କିଏ ପିନ୍ଧିବ ଝାରସୁଗୁଡ଼ା ମୁକୁଟ ? ଆଜି ଆସିବ ଫଳାଫଳ, ସକାଳ ୮ରୁ ଭୋଟ ଗଣତି
ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ା ବାଜି କିଏ ମାରିବ ? କାହାକୁ ଦେଖିବାକୁ ପଡ଼ିବ ପରାଜୟର ମୁହଁ ? ଆଜି ଖୋଲିବ ୯ ପ୍ରାର୍ଥୀଙ୍କ ଭାଗ୍ୟ ପେଡ଼ି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣନା କରାଯିବ । ୧୪ ଟି ଟେବୁଲରେ ୧୮ଟି ରାଉଣ୍ଡରେ କରାଯିବ କାଉଣ୍ଟିଂ ।…