ମିଳିତ ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ, ପାକିସ୍ତାନର ବନ୍ଧୁ ଚୀନ୍ ଏହି ବୈଠକ ପାଇଁ ପକାଇଛି ଚାପ
କେନ୍ୟୁଜ୍(ବ୍ୟୁରୋ): ମିଳିତ ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ। ଜାତିସଂଘ ସୁରକ୍ଷା ପରିଷଦରେ ହେବ ରୁଦ୍ଧଦ୍ୱାର ବୈଠକ। କାଶ୍ମୀର ପ୍ରସଙ୍ଗରେ ଆଜି ନ୍ୟୁୟର୍କରେ ରାତିରେ ଏହି ବୈଠକ ବସିବା କାର୍ଯ୍ୟକ୍ରମ ରହିଛି। ପାକିସ୍ତାନର ବନ୍ଧୁ ଚୀନ୍ ଏହି ବୈଠକ ପାଇଁ ଚାପ ପକାଇଛି। ପୂର୍ବରୁ ମଧ୍ୟ…