Below header
Browsing Tag

kiss bhubaneswar

କିସ୍‍ ବିଶ୍ୱବିଦ୍ୟାଳୟକୁ ନାକ୍‍ ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ମିଳିବା ପରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଲଡୁ…

ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍‍) ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ମିଳିବା ପରେ ଆଜି କିସ୍‍ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ଖୁସିର ମାହୋଲ । ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀ ଓ…

କିସ୍‍ ବିଶ୍ୱବିଦ୍ୟାଳୟକୁ ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍‍) ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ପ୍ରଦାନ କରାଯାଇଛି । କିସ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇଛି । ଦେଶର କୌଣସି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ…

୭୦ ବର୍ଷୀୟ ଅସହାୟ ମହିଳାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍

ଜଗତସିଂହପୁର : ୭୦ ବର୍ଷୀୟ ଅସହାୟ ମହିଳାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‍ ଅନ୍ତର୍ଗତ ଭିତର ଅନ୍ଧାରୀ ବଉଳପଡ଼ାର ୭୦ବର୍ଷୀୟା ଅସହାୟା ମହିଳା ଛବି ବେୱାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ। ସ୍ୱାମୀଙ୍କୁ…

ବୌଦ୍ଧରେ ଉଦଘାଟିତ ହେଲା ‘କିସ୍’ର ଏକ ନୂତନ ଶାଖା

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ ‘କିସ୍’ର ଏକ ନୂତନ ଶାଖା ବୌଦ୍ଧରେ ଉଦଘାଟିତ ହୋଇଛି । କିଟ୍ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ବୌଦ୍ଧ ଜିଲ୍ଳା ଲୁଣିବାହାଲଠାରେ କିସ୍ ଶାଖା ପ୍ରତିଷ୍ଠା ହୋଇଛି । ଏହା ସହିତ ବୌଦ୍ଧ ଇଂରାଜୀ ମାଧ୍ୟମ…

କିସ ବିଶ୍ୱ ବିଦ୍ୟାଳୟରେ ବ୍ରିଜ ଇନଷ୍ଟିଚ୍ୟୁଟ ଓ IBMର ମିଳିତ ଆନୁକୂଲ୍ୟରେ କର୍ମଶାଳା

କିସ ବିଶ୍ୱ ବିଦ୍ୟାଳୟରେ ବ୍ରିଜ ଇନଷ୍ଟିଚ୍ୟୁଟ ଓ IBMର ମିଳିତ ଆନୁକୂଲ୍ୟରେ କର୍ମଶାଳା ଉଦଘାଟିତ ହୋଇଛି। ଜାନୁଆରି ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କର୍ମଶାଳା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମାଷ୍ଟର ଟ୍ରେନରମାନେ କର୍ମଶାଳାରେ ଯୋଗ ଦେଇଥିଲେ। କର୍ମଶାଳା ଶେଷ ହେବା ପରେ ନିଜ ନିଜ ଅଞ୍ଚଳକୁ ଯାଇ…

କସ୍ତୁରବା ଗାନ୍ଧୀ କନ୍ୟାଶ୍ରମର ଶିକ୍ଷାର୍ଥିମାନଙ୍କୁ କିସ୍ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

ସାଲେପୁର : ଗରିବ ଓ ଆର୍ଥିକ ଦୁର୍ବଳ ଆଦିବାସୀ ହରିଜନ କ୍ଷେତ୍ରରେ ଥିବା କୋମଳମତି ପିଲାମାନଙ୍କ  ଶିକ୍ଷାର ଉନ୍ନତିରେ କିଟ ଓ କିସର ସର୍ବଦା ପ୍ରୟାସ ଜାରି ରହିଛି ।  ଏହି ପରିପ୍ରେକ୍ଷୀରେ ଆଜି  ମଧୁବାବୁଙ୍କ ଜନ୍ମପୀଠ କଟକ ଜିଲ୍ଲା ସତ୍ୟଭାମାପୁର ଠାରେ ଥିବା କସ୍ତୁରବା ଗାନ୍ଧୀ କନ୍ୟାଶ୍ରମର…

କିସ୍ ରେ ଅଭିଭାବକ ସମ୍ମିଳନୀ, ଦେଢ଼ଲକ୍ଷ ଜନଜାତିଙ୍କ ସମାବେଶ

ଭୁବନେଶ୍ୱର : ଭୁବନେଶ୍ୱର କିସ୍ ବିଶ୍ୱବିଦ୍ୟାଳୟ ପରିସର ପାଲଟିଛି ଜନସମୁଦ୍ର । ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ ‘କିସ୍’ । ଚଳିତ ବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ନେଇ ରବିବାର ଆୟୋଜିତ ହୋଇଥିଲା ମହା ଅଭିଭାବକ…

ଆସନ୍ତାକାଲି କିସରେ ବିରାଟ ଅଭିଭାବକ ସମ୍ମିଳନୀ, ଦେଢ଼ ଲକ୍ଷ ଜନଜାତିଙ୍କ ହେବ ସମାଗମ

ଆସନ୍ତାକାଲି କିସରେ ବିରାଟ ଅଭିଭାବକ ସମ୍ମିଳନୀ। ଏଥିପାଇଁ କିସ୍ ପରିସର ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ସମଗ୍ର ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେବେ। ଏଥିପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ…

କିସ୍ ରେ ପହଁଚିଲେ ମୟୂରଭଞ୍ଜ ଜିଲ୍ଲାର ୪ ଅନାଥ ଭଉଣୀ

କିସ୍ ରେ ପହଁଚିଲେ ମୟୂରଭଞ୍ଜ ଜିଲ୍ଲାର ୪ ଅନାଥ ଭଉଣୀ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କଲମଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଦୁଗଧା ଗାଁର ଜୁନା ହେମ୍ବ୍ରମ ଓ ଛିତା ହେମ୍ବ୍ରମଙ୍କ ମୃତ୍ୟୁ ପରେ ଅନାଥ ହୋଇ ଯାଇଥିବା ୪ ଭଉଣୀଙ୍କୁ ଆଜି କିସକୁ ଅଣାଯାଇଛି। ସେମାନେ କିସରେ ରହି ନିୟମିତ ଶିକ୍ଷା ଗ୍ରହଣ…

କିସ୍ ପରିଦର୍ଶନ କଲେ ଋଷିକେଶ ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ

କିସ୍ ପରିଦର୍ଶନ କଲେ ଋଷିକେଶ ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ । ଆଜି ସକାଳେ କିସ୍ ପରିସରରେ କିସର ୩୦ ହଜାର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିବା ଅବସରରେ ଛାତ୍ରଛାତ୍ରୀଙ୍କୁ କିସ୍ ହେଉଛି ନୂଆ ଭାରତ ବୋଲି କହିଥିଲେ।…

କିସ୍ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟପାଳ ରଘୁବର ଦାସ

କିସ୍ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ। ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ। ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ । ଦୃଢ଼ ମନୋବଳ ଓ ଇଚ୍ଛଶକ୍ତି ଥିଲେ ସଫଳତା ମିଳିପାରିବ ।  ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ…

ଭୁବନେଶ୍ୱରରେ ଧର୍ମଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ବତୀ, କିସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ

ଭୁବନେଶ୍ୱର ପହଂଚିଛନ୍ତି ଧର୍ମଗୁରୁ ଋଷିକେଶ 'ପରମାର୍ଥ ନିକେତନ ଆଶ୍ରମ'ର ପ୍ରତିଷ୍ଠାତା ସଭାପତି ସ୍ୱାମୀ ଚିଦାନନ୍ଦ ସରସ୍ବତୀ । ବିମାନବନ୍ଦରରେ ପହଂଚିବା ପରେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସ୍ଵାଗତ କରାଯାଇଥିଲା । କିସ ବିଶ୍ଵବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ସେ ଯୋଗ…