ଜେଡିୟୁର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଲେ କେସି ତ୍ୟାଗୀ, ବ୍ୟକ୍ତିଗତ କାରଣ ଦର୍ଶାଇଲେ
ଜେଡିୟୁର ରାଷ୍ଟ୍ରୀୟ ପ୍ରବକ୍ତା କେସି ତ୍ୟାଗୀ ଇସ୍ତଫା ଦେଇଛନ୍ତି । କେସି ତ୍ୟାଗୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ଘନିଷ୍ଠ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା କୁହାଯାଇଛି । ତାଙ୍କ ସ୍ଥାନରେ ନୀତୀଶ କୁମାର ରାଜୀବ ରଞ୍ଜନଙ୍କୁ ଦଳର ନୂତନ ଜାତୀୟ ମୁଖପାତ୍ର ଭାବେ…