Browsing Tag

indian railways job

ରେଲୱେରେ ୯୦୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେବେଠୁ କରିବେ ଆବେଦନ

ରେଳବାଇରେ ଚାକିରି କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ରେଲୱେରେ ଟେକ୍ନିସିଆନ ପଦବୀରେ ଭର୍ତ୍ତି ପାଇଁ indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ମାର୍ଚ୍ଚ ୯, ୨୦୨୪ରୁ ଆରମ୍ଭ ହେବ । ଏଥିରେ ଆବେଦନ କରିବାର ଶେଷ ତାରିଖ ୮ ଏପ୍ରିଲ ୨୦୨୪ ରହିଛି ।…

ରେଲୱେରେ ଖାଲିପଡିଛି ୨୪୨୨ ପଦବୀ, ୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ରେଲୱେ ଚାକିରି କରିବାକୁ କାହାର ବା ଇଚ୍ଛା ନଥାଏ । ଆଜିକାଲିର ଯୁବପିଢି ଚାକିରି ଖୋଜୁଥିବା ବେଳେ ରେଲୱେ ଆଣିଛି ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ ରେଲୱେରେ ଅପାରଣ୍ଟିସ ୨୪୨୨ ପଦବୀ ଖାଲିପଡିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ…

ଭାରତୀୟ ରେଳରେ ନିଯୁକ୍ତି ସୁଯୋଗ, ୧୬୦୦ ରୁ ଅଧିକ ପଦ ପାଇଁ ତୁରନ୍ତ କରନ୍ତୁ ଆବେଦନ

କଣ ଆପଣ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି। ତାହେଲେ ଭାରତୀୟ ରେଳ ବିଭାଗ ନିଜ ଅଫିସିଆଲ ୱେବସାଇଟରେ ନିଯୁକ୍ତି ପାଇଁ ନୋଟିଫିକେସନ୍ ଜାରି କରିଛି। ରେଳ ଅପରେଣ୍ଟିସର ୧୬୦୦ ରୁ ଅଧିକ ପଦ ପାଇଁ ନୋଟିଫିକେସନ୍ ଜାରି କରିଛି ରେଳ ବିଭାଗ। ଯେଉଁମାନେ ଏହି ପଦ ପାଇଁ ଆଶାୟୀ ଅଛନ୍ତି ସେମାନେ…

ରେଳ ବିଭାଗରେ ଚାକିରିକୁ ନେଇ ରେଲୱେ ବୋର୍ଡର ସଫେଇ, ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା

କରୋନା ଓ ଲକ୍‌ଡାଉନ୍‌ ଯୋଗୁ ରେଳ ବିଭାଗରେ ଆଉ ନିଯୁକ୍ତି ହେବ ନାହିଁ ବୋଲି ଘୋଷଣା ହେବା ପରେ ଏନେଇ ଚର୍ଚ୍ଚା ଜୋର୍‌ ଧରିଛି। ରେଳ ବିଭାଗର ଏଭଳି ନିଷ୍ପତ୍ତିକୁ ପ୍ରାର୍ଥୀଙ୍କ ସମେତ ସାଧାରଣ ଲୋକ ବି ବିରୋଧ କରିଛନ୍ତି। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ବିଭାଗ ଥରେ ପ୍ରାର୍ଥୀଙ୍କ ଭବିଷ୍ୟତ କଥା…

ରେଳ ବିଭାଗରେ ଚାକିରି ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଦୁଃଖଦ ଖବର, ସରକାର କଲେ ବଡ଼ ଘୋଷଣା

ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଦୁଃଖଦ ଖବର। କରୋନା ଭାଇରସ୍‌ ଯୋଗୁ ଏବେ ରେଳ ବିଭାଗରେ ବାହାରିବାକୁ ଥିବା ସମସ୍ତ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏହି ନିୟମ ରେଲେଓ୍ଵ ପରୀକ୍ଷାରେ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଲାଗୁ ହେବ।…