Below header
Browsing Tag

jharsuguda

ଝାରସୁଗୁଡାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ, ଯକୃତ ରୋଗରେ ଥିଲେ ପୀଡିତ

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଆଜି ଭୋର ସମୟରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ସେ ଯକୃତ ରୋଗରେ ପୀଡିତ ଥିଲେ। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ରବିବାର…

ଘୋଷଣା ହୋଇନି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ତାରିଖ, କ୍ଷେତ୍ର ପ୍ରସ୍ତୁତିରେ ଲାଗିଛନ୍ତି ବିଜେଡିର ସମ୍ଭାବ୍ୟ…

କେନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ତାରିଖ ଏଯାଏ ଘୋଷଣା ହୋଇନାହିଁ । କିନ୍ତୁ ରାଜନୈତିକ ଉଷ୍ଣତା ବଢ଼ିବାଲେ ଲାଗିଲାଣି । କ୍ଷେତ୍ର ପ୍ରସ୍ତୁତିରେ ଲାଗିଛନ୍ତି ବିଜେଡି ଓ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ । ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଦୀପାଳି ଦାସ ବାପା ନବ ଦାସଙ୍କ…

ଝାରସୁଗୁଡ଼ା ମୈଦାନରେ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ, ଲଢେଇ ପାଇଁ ତୟାର ଦୀପାଳି

ଝାରସୁଗୁଡ଼ା(କେନ୍ୟୁଜ୍) : ୨୪ ପାଇଁ ସଜବାଜ ହୋଇ ସାରିଲେଣି ଦଳ। ବଢିଛି ବିଜେଡି-ବିଜେପି ଆକ୍ରମଣ ପ୍ରତି ଆକ୍ରମଣ। ଏବେ ଝାରସୁଗୁଡ଼ା ମୈଦାନରେ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଛି। ଉପନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ, ନବ ଦାସଙ୍କ ଲିଗାସୀକୁ ଆଗକୁ ବଢାଇବାକୁ ଲଢେଇ ପାଇଁ…

ନବ ଦାସଙ୍କ ହତ୍ୟାକୁ ପୂରିଲା ମାସେ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତେଜିଲାଣି କସରତ, ଝିଅ ଦୀପାଳିଙ୍କୁ ମିଳିପାରେ…

ଝାରସୁଗୁଡ଼ା (କେନ୍ୟୁଜ): ନବ ଦାସଙ୍କ ହତ୍ୟାକୁ ପୂରିଛି ମାସେ । ଝାରସୁଗୁଡ଼ାରେ ହେବ ଉପନିର୍ବାଚନ । ଆସନ୍ତା ୨-୩ ଦିନ ଭିତରେ ଉପନିର୍ବାଚନ ନେଇ ବିଜ୍ଞପ୍ତି ବାହାରିପାରେ । ତାରିଖ ଘୋଷଣାକୁ ଅପେକ୍ଷା ରହିଥିବା ବେଳେ ପ୍ରାର୍ଥୀ କସରତ ତେଜିଲାଣି । ଝାରସୁଗୁଡ଼ା ଉପନିର୍ବାଚନରେ ଦେଖିବାକୁ…

ବିଳମ୍ବରେ ଆସିବାକୁ ନେଇ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ବଚସା: ଛାତ୍ର ଆକ୍ରମଣରେ ଅଧ୍ୟାପକ ଲହୁଲୁହାଣ

ଝାରସୁଗୁଡା(କେନ୍ୟୁଜ୍):  ଛାତ୍ର ଆକ୍ରମଣରେ ଅଧ୍ୟାପକ ଲହୁଲୁହାଣ । ଝାରସୁଗୁଡ଼ା କଲେଜ ଛାତ୍ର ଆକ୍ରମଣରେ ଅଧ୍ୟାପକ ଗୁରୁତର । କଟାପାଲି ସ୍ଥିତ ପିକେଏସଏସ୍‌ ସ୍ନାତକ କଲେଜର ଘଟଣା । ବିଳମ୍ବରେ ଆସିବାକୁ ନେଇ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ବଚସା ହୋଇଥିଲା । ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ +୩…

ଝାରସୁଗୁଡ଼ାରେ ମନସ୍ତତ୍ୱବିତ୍ ଟିମ୍: ଗୋପାଳ ଦାସର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଜାରି

ଝାରସୁଗୁଡ଼ା (କେନ୍ୟୁଜ): ସତ ଉଗାରୁଛି କିଲର ଏଏସଆଇ । ଗୋପାଳ ଦାସକୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ତାର ଲେୟର୍ଡ ଭଏସ୍‌ ଆନାଲିସିସ୍‌ ବା LVA ଟେଷ୍ଟ ପରେ ଗୋପାଳର ମାନସିକ ସ୍ଥିତିର ଅନୁଧ୍ୟାନ ଚାଲିଛି । ଝାରସୁଗୁଡ଼ା OSAP ଦ୍ୱିତୀୟ…

ନବ ଦାସଙ୍କୁ ଗୁଳିମାଡ଼ ମାମଲା: ଘଟଣାସ୍ଥଳରେ ଛାନ୍‌ଭିନ୍‌ କରୁଛି କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍‌ ଟିମ୍‌

ଝାରସୁଗୁଡା (କେନ୍ୟୁଜ): ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ଛାନ୍‌ଭିନ୍‌ । କ୍ରାଇମ୍‌ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନଦ ଦାସଙ୍କ ଉପରେ ଗୁଳିମାଡ଼ ହୋଇଥିବା ସ୍ଥାନରେ ସରଜମିନ ଖୋଳତାଡ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଟିମ୍‌ ।…

ଶ୍ମଶାନରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ, ପଞ୍ଚଭୂତରେ ଲୀନ ହେଲା ମରଶରୀର

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ଖେରୁଆଲ୍‌ ଶ୍ମଶାନରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ। ନବ ଦାସଙ୍କ ପୁଅ ବିଶାଲ ଦାସ ଦେଲେ ମୁଖାଗ୍ନି । ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମନ୍ତ୍ରୀ ଉପସ୍ଥିତ ଥିଲେ । ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ।…

ନବ ଦାସଙ୍କୁ ଗୁଳି କରିଥିବା ASI ଗୋପଳ କୃଷ୍ଣ ୧୦ ବର୍ଷ ହେବ ଝାରସୁଗୁଡାରେ କାମ କରୁଥିଲେ

କେନ୍ୟୁଜ୍(ବ୍ୟୁରୋ):  ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପଳ କୃଷ୍ଣ ଦାସ ପ୍ରାୟ ଦଶ  ବର୍ଷ ହେବ ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟରତ ଥିଲେ । ପ୍ରମୋସନ୍‌ ପାଇ ଏଏସ୍‌ଆଇ ହେବା ପରେ ପ୍ରଥମେ ସେ ବଡ଼ମାଳ ଥାନାରେ ରହିଥିଲେ । ପରେ କୁଲାବିରା, ବନହରପାଲି, ବେଲପାହାଡ଼ ଆଦି ଥାନାରେ କାର୍ଯ୍ୟ…

ବ୍ରଜରାଜନଗରରେ ତଦନ୍ତ ପାଇଁ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍, ଅଭିଯୁକ୍ତ ଏଏସଆଇଙ୍କୁ କରିବ ପଚରାଉଚୁରା

ଝାରସୁଗୁଡା (କେନ୍ୟୁଜ): ବ୍ରଜରାଜନଗର ଅଭିମୁଖେ ଗଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ଯାଇଛନ୍ତି। ଟିମରେ ୯ ଜଣ ସଦସ୍ୟ ସାମିଲ ରହିଛନ୍ତି । ଟିମର ୪ ସଦସ୍ୟ ହେଲିକପ୍ଟର ଯୋଗେ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି । ଅନ୍ୟ ଗୋଟିଏ ୫…

କଙ୍କାଳ କାହାର, ନିଖୋଜ ଚନ୍ଦ୍ରମୋହନ ନା ଡମ୍ବରୁଧରଙ୍କର ? ଡିଏନ୍‌ଏ ଟେଷ୍ଟ କରିବ ପୋଲିସ୍‌

ଝାରସୁଗୁଡ଼ା (କେନ୍ୟୁଜ୍‌) : ଜଣେ ୮ ବର୍ଷ ହେଲା ଓ ଆଉ ଜଣେ ୩ ବର୍ଷ ହେଲା ନିଖୋଜ ଅଛନ୍ତି । ଏହା ଭିତରେ ପୋଲିସ୍‌ ଜଣେ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କରିଛି । ଏହି କଙ୍କାଳଟି କାହାର ? ପ୍ରଥମ ବ୍ୟକ୍ତିଙ୍କର ନା ଦ୍ୱିତୀୟ ବ୍ୟକ୍ତିଙ୍କର । ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ତେଣୁ ପୋଲିସ୍‌…

ଭୋଜି କରିବାକୁ ଆସିଥିବା ବେଳେ ଅଘଟଣ: ଇବ ନଦୀରେ ବୁଡ଼ି ଦୁଇ ଯୁବକ ନିଖୋଜ

ସୁନ୍ଦରଗଡ଼(କେନ୍ୟୁଜ୍):  ଝାରସୁଗୁଡାରୁ ଭୋଜି କରିବାକୁ ଆସିଥିବା ବେଳେ ଅଘଟଣ। ସୁନ୍ଦରଗଡ ତଲସରା ଥାନା ଇବ ନଦୀ କନା କୁଣ୍ଡରେ ଭାସିଗଲେ ଯୁବକ। କନା କୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ଏଭଳି ଅଘଟଣ ଘଟିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଖୋଜାଖୋଜି ଜାରି ରହିଛି। ନିଖୋଜ…