ଖୋର୍ଦ୍ଧା: ଗୋଡିପଡା ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା, ୪ ଗୁରୁତର
ଖୋର୍ଦ୍ଧା(କେନ୍ୟୁଜ୍): ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ନିକଟବର୍ତ୍ତି ଗୋଡିପଡା ଓଭରବ୍ରିଜ ଉପରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଉଭୟ ଟ୍ରକରେ ଥିବା ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଟ୍ରକ କ୍ୟାବିନ ଭିତରେ ଚାପି ହୋଇ ଦୁଇଜଣ ରହି ଯାଇଥିଲେ। ସେମାନଙ୍କୁ ଉଦ୍ଧାର…