Browsing Tag

jeypore

ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ

ଜୟପୁର : ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।  ବିଶ୍ବନାଥଙ୍କର ଦୁଇଟି କୋଠା ଓ ୧୮ଟି ପ୍ଲଟ ରହିଛି ।  ଜୟପୁର ଟାଉନରେ ରହିଛି ଦେଢ କୋଟି ଟଙ୍କାର ଏକ…

ଡାକ୍ତରଙ୍କୁ ଟଣା ଓଟରା ସହ ଡାକ୍ତରଖାନା ଭଙ୍ଗାରୁଜା, ସିସିଟିଭି ଆଧାରରେ ପୋଲିସର ତଦନ୍ତ

ଜୟପୁର : ଜୟପୁର ଜିଲ୍ଲା ଡାକ୍ତର ଖାନାରେ ରୋଗୀ ମୃ୍ତ୍ୟୁ ଅଭିଯୋଗ କରି ଡାକ୍ତରଙ୍କୁ ଟଣା ଓଟରା ସହ ଡାକ୍ତରଖାନା ଭଙ୍ଗାରୁଜା ।  କୁମ୍ବାର ସାହିର ସୁରେଶ ହରିଜନ ନାମକ ଜଣେ ଯୁବକ ଘରକାମ କରୁଥିବା ବେଳେ ବିଦ୍ୟୁତ ସଂଯୋଗ ଆସି ଆହତ ହୋଇଥିଲେ ଆଉ ପରିବାର ଲୋକ ଡାକ୍ତରଖାନା ଆଣିଥିଲେ ।  ଚିକତ୍ସା…

ଭୋଟ ନେଲେ, ଆଉ ବିଜୟ ପରେ ଭୁଲିଗଲେ, ବିଜେଡି ପକ୍ଷରୁ ଜୟପୁର ବ୍ଲକ କାର୍ଯ୍ୟାଳୟ ଘେରାଉ

ଜୟପୁର: ପ୍ରତିଶ୍ରୁତି ଦେଇ ଭୋଟ ନେଲେ, ଆଉ ବିଜୟ ପରେ ଭୁଲିଗଲେ । ଏଭଳି ଅଭିଯୋଗ ଆଣିଛନ୍ତି ଜୟପୁର ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନନ୍ଦ ।  ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ସମସ୍ତ ଭତ୍ତାଧାରୀଙ୍କୁ ମାସିକ ଭତ୍ତା ୩୦୦୦ ବୃଦ୍ଧି ସହ ସୁଭଦ୍ରା ଯୋଜନା ଓ ୩ଶହ ୟୁନିଟ ମାଗଣା…

କଲିକତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନିଆରା ବିରୋଧ ପ୍ରର୍ଦଶନ

ଜୟପୁର : କଲିକତା ଡ଼କ୍ଟର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନିଆରା ବିରୋଧ ପ୍ରର୍ଦଶନ ।  ଜୟପୁର ସହରର ସମସ୍ତ ମହାବିଦ୍ୟାଳୟ ନର୍ସଙ୍ଗ କଲେଜ । ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ କାର୍ଯ୍ୟରତ ନର୍ସ ଓ ଡ଼କ୍ଟର ଏକାଠି ହୋଇଥିଲେ ସହରର ମୁଖ୍ୟ ରାସ୍ଥାରେ । ସମସ୍ତଙ୍କ ମୁହଁରେ ବିବାଦ ଓ…

ଦିଲ୍ଲୀରେ ପୁରସ୍କୃତ ହେଲେ ପଲ୍ଲୀର ମାଣ୍ଡିଆ ରାଣୀ

ଜୟପୁର : ସୁଦୂର ଦିଲ୍ଲୀରେ ପୁଣିଥରେ କୋରାପୁଟର ମାଣ୍ଡିଆ ରାଣୀ ରାଇମିତି ଘିଉରିଆ ସମ୍ମାନିତ ହୋଇଛନ୍ତି ।  ଆମାଜିଙ୍ଗ ଇଣ୍ଡିଆର ଏକ କୃଷିଭିତିକ କର୍ମଶାଳାରେ ପାଞ୍ଚଜଣ ବିଶିଷ୍ଠ କୃଷିବିତ୍ତ ମହିଳାଙ୍କ ମଧ୍ୟରେ ରାଇମିତି ଶ୍ରେଷ୍ଠ ବିବେଚିତ ହୋଇ ପୁରଷ୍କୃତ  ହୋଇଛନ୍ତି । ଦିଲ୍ଲୀଠାରେ…

ରୋହିଙ୍ଗିଆଙ୍କ ପ୍ରବଶେକୁ କଡା ବିରୋଧ, ରଜାନଗରରୁ ବାହାରିଲା ବିଶାଳ ଶୋଭାଯାତ୍ରା

ଜୟପୁର : ବାଙ୍ଗଲାଦେଶରେ ଅପ୍ରିତିକର ପରିସ୍ଥିତି ପରେ ଵର୍ତମାନ ଦେଶରେ ରୋହିଙ୍ଗିଆଙ୍କ ପ୍ରବଶେକୁ କଡା ବିରୋଧ କରିଛି । ଜୟପୁର ହିନ୍ଦୁ ସମାଜ । ରଜାନଗରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳ ଓ ଟାଉନ ଥାନାରେ ହିନ୍ଦୁ ସମାଜ ପକ୍ଷରୁ ଦାବିପତ୍ର ଓ ଅଭିଯୋଗ ପତ୍ର ଦିଆଯାଇଛି । ବିଶେଷ…

ବୋରିଗୁମ୍ମା କଣାଗାଁରେ ବୁଲୁଛି ହେଟାବାଘ ,ହଟହଟା ହେଲେ ଗାଁ ଲୋକେ

ଜୟପୁର : ଦିନକ ପୂର୍ବରୁ ଭାଲୁର ରାଜ ।  ଭାଲୁ କୁ ଜନ୍ତାରେ ଧରିବା ପରେ ଏବେ ହେଟା ବାଘ ହଟହଟା କରୁଛି ।  ଦୀର୍ଘ ୭୨ଘଣ୍ଟା ପରେ ଭାଲୁକୁ କାବୁ କରି ଟିକିଏ ଫୁରୁସତ ନେବା ବେଳେ ବୋରିଗୁମ୍ମା ବନଖଣ୍ଡ ରେ ହେଟା ବାଘ୍ ଚିନ୍ତା ।  ଗାଁରେ ପଶିଛି ହେଟା ବାଘ ଲୋକେ ଭୟଭିତ ।  ବୋରିଗୁମ୍ମା କଣାଗାଁରେ…

ମୃତ୍ୟୁ ଏମିତି ବି ଆସେ ! ଗୀତ ଗାଇ ଗାଇ ଷ୍ଟେଜରେ ହିଁ ଟଳି ପଡିଲେ ଜଣାଶୁଣା କଣ୍ଠଶିଳ୍ପୀ

ଜୟପୁର(କେନ୍ୟୁଜ୍);  ମନପସନ୍ଦର ଗୀତ ଗାଇଲେ ଆଉ ଗୀତ ଗାଉଥିବା ଅବସ୍ଥାରେ ହିଁ ଷ୍ଟେଜ ଷ୍ଟେଜ ଉପରେ ଟଳି ପଡିଲେ ଜଣାଶୁଣା କଣ୍ଠଶିଳ୍ପୀ।  ମାତ୍ର ୧୦ମିନଟ ବ୍ଯବଧାନରେ ଘଟିଗଲା ଅଘଟଣ, ଯାହାକି ଶତାଧିକ ଦର୍ଶକଙ୍କ ମନରେ କୋହ ଭରିଦେଲା। ଦର୍ଶକଙ୍କ ଡିମାଣ୍ଡରେ ମନପସନ୍ଦର ଗୀତ ଗାଉଥିଲେ ଜୟପୁରର…

ନୃସଂଶତାର ସବୁ ସୀମା ପାର କରିଗଲେ, ଦୁଷ୍କର୍ମ ପୀଡିତାଙ୍କୁ ପେଟ୍ରୋଲ ସ୍ପ୍ରେ କରି ନାବାଳିକା ଝିଅ ସାମ୍ନାରେ ନିଆଁ ଲଗାଇ…

ରାଜସ୍ଥାନର ଜୟପୁରରେ ଘଟିଛି ଏକ ଭୟଙ୍କର ଘଟଣା । ସହରର କୋତୱାଲି ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ଦେହରେ ପେଟ୍ରୋଲ ସ୍ପ୍ରେ କରି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି। ଏହି ନିଆଁକୁ ଅନ୍ଯ କେହି ନୁହେଁ ବରଂ ପୀଡିତାଙ୍କ ଦେହରେ ଅଭିଯୁକ୍ତ ନିଜେ ଲଗାଇଥିଲା।…

ଭାଇ କବଳରୁ ଭଉଣୀକୁ ଅପହରଣ କରି ନେଇ ଜଙ୍ଗଲରେ ଜୋର୍‌ ଜବରଦସ୍ତ ଦୁଷ୍କର୍ମ

ଜୟପୁର (କେନ୍ୟୁଜ୍): ଜୟପୁରରେ ଅଭାବନୀୟ ଘଟଣା । ଭାଇ କବଳରୁ ଭଉଣୀକୁ ଅପହରଣ କରି ନେଇ ଜଙ୍ଗଲରେ ଜୋର୍‌ ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ । ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବତ୍ତଙ୍କୁ ଚକ୍‌ମା ଦେଇ ଖସିଆସିଛନ୍ତି ଯୁବତୀ । ଭାଇର ଅଭିଯୋଗ ଆଧାରରେ ଯୁବତୀଙ୍କୁ ଟାଉନ ପୋଲିସ ଉଦ୍ଧାର କରିବା ସହ…

ନିଜେ ଅକ୍ଷମ ହୋଇ ମଧ୍ୟ ଚଳାଉଛନ୍ତି ପରିବାର, ତାଙ୍କ ପାଇଁ ଆଜି ଗର୍ବିତ ସାରା ଗାଁ

ଭଳି କି ଭଳି ଚିତ୍ର, ପେନ୍ସିଲ ଆର୍ଟଠୁ ଆରମ୍ଭ କରି କଲର ଆର୍ଟ । ପଟ୍ଟଚିତ୍ର ଥ୍ରୀଡି ଆର୍ଟ ଭଳି ପ୍ରତିଟି ଚିତ୍ର ଜୀବନ୍ତ ଆଉ ଆକର୍ଷଣୀୟ । କେତେବେଳେ ରାସ୍ତା କଡ଼ କାନ୍ଥରେ ତ କେତେବେଳେ ମନ୍ଦିର କାନ୍ଥରେ ଭଳିକିଭଳି ଚିତ୍ର ଏମିତିକି ଦୁଇ ମିନିଟରେ ଆଖି ସାମ୍ନାରେ ଆଙ୍କିଦେଇପାରନ୍ତି ଆପଣଙ୍କ…

ପାଣି ଟାଙ୍କିରେ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଲା ଜୟପୁର ପୋଲିସ୍‌

ଜୟପୁର (କେନ୍ୟୁଜ୍‌) : ଅପରାଧୀ ଭାରି ଚାଲାକ୍ । ବିଭିନ୍ନ କୌଶଳ କରି ରାଜ୍ୟର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଛନ୍ତି । ହେଲେ ତାଠାରୁ ଅଧିକ ଚାଲାକି ଦେଖାଇଛି ଜୟପୁର ସଦର ପୋଲିସ୍ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଛନ୍ତି ଚାଲାଣକାରୀ। ଗୋଟିଏ ଟ୍ରକ୍‌ରେ ୧ କ୍ୱିଣ୍ଟାଲରୁ…