ନୂଆବର୍ଷ ପାଇଁ ଜିଓର ଧମାକାଦାର ଅଫର,ଏହି ପ୍ଲାନ ସହ ମିଳିବ ୨୪ ଦିନର ଏକ୍ସଟ୍ରା ଭାଲିଡିଟି
ନୂଆ ବର୍ଷ ଆସିବା ପୂର୍ବରୁ ରିଲାଏନ୍ସ ଜିଓ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ନୂଆ ବର୍ଷର ଉପହାର ଦେବାକୁ ପ୍ଲାନ କରିଛି । କମ୍ପାନୀ ଏବେ ଏହାର ଦୀର୍ଘକାଳୀନ ୨୯୯୯ ଟଙ୍କା ପ୍ଲାନ ସହିତ ଆପଣଙ୍କୁ ଏକ୍ସଟ୍ରା ବେନିଫିଟ ଅଫର ପ୍ରଦାନ କରିବ । ଯଦି ଆପଣ ମଧ୍ୟ ଏକ ରିଲାଏନ୍ସ ଜିଓ ୟୁଜର ଏବଂ ଲମ୍ବା…