Browsing Tag

kim jong un

ନିଜ ମୃତ୍ୟୁର ନାଟକ ନିଜେ ହିଁ ରଚିଥିଲେ କିମ୍ ଜୋଙ୍ଗ, ମିଡିଆ କଲା ଖୁଲାସା

ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନଙ୍କ ବିଷୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ କିମ୍ ଜୋଙ୍ଗ ନିଜେ ହିଁ ନିଜ ମୃତ୍ୟୁର ନାଟକ ରଚିଥିଲେ। ଏହି ଗୁମର ସେ ନିଜେ ଖୋଲିଛନ୍ତି। ଅଷ୍ଟ୍ରେଲିଆର ଏକ ରିପୋର୍ଟ ମୁତାବକ ୩୬ ବର୍ଷୀୟ କିମ୍ ଜୋଙ୍ଗ ନିଜେ ହିଁ ନିଜ ମୃତ୍ୟୁ…

ଦୁନିଆର ବିନାଶ କରିବା ପାଇଁ 20 ଦିନ ହେଲା ଅଜ୍ଞାତବାସରେ ଥିଲେ କିମ ଜୋଙ୍ଗ ଉନ, ଜାଣନ୍ତୁ ତାଙ୍କ ଦ୍ୱାରା ଉଦଘାଟନ…

ବିଶ୍ୱର ସବୁଠାରୁ ନିଷ୍ଠୁର ଏକଛତ୍ରବାଦୀ ଶାସକ ଉତ୍ତର କୋରିଆର କିମ ଜୋଙ୍ଗ ବର୍ତ୍ତମାନ ପ୍ରାୟ 20 ଦିନ ନିଖୋଜ ହେବା ପରେ ସାମ୍ନାକୁ ଆସିଛନ୍ତି । କିମ ଜୋଙ୍ଗ ଉନ ଶୁକ୍ରବାର ଶ୍ରମ ଦିବସରେ ଏକ ସାର କାରଖାନାର ଉଦଘାଟନ କରିଥିଲେ । ଏହି କାରଖାନାଟି ଉତ୍ତର କୋରିଆର ଦକ୍ଷିଣ-ପୂର୍ବ ସହର…

କିମ ଜୋଙ୍ଗଙ୍କୁ ନେଇ ମିଳିଲା ସମସ୍ତ ପ୍ରଶ୍ନର ଉତ୍ତର, ୨୦ ଦିନ ପରେ ଭଉଣୀଙ୍କ ସହିତ ନଜର ଆସିଲେ ଉତ୍ତର କୋରିଆର…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଲୋକଙ୍କ ମଧ୍ୟରେ ନଜର ଆସିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କିମ ରାଜଧାନୀ ପ୍ୟୋଙ୍ଗୟାଙ୍ଗର ଏକ ସାର କମ୍ପାନୀ ଉଦଘାଟନ କରିଛନ୍ତି । ଏହି ସମୟରେ…

କିମ ଜୋଙ୍ଗ ଉନଙ୍କୁ ନେଇ ଦକ୍ଷିଣ କୋରିଆର ବଡ ବୟାନ, କହିଲା ପ୍ରକୃତ ସତ

କିଛି ଦିନ ହେବ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟକୁ ନେଇ କଳ୍ପନାଜଳ୍ପନା ଚାଲିଛି । ଅନେକ ରିପୋର୍ଟ ଏବଂ ବିଶେଷଜ୍ଞ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଜୋଙ୍ଗ ଉନ୍ ଆଉ ନାହାଁନ୍ତି । ଏଥି ସହିତ ଜାପାନର ଗଣମାଧ୍ୟମ କହିଛି ଯେ କିମ ହାର୍ଟ ସର୍ଜରୀ ପରେ କୋମାରେ ପ୍ରବେଶ କରିଛନ୍ତି ।…

ନର୍ଥ କୋରିଆର ସୁପ୍ରିମ ଲିଡର କିମ ଜୋଙ୍ଗ ଉନଙ୍କ ‘ବ୍ରେନ ଡେଡ଼’: ଜାପାନୀ ମିଡ଼ିଆ

ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ 'ବ୍ରେନ ଡେଡ଼' ବୋଲି ଦାବି କରାଯାଉଛି । ଅର୍ଥାତ୍ ସେ କୋମାରେ ପ୍ରବେଶ କରିଛନ୍ତି । ସୂଚନା ଅନୁଯାୟୀ ଗତ ସପ୍ତାହରେ ଆମେରିକୀୟ ଗୁପ୍ତଚର ସଂସ୍ଥା ଦାବି କରିଥିଲେ ଯେ କିମ ଜୋଙ୍ଗଙ୍କ ହାର୍ଟ ସର୍ଜରୀ ସଫଳ ହୋଇନାହିଁ ଏବଂ ତାଙ୍କ ଅବସ୍ଥା…

କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ବଢ଼ୁଛି ସସପେନ୍ସ, ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ପଠାଇଲା ଚୀନ

ଉତ୍ତର କୋରିଆର ସୁପ୍ରିମୋ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଆମେରିକାର ଗୁଇନ୍ଦା ରିପୋର୍ଟ ମୁତାବକ କିଛି ଦିନ ତଳେ କିମ୍ ଜୋଙ୍ଗ ଉନଙ୍କ ହାର୍ଟ ସର୍ଜରୀ ହୋଇଥିଲା। କିନ୍ତୁ ଏହା ସଫଳ ହୋଇନଥିଲା। ତାଙ୍କ ରୋଗକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ…

ପୂର୍ବଜଙ୍କୁ ହତ୍ୟା କରି ଶାସନଗାଦିରେ ବସିଥିଲେ କିମ୍ ଜୋଙ୍ଗ ଉନ! ଏହି ଉପାୟରେ ବନିଛନ୍ତି ମୁଖ୍ୟ

ଉତ୍ତର କୋରିଆର ସର୍ବେସର୍ବା କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି। ଏପ୍ରିଲ ପହିଲାରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା। ରିପୋର୍ଟ ମୁତାବକ ଆମେରିକାର ଗୁଇନ୍ଦା ବିଭାଗ କିମଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି। ତେବେ କିମ୍ ସତରେ ଅସୁସ୍ଥ ଅଛନ୍ତି କି ନାହିଁ…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ହାର୍ଟ ସର୍ଜରୀ ବିଫଳ, ବିପଦରେ ଜୀବନ

ଉତ୍ତର କୋରିଆର ସୁପ୍ରିମ ଲିଡର କିମ ଜୋଙ୍ଗ ଉନଙ୍କ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ଆମେରିକାର ଗୁପ୍ତଚର ଏଜେନ୍ସି ଅନୁଯାୟୀ କିମ ଜୋଙ୍ଗ କିଛିଦିନ ତଳେ ହାର୍ଟ ସର୍ଜରୀ କରିଥିଲେ କିନ୍ତୁ ତାହା ସଫଳ ହୋଇନଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ରହୁଥିବା ସହିତ ତାଙ୍କର ମୃତ୍ୟୁ…

ବିରୋଧ କରୁଥିବା ଲୋକଙ୍କ ଶବକୁ ଖତ ବନାଇ ପରିବା ଚାଷ କରୁଛନ୍ତି ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ

ଗୋଟିଏ ପଟେ ସାରା ଦୁନିଆ କରୋନା ଭାଇରସ୍ ସହ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ଉତ୍ତର କୋରିଆ ଲଗାତାର ମିଶାଇଲ ପରୀକ୍ଷଣ କରିବାରେ ବ୍ୟସ୍ତ ରହିଛି । ଏମିତି ତ ଉତ୍ତର କୋରିଆର ବାଦଶାହା ତଥା ଏକଛତ୍ରବାଦୀ କିମ୍ ଜୋଙ୍ଗ ଉନ୍‌ଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ରହିଛି କିନ୍ତୁ ବର୍ତ୍ତମାନ ତାଙ୍କ…

‘ଆମ ଦେଶରେ କରୋନା ପଶିଲେ ପରିଣାମ ଭୟଙ୍କର ହେବ’, ବିଶ୍ୱ ସମୁଦାୟକୁ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଧମକ

ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ କରୋନା ଭାଇରସ୍‌କୁ ନେଇ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତାଙ୍କ ଦେଶରେ କରୋନା ଭାଇରସ୍‌ ବ୍ୟାପିଲା ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। କିମ୍‌ ଜୋଙ୍ଗ୍‌ ଉନ୍‌ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଏକ ଜରୁରୀକାଳୀନ ବୈଠକ ମଧ୍ୟ ଡାକିଛନ୍ତି।…