ITBP ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହେବାର ସୁବର୍ଣ୍ଣ ସୁଯୋଗ, ଦରମା ଦେଢ ଲକ୍ଷରୁ ଅଧିକ
ଇଣ୍ଡୋ ତିବ୍ଦତ ବର୍ଡର ପୋଲିସ ଫୋର୍ସ (ITBP) ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ(ଟେଲିକମ୍ୟୁନିକେସନ) ପଦବୀରେ ଭର୍ତ୍ତି ପାଇଁ ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ୪୮ ପଦବୀରେ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀ ଜାନୁଆରୀ ୨୧ରୁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର…