ଖୋର୍ଦ୍ଧା: ଗୋଡିପଡା ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା, ୪ ଗୁରୁତର

ଖୋର୍ଦ୍ଧା(କେନ୍ୟୁଜ୍): ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ନିକଟବର୍ତ୍ତି ଗୋଡିପଡା  ଓଭରବ୍ରିଜ ଉପରେ ଦୁଇଟି ଟ୍ରକ  ମୁହାଁମୁହିଁ ଧକ୍କା।  ଦୁର୍ଘଟଣାରେ  ଉଭୟ ଟ୍ରକରେ ଥିବା ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଟ୍ରକ କ୍ୟାବିନ ଭିତରେ ଚାପି ହୋଇ ଦୁଇଜଣ ରହି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜଙ୍କିଆ ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.