ତିରୁପତି ଲଡୁ ମାମଲାର SIT ଯାଞ୍ଚ ଅସ୍ଥାୟୀ ରୂପେ ସ୍ଥଗିତ
ତିରୁପତି ଲଡୁ ମାମଲାର ଏସ୍ଆଇଟି ଯାଞ୍ଚକୁ ଅସ୍ଥାୟୀ ରୂପେ ସ୍ଥଗିତ ରଖାଯାଇଛି । ଏହି ମାମଲା ସୁପ୍ରିମ୍କୋର୍ଟରେ ବିଚାରାଧୀନ ଥିବାରୁ ଯାଞ୍ଚକୁ ରୋକାଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିକଟରେ ଲଡୁ ପ୍ରସାଦରେ ପଶୁ ଚର୍ବି ମିଶ୍ରଣକୁ ନେଇ ସାଂଘାତିକ ଅଭିଯୋଗ…