ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍, ଟୁଇଟ୍ ମାଧ୍ୟମରେ ଦେଲେ ସୂଚନା
ବଲିଉଡର ଜଣାଶୁଣା ଗୀତିକାର ଅର୍ଥାତ ଲେଖକ ଜାଭେଦ ଅଖତର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁନ୍ତି । ତେବେ ବର୍ତ୍ତମାନ ପ୍ରଶଂସକମାନେ ଜାଭେଦଙ୍କ ଏକ୍ସରେ ସେୟାର ହୋଇଥିବା ପୋଷ୍ଟକୁ ନେଇ ଅନେକ ପ୍ରକାରର କଥାବାର୍ତ୍ତା ଜାରି ରଖିଛନ୍ତି ଏବଂ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିଛନ୍ତି ।…