Browsing Tag

irctc

IRCTC ଆଣିଲା ମେଡିକାଲ ଟୁରିଜିମ ପ୍ୟାକେଜ୍ : ଦେଶର ଯେକୌଣସି ସ୍ଥାନରେ ଚିକିତ୍ସାର ସୁବିଧା ପାଇବେ ଯାତ୍ରୀ, ଜାଣନ୍ତୁ…

ନୂଆଦିଲ୍ଲୀ : ରେଳ ପର୍ଯ୍ୟଟନର ବିକାଶରେ ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନର ପ୍ରମୁଖ ଅବଦାନ ରହିଛି। IRCTC ଦେଶରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାରର ରେଳ ଏବଂ ଏୟାର ପ୍ୟାକେଜ୍ ଆଣିଥାଏ। ବର୍ତ୍ତମାନ ରେଳବାଇ ମେଡିକାଲ ଟୁରିଜିମ ପ୍ୟାକେଜ୍ ଆଣିଛି।…

ଭାରତୀୟ ରେଲୱେର ଶସ୍ତା ତୀର୍ଥ ଯାତ୍ରା ପ୍ୟାକେଜ୍‌! ପୁରୀ ଜଗନ୍ନାଥ ଧାମ ସହ ପୁରୀ, କୋଣାର୍କ, ବାରାଣସୀ, ଗୟା ବୁଲି…

ଦୀପାବଳି ପର୍ବ ପରେ ଯଦି ଆପଣ ଆସନ୍ତା ନଭେମ୍ବର ମାସରେ କେଉଁଠିକୁ ଯାତ୍ରା କରିବାକୁ ମନ ବଳାଇଛନ୍ତି, ତା’ ହେଲେ ଭାରତୀୟ ରେଲେଓ୍ଵ ଆପଣଙ୍କ ପାଇଁ ଏକ ବଢ଼ିଆ ଟୁର୍‌ ପ୍ୟାକେଜ୍‌ ନେଇ ଆସିଛି। ଏହି ଖାସ୍‌ ପ୍ୟାକେଜ୍‌ରେ ଆପଣମାନଙ୍କୁ ସାଉଥ୍‌ ଇଣ୍ଡିଆ ଯାତ୍ରାର ଲାଭ ଉଠାଇବାର ବିଶେଷ ଅବସର ମିଳି…

ଲାଇଭ ଟ୍ରେନ ଷ୍ଟାଟସ ଓ PNR ଯାଞ୍ଚ ପାଇଁ IRCTC ଲଞ୍ଚ କଲା ନୂଆ ସେବା, ଘରେ ବସି ବିନା େଓ୍ଵବସାଇଟରେ କରିପାରିବେ ଏହାର…

ନୂଆଦିଲ୍ଲୀ : ନିକଟରେ ଆଇଆରସିଟିସି (IRCTC)  ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ସୁନ୍ଦର ସେବା ଜାରି କରିଛି । ଏହି ସେବା ସାହାଯ୍ୟରେ ଆପଣ ଲାଇଭ ଟ୍ରେନ ଷ୍ଟାଟସ ଓ ପିଏନଆର୍‌ ଷ୍ଟାଟସ ସହଜରେ ଘରେ ବସି ଜାଣି ପାରିବେ । ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ଆପଣଙ୍କୁ ରେଳବାଇ େଓ୍ଵବସାଇଟ ଖୋଲିବାକୁ…

ଜାଣନ୍ତୁ ଭାରତୀୟ ରେଳ ସହ ଜଡ଼ିତ କିଛି ରୋଚକ ତଥ୍ୟ

ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । ଏହା ସହ ଟ୍ରେନରେ ଆମକୁ ଅନ୍ୟାନ ସୁବିଧା ବି ମିଳିଥାଏ । କିନ୍ତୁ କେବେ ଆପଣ ଭାବିଛନ୍ତିକି ଏହି ସୁବିଧା କେବେ ଠାରୁ ଓ କାହିଁକି ମିଳିବା ଆରମ୍ଭ ହୋଇଥିଲା ? କିମ୍ବା ପ୍ରତିଦିନ ଟ୍ରେନରେ କେତେ ଜଣ ଯାତ୍ରୀ…

ଏଥର ଆପଣଙ୍କର ବୈଷ୍ଣବୀ ଦେବୀ ଦର୍ଶନ ହେବ ପୂରଣ: IRCTC ସ୍ୱତନ୍ତ୍ର ଅଫର, ଭାରତ ଗୌରବ ଟ୍ରେନ୍ ଯୋଗେ କରିପାରିବେ ଯାତ୍ରା

ଯଦି ଆପଣ ମଧ୍ୟ ନବରାତ୍ରୀ ସମୟରେ ମାତା ବୈଷ୍ଣବୀ ଦେବୀଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଆପଣଙ୍କ ପାଇଁ ଏକ ବିଶେଷ ଅଫର ଆଣିଛି । ନୂଆଦିଲ୍ଲୀର ସଫରଦଗଞ୍ଜ ରେଳ ଷ୍ଟେସନରୁ କଟରା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଭାରତ ଗୌରବ…

IRCTC ଦେଉଛି ଏସବୁ ସୁବିଧା, ଯଦି ଜାଣିନାହାଁନ୍ତି ଏବେଠୁ ଜାଣିନିଅନ୍ତୁ, ଆପଣ ବି ଉଠାଇପାରିବେ ଫାଇଦା

ଭାରତୀୟ ରେଳ ବିଭାଗ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଏହା ଶସ୍ତା ସହ ହୋଇଥାଏ ଆରାମଦାୟକ। ଟ୍ରେନ ଟିକେଟ ବୁକିଙ୍ଗ ଏବଂ ତାହାର ରଦ୍ଦ କରିବାର…

IRCTC ଦେଉଛି ମୌକା, ଏବେ ଆପଣ ଶସ୍ତା ପ୍ୟାକେଜରେ ବୁଲିପାରିବେ ବାରଣାସୀ ରୁ ଅଯୋଧ୍ୟା, ଜାଣନ୍ତୁ କିପରି କରିବେ ବୁକିଂ

ରେଳ ବିଭାଗ ନିଜ ଯାତ୍ରୀଙ୍କ ପାଇଁ ଆଣିଛି ନୂଆ ଟୁର ପ୍ୟାକେଜ। ଏହି ଟ୍ରିପରେ ଯାତ୍ରୀମାନେ ସ୍ୱଦେଶ ଭ୍ରମଣର ମଜା ଉଠାଇପାରିବେ। ଏହାର ନାମ ରହିଛି ସ୍ୱଦେଶ ଦର୍ଶନ ଶ୍ରୀ ରାମପଥ। ଆଜି ଆମେ କହିବୁ ଆପଣ ଏହି ଟୁର ପ୍ୟାକେଜର କେବେଠୁ ଆଉ କିପରି ଫାଇଦା ଉଠାଇପାରିବେ… ରେଳ ବିଭାଗ ତରଫରୁ ଆସିଲା…

ପିତୃ ପକ୍ଷରେ IRCTC ଦେଉଛି ବଢ଼ିଆ ଅଫର, ଶସ୍ତା ପ୍ୟାକେଜରେ ଯାଆନ୍ତୁ ବାରଣାସୀ ଓ ବୋଧଗୟା, ଫଟାଫଟ୍‌ ଉଠାନ୍ତୁ ଫାଇଦା

ଆସୁଛି ପିତୃ ପକ୍ଷ। ଆଇଆରସିଟିସି ନିଜ ଯାତ୍ରୀମାନଙ୍କୁ ଏହି ଅବସରରେ ଦେଉଛି ବଡ଼ ଉପହାର। IRCTC ପିଣ୍ଡ ଦାନ କରିବାକୁ ଯାଉଥିବା ଯାତ୍ରୀଙ୍କ ପାଇଁ ବଢ଼ିଆ ପ୍ୟାକେଜ ଆଣିଛି। ଏହା ଅନ୍ତର୍ଗତ ଆପଣ ଶ୍ରାଦ୍ଧ ପକ୍ଷରେ ବାରଣାସୀ ଓ ବୋଧଗୟା ଯାଇ ପିଣ୍ଡ ଦାନ କରିପାରିବେ। ଏହାର ଲାଭ ଆପଣ କେମିତି…

ଟ୍ରେନ ଜିନିଷ ଚୋରି କଲେ ବ୍ୟକ୍ତିଙ୍କୁ ଭୋଗିବାକୁ ପଡ଼ିବ ଜେଲ ଦଣ୍ଡ ସହ ଭରିବାକୁ ପଡ଼ିବ ଜରିମାନା, ଜାଣନ୍ତୁ ଆଇପିସିର ଏହି…

ଭାରତୀୟ ରେଳ ବିଭାଗ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରିଥାଏ। ସେ ଖାଇବା ଠାରୁ ଆରମ୍ଭ କରି ଓ୍ଵାଶରୁମ ପର୍ଯ୍ୟନ୍ତ। ଏମିତିକି ଯାତ୍ରୀଙ୍କୁ ଯେପରି ଶୋଇବାରେ କିଛି ସମସ୍ୟା ନହେବ ସେଥିପାଇଁ ମଧ୍ୟ ସେ ସବୁ ଯୋଗାଡ଼ କରିଥାନ୍ତି। ଏଥିପାଇଁ ଭିନ୍ନ ଭିନ୍ନ କୋଚ ପାଇଁ ଭିନ୍ନ ଭିନ୍ନ…

କାଉଣ୍ଟରରୁ କିଣିବା ପରେ ହଜିଯାଇଛି କି ଟ୍ରେନ ଟିକେଟ? ତେବେ ଏହି ଉପାୟରେ କରିପାରିବେ ଯାତ୍ରା..

ରେଳ ବିଭାଗର ଏହି ନିୟମକୁ ଜାଣି ନିଅନ୍ତୁ। ଯଦି ଆପଣ କାଉଣ୍ଟରରୁ ଟିକେଟ କିଣୁଛନ୍ତି ଆଉ ସେ ଟିକେଟ ହଜିଯାଉଛି କିମ୍ବା ତାକୁ ଘରେ ଛାଡ଼ି ଦେଇଛନ୍ତି ତେବେ ଏମିତିରେ ରେଳ ବିଭାଗ ଆପଣଙ୍କୁ ଯାତ୍ରା କରିବାକୁ ଦେବ ନାହିଁ। ତେବେ ଯଦି ସେହି ଟିକେଟର ଫଟୋ ଅଛି ତେବେ ବି କଣ ଟିଟିଇ ଆପଣଙ୍କ ଟିକେଟକୁ…

IRCTCର ନୂଆ ଯୋଜନା : ଏଣିକି ଟ୍ରେନ୍‌ରେ ହ୍ୱାଟ୍ସଆପ୍‌ ମାଧ୍ୟମରେ ଅର୍ଡର କରିପାରିବେ ନିଜ ମନ ପସନ୍ଦର ଖାଦ୍ୟ

ଯାତ୍ରୀମାନେ ଟ୍ରେନରେ ଦୂର ଜାଗାକୁ ଯାତ୍ରା କରିବା ସମୟରେ ନିଜ ପସନ୍ଦର ଖାଦ୍ୟ ଅର୍ଡର କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ବେଳେବେଳେ କେତେକ ଯାତ୍ରୀଙ୍କୁ ଭୋକିଲା ଭ୍ରମଣ କରିବାକୁ ପଡେ। ବର୍ତ୍ତମାନ ରେଳବାଇ ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଆପଣ ନିଜ ପସନ୍ଦର ଖାଦ୍ୟ…

ଏବେ ୟୁଜର୍ସଙ୍କ ଡାଟାକୁ ମନିଟାଇଜେସନ କରି ରୋଜଗାର କରିବ ଆଇଆରସିଟିସି ବିଭାଗ, ଯାତ୍ରୀଙ୍କୁ ହେବ ନାହିଁ କୌଣସି ସମସ୍ୟା

ଭାରତୀୟ ରେଳ ବିଭାଗ ଏବେ ଲୋକଙ୍କ ଡାଟାରୁ ମୋଟା ଅଙ୍କର ରୋଜଗାର କରିବ ବୋଲି ସୂଚନା ମିଳିଛି। ଏଥିପାଇଁ ଭାରତୀୟ ରେଳର ସହାୟକ କମ୍ପାନୀ ଭାରତୀୟ ରେଳ କାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଆପଣଙ୍କ ପର୍ସନାଲ ଡାଟାକୁ ନେବାର ପ୍ରୟାସ ଆରମ୍ଭ କରିିଛି। କେବଳ ଏତିକି ନୁହେଁ ଲୋକଙ୍କ ପର୍ସନାଲ ଡାଟାକୁ…