ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ
ଭୁବନେଶ୍ୱର(କେନ୍ୟୁଜ୍) : ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ । ବେଙ୍ଗାଲୁରୁରେ ଆୟୋଜିତ ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ କିଟ୍ ପକ୍ଷରୁ ୧୦୦ ମିଟର ଦୌଡରେ ଭାଗ ନେଇଥିଲେ ଧାବିକା ଦୂତୀ ଚାନ୍ଦ । ସେ ୧୧.୬୮ ସେକେଣ୍ଡରେ ୧୦୦ ମିଟର…