Browsing Tag

jagannath temple

ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ(କେନ୍ଯୁଜ୍): ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସୁଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ମିଟର…

ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ସ୍ଵତନ୍ତ୍ର ବ୍ୟବସ୍ଥା, ସବୁଜ ବନାନୀ ସହ ନୂଆ ସାମିଆନା ଓ ବ୍ୟାରିକେଡର ବ୍ୟବସ୍ଥା…

ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ବ୍ୟବସ୍ଥା। ନୂଆ ଅନୁଭବ ପାଇବେ ଭକ୍ତ ଓ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ପରେ ଏବେ ଜୋରସୋରରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ସବୁଜ ବନାନୀ ସହ ନୂଆ ସାମିଆନା ଓ ବ୍ୟାରିକେଡର ବ୍ୟବସ୍ଥା କରିଛି…

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ, ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ ନିର୍ମାଣକୁ…

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ। ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ ନିର୍ମାଣକୁ ଧୀରେଧୀରେ ଭଙ୍ଗାଯିବ। ଶ୍ରୀମନ୍ଦିର ଚାରିପାଖରେ ମେଘନାଦ ପାଚେରୀକୁ ଲାଗି ଅନେକ ମନ୍ଦିର, ଜୋତାଷ୍ଟାଣ୍ଡ, ଶୌଚାଳୟ ରହିଛି। ୨୦୧୫ ନବକଳେବର…

ଫନି ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଛି : ରିପୋର୍ଟ

ପୁରୀ : ଶ୍ରୀମନ୍ଦିର ମରାମତି ମାମଲାରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନ. କେ ମହାନ୍ତି କମିଶନ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଫନି ବାତ୍ୟା ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଏନ. କେ ମହାନ୍ତି। ନାଟ୍ୟ ମଣ୍ଡପର…

ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ପୁରୀ(କେନ୍ୟୁଜ୍): ଆଜି ନେତ୍ରୋତ୍ସବ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ୧୫ଦିନ ଧରି ଅଣସର ଘରେ ରହିବା ପରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ନବଯୌବନ ଦର୍ଶନ ପୂର୍ବରୁ ମହାପ୍ରଭୁଙ୍କର ଘଣାଲାଗି କରାଯାଇଥିଲା। ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ସମୟ…

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଭିତର ଚନ୍ଦନ ଯାତ୍ରା ଶୁଭାରମ୍ଭ

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ରଥଖଳା। ଜୋରସୋରରେ ଚାଲିଛି ଚକ ନିର୍ମାଣ। ସେପଟେ ଆଜିଠୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଶ୍ରୀମନ୍ଦିରରେ ଠାକୁରଙ୍କ ଭିତର ଚନ୍ଦନ ଯାତ୍ରାର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀଜିଉମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ ।…

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ, ଭିତରେ ଓ ବାହାରେ କାମ ଆରମ୍ଭ କରି ଦେଇଛନ୍ତି ଓଡ୍ରାଫ ଓ ଏନ୍‌ଡିଆରଏଫ…

ବାତ୍ୟା ଫନି ଯୋଗୁଁ ଶ୍ରୀହୀନ ହୋଇଛି ଶ୍ରୀମନ୍ଦିର । ମୁଖ୍ୟ ମନ୍ଦିରରୁ ଏକ ବଡ ସିଂହ ମୂର୍ତ୍ତି ଭାଙ୍ଗି ଖସି ପଡିଥିବା ବେଳେ ଲୁହା ଭାର ଭାଙ୍ଗି ଅନେକ କାରୁକାର‌୍ୟ୍ୟ ନଷ୍ଟି ହୋଇଛି । ସେହିପରି ସିଂହଦ୍ୱାରରେ ଥିବା ଜୟ ବିଜୟ ମୂର୍ତ୍ତି ମଧ୍ୟରୁ ଜୟ ମୂର୍ତ୍ତି ଭାଙ୍ଗି ତଳେ ପଡିଥିବା ବେଳେ…

ଶ୍ରୀମନ୍ଦିରରେ ସେବାୟତଙ୍କ ସଂଖ୍ୟା ହ୍ରାସ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ସତ୍ୟପାଠ ମାମଲାକୁ ସେବାୟତଙ୍କ ବିରୋଧ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ସେବାୟତଙ୍କ ସଂଖ୍ୟା ହ୍ରାସ କରିବା ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ମାମଲାକୁ ବିରୋଧ କରିଛନ୍ତି ସମସ୍ତ ସେବାୟତ ନିଯୋଗ । ଶ୍ରୀମନ୍ଦିର ପ୍ରଶାସନ ଆଜି ଡାକିଥିବା ଛତିଶା ନିଯୋଗ ବୈଠକକୁ ଯିବେ ନାହିଁ ବୋଲି ସେବାୟତମାନେ ନିଷ୍ପତ୍ତି ନେଇଛନ୍ତି । ସେବାୟତଙ୍କ ସହ…

୧୦୦ କୋଟିରେ ବିକ୍ରି ହେବ ଜଗାର ଜମି, ଗଜପତିଙ୍କ ବାର୍ଷିକ ଭତ୍ତା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି

ପୁରୀ : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନୁମୋଦିତ ହୋଇଛି ଶ୍ରୀମନ୍ଦିର ବଳକା ବଜେଟ୍‌ । ଏହି ବଜେଟ୍‌ରେ ଆୟ ୧୦୨ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ଖର୍ଚ୍ଚ ଅଟକଳ ୭୮ କୋଟି ଟଙ୍କା ରହିଛି । ଜମି ବିକ୍ରିରୁ ଶହେ କୋଟି ଟଙ୍କାର ଆୟ ଲକ୍ଷ୍ୟ ରଖାଯାଇଥିବା ବେଳେ ଆସନ୍ତା ବର୍ଷ ୧୫ କୋଟି…

ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଖୋଲିବ ବ୍ୟାଖ୍ୟାନ କେନ୍ଦ୍ର, ସ୍ଥାନ ପାଇବ ମହାପ୍ରଭୁ ଓ ଶ୍ରୀକ୍ଷେତ୍ର ସଂପର୍କରେ ସମସ୍ତ…

ପୁରୀ : ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ଐତିହ୍ୟ, ପରଂପରା, ଯାନିଯାତ୍ରା ରୀତିନୀତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ବା ଇଣ୍ଟରପ୍ରିଟେସନ ସେଣ୍ଟର ପ୍ରତିଷ୍ଠା ହେବାକୁ ଯାଉଛି । ଆସନ୍ତା ଏକ ବର୍ଷ ମନ୍ଦିର ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଏହା କାର୍ଯ୍ୟକ୍ଷମ ହେବ । ଏଥିରେ ମହାପ୍ରଭୁ ଓ…

କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ, ନୀତିରେ ବିଳମ୍ବ ହେଲେ ମିଳିବନି ପାଳିଆ ପୁରସ୍କାର

ପୁରୀ : ଶ୍ରୀମନ୍ଦିରରେ ନୀତି ସଂପାଦନାରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ନେଇ କଠୋର ହେଲା ମନ୍ଦିର ପ୍ରଶାସନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତ ନିଯୋଗକୁ ପତ୍ର ଲେଖିଛନ୍ତି। ସେବକ ମାନେ ଧାର୍ଯ୍ୟ ସମୟରେ ନୀତି ସଂପାଦନ ପାଇଁ ନିଯୋଗ ସେମାନଙ୍କ ପାଳିଆଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବେ।…

ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ, ପାଲିଙ୍କିରେ ଆସି ଜଗନ୍ନାଥ ବଲ୍ଲଭ ମଠରେ ବିଜେ ହେବେ…

ପୁରୀ : ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିରରେ ବୁଧ ମେଲଣ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ପାଲିଙ୍କିରେ ଆସି ଜଗନ୍ନାଥ ବଲ୍ଲଭ ମଠରେ ବିଜେ ହେବେ । ଘଣ୍ଟ, ଛତା, କାହାଳୀ ସହ ମହାଭୋଇ ସୌବକ ଗଉଡ଼ ଦେଇଥିବା କ୍ଷୀର ଭାର ନେଇ ଆସିବେ । ପରେ…