୋଷ୍ଟ ଅଫିସ କର୍ମଚାରୀଙ୍କ ପାଇଁ ସରକାରଙ୍କ ଘୋଷଣା, କରୋନା ସଂକ୍ରମଣ ଜନିତ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ

କେନ୍ଦ୍ର ସରକାର ପୋଷ୍ଟ ଅଫିସ କର୍ମଚାରୀଙ୍କୁ ଖାସ ଉପହାର ଦେଇଛନ୍ତି। ଡାକ ଘରେ କାମ କରୁଥିବା କର୍ମଚାରୀଙ୍କୁ ସରକାରଙ୍କ ଭେଟି। କେନ୍ଦ୍ର ସରକାର କୋଭିଡ-୧୯ ସଂକ୍ରମଣ କାରଣରୁ ଯଦି କୌଣସି ପୋଷ୍ଟ ଅଫିସ କର୍ମଚାରୀଙ୍କ ମୃତ୍ୟୁ ହେଉଛି ତେବେ ତାଙ୍କୁ ସରକାର ୧୦ ଲକ୍ଷ ଟଙ୍କା ସହାୟତା ଦେବାପାଇଁ…

ପୋଷ୍ଟ ଅଫିସର ଏହି ସ୍କିମ୍ ମାଧ୍ୟମରେ ଆପଣ ପ୍ରତି ମାସରେ ରୋଜଗାର କରିପାରିବେ ୫୦୦୦ ଟଙ୍କା, ଜାଣନ୍ତୁ କେମିତି

ସବୁ ଲୋକଙ୍କ ଇଚ୍ଛା ଥାଏ ଯେ ପରିଣତ ବୟସରେ ତାଙ୍କ ନିକଟରେ ପ୍ରଚୁର ଅର୍ଥ ଥାଉ। ଏକ ନିର୍ଦ୍ଦିଷ୍ଟ ଅର୍ଥ ସବୁ ବେଳେ ତାଙ୍କ ନିକଟକୁ ଆସୁ ବୋଲି ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି। ଲୋକଙ୍କ ଏହି ଇଚ୍ଛାକୁ ସମ୍ମାନ ଜଣାଇ ଭାରତୀୟ ଡାକ ବିଭାଗ ମାସିକ ଆୟ ପାଇଁ ଏକ ସ୍କିମ ଆଣିଛି। ଏହି ସ୍କିମର ନାଁ…

ମାତ୍ର ୨୦ ଟଙ୍କାରେ ପୋଷ୍ଟ ଅଫିସରେ ଖୋଲନ୍ତୁ ଖାତା, ବ୍ୟାଙ୍କଠୁ ବି ଅଧିକ ସୁଧ

ମାତ୍ର ୨୦ ଟଙ୍କାରେ ଖୋଲନ୍ତୁ ସେଭିଙ୍ଗ୍‌ ଆକାଉଣ୍ଟ । ଏଭଳି ସୁବିଧା ଦେଉଛି ଭାରତୀୟ ପୋଷ୍ଟ ଅଫିସ୍‌ । ଏହି  ଆକାଉଣ୍ଟର ବିଶେଷତ୍ୱ ହେଉଛି ଆକାଉଣ୍ଟ ଧାରୀ ସର୍ବନିମ୍ନ ୫୦ଟଙ୍କା ରଖି ପାରିବେ । ଏହି ଆକାଉଣ୍ଟରେ ଚେକର ସୁବିଧା ପାଇବାକୁ ହେଲେ ୫୦୦ ଟଙ୍କା ଡିପୋଜିଟ କରିବାକୁ ପଡିବ ଓ ସର୍ବନିମ୍ନ…