Browsing Tag

kiit university

କିଟ୍‌ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍‌ ପୁରସ୍କାର ୨୦୨୨ ପ୍ରଦାନ

ଭୁବନେଶ୍ୱର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍‌ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି । ଶୁକ୍ରବାର ବାଙ୍ଗାଲୋରରେ ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିଟ ଓ କିସ ପ୍ରତିଷ୍ଠାତା ଡ.…

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ସାମନ୍ତଙ୍କ ସହାୟତାରେ ସୁସ୍ଥ ହୋଇ ଫେରିଲେ ପିଙ୍କି, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏସସିବିରେ…

କଟକ(କେନ୍ୟୁଜ): ସୁସ୍ଥ ହୋଇ ଘରକୁ ଫେରିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗାଁର ପିଙ୍କି ମଲ୍ଲିକ। ପାଖାପାଖି ମାସକ ତଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ। କନ୍ଧମାଳ ସାଂସଦ ତଥା କିଟ୍‌ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ…

କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ପଞ୍ଚମ ଫାର୍ମିଙ୍ଗ-୨୦୨୨ ଉଦଘାଟିତ

ଭୁବନେଶ୍ବର(କେନ୍ଯୁଜ୍): କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ପଞ୍ଚମ ଫାର୍ମିଙ୍ଗ-୨୦୨୨ ଉଦଘାଟିତ । କାର୍ଯ୍ୟକ୍ରମର ଉଦଘାଟନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇସିଏଆର ଡିଜି ଡକ୍ଟର ତ୍ରିଲୋଚନ ମହାପାତ୍ର । କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଥିଲେ ଓୟୁଏଟିର କୁଳପତି ଡ଼କ୍ଟର ପି.କେ…

କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ଏଆଇସିଟିଇ ଲୀଳାବତୀ ସମ୍ମାନ ୨୦୨୧-୨୨

ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏଆଇସିଟିଇ ଲୀଳାବତୀ ସମ୍ମାନ ୨୦୨୧-୨୨ ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା…

କିଟ୍‍ ବିଶ୍ୱବିଦ୍ୟାଳୟ ନୋଡ଼ାଲ୍‍ ସେଣ୍ଟର ଭାବେ ମନୋନୀତ, ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ

ଭୁବନେଶ୍ୱର(୩୧।୧୦): ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା (ଡବ୍ଲୁୟୁଜି)-୨୦୨୨ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ନୋଡ଼ାଲ୍‍ ସେଣ୍ଟର ଭାବେ ମନୋନୀତ କରାଯାଇଛି । କିଟ୍‍ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ନୋଡ଼ାଲ୍‍ ସେଣ୍ଟର ପାଇଁ ମନୋନୀତ କରାଯାଇଛି । ଚଣ୍ଡୀଗଡ଼…

ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଥିବା ତିନି ଖେଳାଳିଙ୍କୁ KIIT ତରଫରୁ ଦିଆଗଲା ସମ୍ବର୍ଦ୍ଧନା

ଟୋକିଓ ଅଲିମ୍ପିକ୍‌ସରେ କିଟ୍‌ରୁ ଅଛନ୍ତି ୩ ଖେଳାଳି। ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ କିଟ୍‌ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି। ଟୋକିଓ ଟିକେଟ୍‌ ପାଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ, ଭବାନୀ ଦେବୀ ଓ ଶିବପାଲ…

କିଟ୍‌ ଆର୍କିଟେକଚର ସ୍କୁଲକୁ ଶ୍ରେଷ୍ଠତା ପ୍ରମାଣପତ୍ର, ଜାତୀୟସ୍ତରରେ ହାସଲ କଲା ୪ର୍ଥ ସ୍ଥାନ

ଭୁବନେଶ୍ବର: କିଟ୍‌ ଆର୍କିଟେକଚର ସ୍କୁଲକୁ ଶ୍ରେଷ୍ଠତା ପ୍ରମାଣପତ୍ର। କିଟ୍‌ ସ୍କୁଲ୍‌ ଅଫ୍‌ ଆର୍କିଟେକ୍ଚର ଆଣ୍ଡ ପ୍ଲାନିଂ ଜାତୀୟସ୍ତରର ଆର୍କିଟେକ୍ଚର ଅନୁଷ୍ଠାନଗୁଡ଼ିକ ମଧ୍ୟରେ ୪ର୍ଥ ରାଙ୍କରେ ରହିଛି। ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଆର୍କିଟେକ୍ଚର ସ୍କୁଲ୍‌କୁ ଏହି ରାଙ୍କ ମିଳିଛି।…

ଟାଇମସ୍‍ ହାୟର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ବିଶ୍ୱର ଟପ୍‌ ୨୦୧ ବିଶ୍ୱବିଦ୍ୟାଳୟରେ ୮୬ ସ୍ଥାନ ହାସଲ କଲା କିଟ୍‍

ଭୁବନେଶ୍ୱର (କେନ୍ୟୁଜ) : ଟାଇମସ୍‍ ହାୟର ଏଜୁକେସନ୍‍ ଇମ୍ପାକ୍ଟର ରାଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବୁଧବାର ଟାଇମସ୍‍ ହାୟର ଏଜୁକେସନ୍‍ ଇମ୍ପାକ୍ଟକ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି। ପ୍ରତିବର୍ଷ ଟାଇମସ୍‍ ହାୟର…

ପୁଣି ଜାତୀୟ ସ୍ତରରେ ସମ୍ମାନିତ ହେଲା କିଟ୍, ୧୩ତମ କ୍ୱାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ- ଡିଏଲ୍‌ ଶାହ କ୍ୱାଲିଟିରେ…

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ବିଶ୍ୱବିଦ୍ୟାଳୟକୁ ୧୩ତମ କ୍ୱାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ- ଡିଏଲ୍‌ ଶାହ କ୍ୱାଲିଟି ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀଠାରେ କ୍ୟୁସିଆଇ-ଡିଏଲ୍‌ ଶାହ ଟ୍ରଷ୍ଟ ପକ୍ଷରୁ ଗୁରୁବାର ଅନୁଷ୍ଠିତ ତୃତୀୟ ଭର୍ଚୁଆଲ୍‌ କନ୍‌କ୍ଲେଭ୍‌ରେ କିଟ୍‌…

କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ ମମତା ଭୁଏ ଜାତୀୟ ଯୋଗାସନ ଚାମ୍ପିଅନସିପରେ ଜିତିଲେ ସ୍ୱର୍ଣ୍ଣ ପଦକ

କେନ୍ୟୁଜ୍ (ବ୍ୟୁରୋ) : କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ ମମତା ଭୁଏଙ୍କୁ ସ୍ୱର୍ଣ୍ଣ ପଦକ । ଜାତୀୟ ଯୋଗାସନ ଚାମ୍ପିଅନସିପରେ ସେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅଣ୍ଡର-୩୦ ବାଳିକା ବିଭାଗରେ ମମତା ଭୁଏ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ସଫଳତା ପାଇଁ କିଟ ଓ କିସ୍‌ ପ୍ରତିଷ୍ଠାତା…

କୌନ ବନେଗା କରୋଡପତିରେ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଉପରେ ପ୍ରଶ୍ନ, ଅତି ସୁନ୍ଦରଭାବେ କିଟ୍‌ର ବର୍ଣ୍ଣନା କଲେ ବିଗ୍‌ ବି

ମୁମ୍ବାଇ: କୌନ ବନେଗା କରୋଡପତି- KBCରେ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଉପରେ ପ୍ରଶ୍ନ। ଆଉ ଏହି ଅବସରରେ ତାଙ୍କୁ ପରିଚୟ ଦେଇଥିବା କିଟ୍‌ ବିଶ୍ୱବିଦ୍ୟାଳୟକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ, କାର୍ଯ୍ୟକ୍ରମର ଉପସ୍ଥାପକ ବିଗ୍‌ ବି ଅମିତାଭ ବଚ୍ଚନ। ଯାହାକୁ ନେଇ ଟ୍ଵିଟ୍‌ ଜରିଆରେ ଆଭାର…