Below header
Browsing Tag

jagannath temple

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା: ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି ହେବେ

ପୁରୀ: ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି ହେବେ । ରଥଯାତ୍ରା ସମୟରେ ସୁରକ୍ଷା ଦୃଷ୍ଟିରୁ ପ୍ରଭୁଙ୍କ ମସ୍ତକରୁ ଏହି ରତ୍ନ ଖଚିତ ଚିତା ସ୍ମାନପୂର୍ଣ୍ଣିମା ଦିନ କାଢ଼ି ନିଆଯିବାର ପରମ୍ପରା ରହିଛି । ଆଜି ଚିତାଲାଗି…

ଆଜି ପବିତ୍ର ହେରାପଞ୍ଚମୀ, ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନୀ ମା' ଲକ୍ଷ୍ମୀ ଠାକୁରାଣୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜ ପ୍ରାଣପ୍ରିୟା ପତ୍ନୀ ମା ଲକ୍ଷ୍ମୀଙ୍କୁ ଛାଡ଼ି ଜନ୍ମବେଦୀଙ୍କୁ ଆସିଛନ୍ତି । ଏଥିପାଇଁ ମା' ଠାକୁରାଣାୀ ମହାପ୍ରଭୁଙ୍କ…

ସରିଲା ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ: କୋଭିଡ ଗାଇଡଲାଇନକୁ ପାଳନ କରାଯାଇ ଗ୍ରହଣ କରାଯିବ କାର୍ଯ୍ୟପନ୍ଥା

ପୁରୀ:ଶେଷ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ। ଆଜିଠାରୁ ନାଟମଣ୍ଡପ, ଗର୍ଭଗୃହ, ଜଗମୋହନର ଯାଞ୍ଚ କରାଯିବ। କେମିକାଲ ୱାସ, ଷ୍ଟକ୍‌ଚରାଲ ଯାଞ୍ଚ, ଫ୍ଲୋର ରିପ୍ଲେମେଣ୍ଟ ଆଦି କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବ। ଆସନ୍ତା ୭ଦିନ ମଧ୍ୟରେ ସମସ୍ତ କାର୍ଯ୍ୟର ରୁଟିନ ପ୍ରସ୍ତୁତ କରାଯିବ। ଗର୍ଭଗୃହର…

ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରିବାକୁ ପହଁଚିଲେ ASI ଟିମ୍

ପୁରୀ : ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଛି ASI ଟିମ୍‌ । ସିଂହଦ୍ୱାର ଗୁମୁଟରେ ବନ୍ଧା ଯାଇଛି ଭାରା। ଏହାସହ ନାଟମଣ୍ଡପ ଜଗମୋହନର ମଧ୍ୟ ଅନୁଧ୍ୟାନ କରିବେ ଏହି ବିଶେଷଜ୍ଞ ଦଳ। ମହାପ୍ରଭୁ ଗର୍ଭଗୃହରେ ନଥିବାରୁ ପ୍ରତିବର୍ଷ ପରି ଗର୍ଭଗୃହର ସାମାନ୍ୟ ମରାମତି କରାଯାଇଥାଏ। ଏହାସହ…

ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି: ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ସହ ବାହାରିବ ଆଡ଼ପ ଅବଢ଼ା

ପୁରୀ: ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ପହଞ୍ଚିଛନ୍ତି। ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଜନ୍ମବେଦି ତଥା ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଗତକାଲି ଠାରୁ…

ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂରତି, ଶୂନ୍ଯ ପହଁଣ୍ଡିରେ ଆସି ରଥାରୁଢ ହେଲେ ମା’ ସୁଭଦ୍ରା

ପୁରୀ: ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂରତି। ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଯାଇଛି ପହଣ୍ଡି । କଡ଼ା କଟକଣା ଭିତରେ ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ…

ଆଜି ଖଳିଲାଗି ଏକାଦଶୀ: ସୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଖଳିକୁ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କରାଯିବ ଲେପନ

ପୁରୀ: ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ । ମହାପ୍ରଭୁଙ୍କୁ ଖଳିଲାଗି କରାଯିବ । ଗତକାଲି ଦଶମୂଳ ଔଷଧ ଲାଗି ପରେ ଏବେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ମହାପ୍ରଭୁ । ସୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଖଳିକୁ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରାଯିବ । ଏହାସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ…

ଆଉ ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଭକ୍ତଙ୍କୁ ଦର୍ଶନ ଅନୁମତି ନଥିବାରୁ ଗୁରୁବାର ସଂଧ୍ୟାରୁ ଶକ୍ରବାର ସକାଳ ଯାଏ…

ପୁରୀ: ଆଉ ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ପ୍ରଥମ ଥର ପାଇଁ ବିନା ଭକ୍ତରେ ସମ୍ପନ୍ନ ହେବାକୁ ଯାଉଛି ଏହି ଯାତ୍ରା । ତେବେ ସୁରକ୍ଷାକୁ ଆଖିରେ ରଖି ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ ଧାରା। ଏଥର କରୋନା ମହାମାରୀର ଭୟାବହତାକୁ ନଜରରେ ରଖି…

ଶ୍ରୀମନ୍ଦିର ଚୂଡ଼ାରୁ ଦୃଶ୍ୟମାନ ହେଉଛି କୋଣାର୍କରୁ ଭୁବନେଶ୍ବର, ଅନୁଭୂତି ବଖାଣିଲେ ବରିଷ୍ଠ ଚୁନରା ସେବାୟତ

ପୁରୀ: କୋଭିଡ୍ କଟକଣା ମଧ୍ଯରେ ପ୍ରତ୍ଯକ ଦିନ ମହାପ୍ରଭୁଙ୍କର ଚାଲିଛି ନୀତିକାନ୍ତି। ନୀଳଚକ୍ରରେ ବାନା ବନ୍ଧା ନୀତି ଅନ୍ଯତମ। ଚୁନରା ସେବାୟତମାନେ ପ୍ରତ୍ଯକ ଦିନ ଶ୍ରୀମନ୍ଦିର ଚୁଡାରେ ଚଢି ପତିତପାବନ ବାନା ଲଗାଉଛନ୍ତି । କିନ୍ତୁ ଲକ୍ ଡାଉନ୍ ଯୋଗୁଁ ମନ୍ଦିର ଭକ୍ତ ଶୂନ୍ଯ ହୋଇପଡିଛି । ସହର…

ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା, ୨୧ଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରାର ଅନ୍ତିମ ଦିନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା। ୨୧ଦିନ ଧରି ଚାଲିଥିବା ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ଆଜି ଅନ୍ତିମ ଦିନ। ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଘେରା ଚନ୍ଦନ ପୁଷ୍କରଣୀକୁ ପ୍ରରିକ୍ରମା କରିବା ପରମ୍ପରା ରହିଛି। ଏହି ଯାତ୍ରା ଆଜି ମଧ୍ୟ…

ପୁଣି ଶ୍ରୀମନ୍ଦିର ଭିତରେ ପ୍ରବେଶ ଉପରେ ବିବାଦ: ଜଣେ ଠିକାଦାର କଟକଣାକୁ ଉଲଂଘନ କରିଥିବା ସହ ସଂକ୍ରମଣ ଆଶଙ୍କା…

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ପ୍ରବେଶ ଉପରେ ବିବାଦ । ଶ୍ରୀମନ୍ଦିରରେ ଜଣେ ଠିକାଦାର ତାଙ୍କ ସହାୟକଙ୍କୁ ପ୍ରବେଶ ଉପରେ ବିବାଦ ଦେଖାଯାଇଛି । କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ସମସ୍ତ ଅଧିକାରୀ, ପୋଲିସ ଓ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ନିଷେଧ ଜାରି କରାଯାଇଛି । ତେବେ ଭୁବନେଶ୍ୱରରୁ…

ଲକ୍ ଡାଉନ୍ ସମୟରେ ମହାପ୍ରଭୁଙ୍କ ପାଇଁ ତୁଳସୀ ଆଣୁଛନ୍ତି ବାଙ୍କୀର ଗୁନ ବାବା, ପ୍ରତ୍ୟେକ ଦିନ ସାଇକେଲ୍‌ରେ ଯାତ୍ରା…

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ତୁଳସୀର ଅଭାବ । ଲକଡାଉନ୍‌ ଯୋଗୁ ବିଭିନ୍ନ ସ୍ଥାନରୁ ଆସିପାରୁନି ତୁଳସୀ । ଏମିତି ସମୟରେ ବାଙ୍କୀର ଯୁବକ ଗୁନ ବାବା ଓରଫ ରତ୍ନାକର ବେହେରା ମହାପ୍ରଭୁଙ୍କ ପାଇଁ ତୁଳସୀ ଆଣିଛନ୍ତି । ପ୍ରତ୍ୟେକ ଦିନ ସାଇକେଲ୍‌ରେ ୨୨୦ କିଲୋମିଟର ଯିବା ଆସିବା କରି…