କିଟ୍ ଓ କିସ୍ ପକ୍ଷରୁ ୩୨ଜଣ ପୂର୍ବତନ ଖେଳାଳିଙ୍କୁ ନିଯୁକ୍ତି ପ୍ରଦାନ
ଭୁବନେଶ୍ୱର : ରାଜ୍ୟରେ କିଟ୍ ଓ କିସ୍ ପକ୍ଷରୁ ୩୨ଜଣ ପୂର୍ବତନ ଖେଳାଳିଙ୍କୁ ସୋମବାର ନିଯୁକ୍ତି ପ୍ରଦାନ କରାଯାଇଛି । କ୍ରୀଡ଼ାବିତ୍ଙ୍କ ସହ ଏକାଧିକ ଏନ୍ଆଇଏସ୍ ପ୍ରଶିକ୍ଷିତ ପ୍ରଶିକ୍ଷକଙ୍କୁ ଉଭୟ ଅନୁଷ୍ଠାନର କ୍ରୀଡ଼ା ବିଭାଗର ବିଭିନ୍ନ ପଦପଦବିରେ ଅବସ୍ଥାପିତ କରାଯାଇଛି । ଯାହା କିଟ୍ ଓ…