Browsing Tag

jharsuguda news

ଝାରସୁଗୁଡା ବନହରପାଲି ପାଉଁଶ କାରଖାନାରେ ହପର ଦୁର୍ଘଟଣା ଘଟଣା, ଆହତ ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

 ଝାରସୁଗୁଡା :  ଝାରସୁଗୁଡା ଜିଲ୍ଲା ବନହରପାଲି ଓପିଜିସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଘଟିଥିବା ଅଘଟଣକୁ ନେଇ ଆସିଲା ଦୁଃଖଦ ଖବର । କେନ୍ଦ୍ରର ୩ ନମ୍ବର ୟୁନିଟ ପାଉଁଶ କାରଖାନାରେ ହପର ଦୁର୍ଘଟଣାରେ ଆହତ ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶ୍ରମିକ ଜଣଙ୍କ…

ଝାରସୁଗୁଡା ସହରର ମୁଙ୍ଗାପଡାରେ ବିରଳ ଧଳା କାଉ ଉଦ୍ଧାର

ଝାରସୁଗୁଡା: ଝାରସୁଗୁଡା ସହରର ମୁଙ୍ଗାପଡାରେ ବିରଳ ଧଳା କାଉ । ସ୍ଥାନୀୟ ଅଞ୍ଚଳର ଦିପ୍ତେଶ ସୋନିଙ୍କ ଘର ଆଗରେ ଏକ ଲୁହା ଗେଟ୍‌ରେ କାଉଟି ବସିଥିବାର ଦେଖିବାକୁ ମିଳିଥିଲା । ପରେ ଦିପ୍ତେଶ କାଉଟିକୁ ଦେଖି ଘରକୁ ଆଣିଥିଲେ । କାଉଟିର ଯତ୍ନ ନେବା ସହ ବନବଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ…

ଝାରସୁଗୁଡାରେ ସୁପର ସ୍ପେଡର: ଭୋଜି କରି ୧୭ଜଣଙ୍କୁ ବାଣ୍ଟିଲେ କରୋନା ଭାଇରସ୍

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡାରେ ସୁପର ସ୍ପେଡର । ଦିନକୁ ଦିନ କରୋନା ନିଜର କରାଳ ରୂପ ଦେଖାଉଥିବାବେଳେ ବର୍ତ୍ତମାନ ଝାରସୁଗୁଡାରୁ ଆସିଛି ସ୍ତବ୍ଧ କରିଦେବା ଭଳି ଘଟଣା। ଭୋଜି ଖାଇ ୧୭ଜଣ କରୋନା ସଂକ୍ରମିତ ହୋଇଥିବା ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ମୁତାବକ ହୋମ…

ଝାରସୁଗୁଡ଼ାରେ ଗୋଟିଏ ପରିବାରର ୫ ଜଣ ଆତ୍ମହତ୍ୟା ଉଦ୍ୟମ ଘଟଣା, ଆଖି ବୁଜିଲେ ଆଉ ଜଣେ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଗୋଟିଏ ପରିବାରର ୫ ଜଣ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଆଖି ବୁଜିଲେ ଆଉ ଜଣେ । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଝିଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ସମୁଦାୟ ୪ ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ ଆଉ ଜଣଙ୍କର ଚିକିତ୍ସା…

ଝାରସୁଗୁଡା: ଗୋଟିଏ ପରିବାରର ୫ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣା, ପୁଣି ଗଲା ଆଉ ଦୁଇ ଜୀବନ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବିଟିଏମ୍‌ ଫାଣ୍ଡି ଲହଣ୍ଡାବୁଡ଼ରେ ଗୋଟିଏ ପରିବାରର ୫ଜଣଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପୁଣି ଗଲା ଆଉ ୨ଜଣଙ୍କ ଜୀବନ। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମାଓ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ୩୮ବର୍ଷିୟ ଝିଅ ଓ ୫୮ବର୍ଷିୟ ମାଆଙ୍କ…

ଝାରସୁଗୁଡାରେ ଖୋଲିଲା ମଲ୍, ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଯାଇପାରିବେ ଲୋକେ

ଝାରସୁଗୁଡା: ଝାରସୁଗୁଡାରେ ଖୋଲିଲା ମଲ୍‌ । ଅନଲକ୍‌-୧ ପରେ ଜିଲ୍ଲାରେ ମଲ୍‌ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛି ପ୍ରଶାସନ । ଏହି ମଲ୍‌ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମଲ୍ କୁ ଯିବାକୁ ଚାହୁଁଥିବା…

ଝାରସୁଗୁଡ଼ାରେ ହେବ କୋଭିଡ୍‌ ହସ୍ପିଟାଲ : ଜିଲ୍ଲା ପ୍ରଶାସନ ଓ ହାଇଟେକ୍‌ ମେଡିକାଲ କଲେଜ ମଧ୍ୟରେ ଏମ୍‌ଓୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ କୋଭିଡ୍‌-୧୯ ହସ୍ପିଟାଲ ପ୍ରତିଷ୍ଠା ନେଇ ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱରରେ ହାଇଟେକ୍‌ ମେଡିକାଲ କଲେଜ ମଧ୍ୟରେ ସଂପର୍କରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ। ଏହି କୋଭିଡ୍‌ ହସ୍ପିଟାଲ ପାଇଁ…