Below header
Browsing Tag

kamakhyanagar

କାମାକ୍ଷାନଗର : ଜୀବନ୍ତ ବଜ୍ରକାପ୍ତା ସହ ଚୋରା ଚାଲାଣକାରୀ ଗିରଫ

କାମାକ୍ଷାନଗର : ଯେତେ ଗିରଫଦାରୀ ହେଲେ ବି ରାଜ୍ୟରେ କମୁ ନାହିଁ ବଜ୍ରକାପ୍ତା ଚୋରା ଚାଲାଣ । ଆଜି ଢେଙ୍କାନାଳ କପିଳାସ ରେଞ୍ଜ ଅଞ୍ଚଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିବା ବେଳେ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ। ଏହି ଦୁଇ ଅଭିଯୁକ୍ତ ହେଲେ ଘନଶ୍ୟାମ…

ଟ୍ରକ ପଛରେ ପିଟିହେଲା କାର୍, ଜଣେ ମୃତ ୨ ଗୁରୁତର

କାମାକ୍ଷାନଗର(କେନ୍ଯୁଜ୍): ଟ୍ରକ ପଛରେ ପିଟି ହେଲା କାର୍। ଘଟଣାସ୍ଥଳରେ ଜଣେ ମୃତ ୨ ଗୁରୁତର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଂଗା ଥାନା ମହୁଲି ଛକ ନିକଟରେ ଗତକାଲି ସଂଧ୍ଯାରେ ଦୁର୍ଘଟଣା ଘଟିଯାଇଛି। ରିପୋର୍ଟ ଅନୁଯାୟୀ ଭୁବନେଶ୍ବରରୁ OD02R 9659 ଏକ ମାରୁତି ସ୍ବିଫ୍ଟ୍…

କାମାକ୍ଷାନଗର: କେନାଲରେ ବୁଡି ଯୁବକ ମୃତ

କାମାକ୍ଷାନଗର(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ସ୍ଥିତ ରେଙ୍ଗାଳି ବାମ ପାର୍ଶ୍ବ କେନାଲରେ ବୁଡି ଯୁବକ ମୃତ୍ୟୁ। ମୃତକ ଜଣକ ହେଉଛନ୍ତି ବାଉଁଶପାଳ ପଂଚାୟତ ଅନ୍ତର୍ଗତ ଲେମ୍ବୁପାଳ ଗ୍ରାମର ବିନୟ ହେମ୍ବ୍ରମ। ସୂଚନା ମୁତାବକ ବିନୟ ଗତକାଲି ସଂଧ୍ଯାରେ ଶୌଚ ହେବାକୁ…