Browsing Tag

KL Rahul

ଭାରତ- ଜିମ୍ବାୱେ ଦ୍ୱିତୀୟ ଦିନିକିଆ, ୫ ଓ୍ଵିକେଟରେ ମ୍ୟାଚ୍‌ ଜିତିବା ସହିତ ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଥିବା ଦ୍ୱିତୀୟ ଦିନିକିଆକୁ ୫ ଓ୍ଵିକେଟ ଜିତିନେଇଛି ଟିମ୍‌ ଇଣ୍ଡିଆ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା ଘରୋଇ ଦଳ ଜିମ୍ବାୱେ । ଯାହାର ଉତ୍ତରରେ ଟିମ୍‌ ଇଣ୍ଡିଆ ୨୫ ଓଭରରେ ମାତ୍ର ୫ ଓ୍ଵିକେଟ ହରାଇ…

ରାହୁଲଙ୍କ ନେତୃତ୍ୱରେ ଜିମ୍ବାୱେ ବିପକ୍ଷରେ ଆଜି ମ୍ୟାଚ ଖେଳିବାକୁ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଆଜିଠାରୁ ଆରମ୍ଭ ହେଉଛି ଜିମ୍ବାୱେ ଏବଂ ଭାରତ ମଧ୍ୟରେ ଦିନିକିଆ ସିରିଜ । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଜିମ୍ବାୱେରେ ପହଞ୍ଚି ଅଭ୍ୟାସ ଚଳାଇଛି । ନିକଟରେ ବାଂଲାଦେଶକୁ ହରାଇବା ପରେ ଜିମ୍ବାୱେ ଦଳର ମନୋବଳ ଦୃଢ ରହିଛି । ଭାରତ ବିପକ୍ଷରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ…

ରାହୁଲଙ୍କ ସ୍ଥାନ ନେଲେ ଲକ୍ଷ୍ମଣ, ଜିମ୍ୱାୱେ ବିପକ୍ଷ ମ୍ୟାଚରେ ସମ୍ଭାଳିବେ କୋଚ୍‌ ଦାୟିତ୍ୱ

ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଜିମ୍ୱାୱେ ବିପକ୍ଷରେ ତିନିଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏଥିପାଇଁ କେଏଲ୍‌ ରାହୁଲଙ୍କୁ ଅଧିନାୟକ ପଦ ଦିଆଯାଇଛି। ଏହି ସିରିଜରେ ଟିମ୍‌ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡଙ୍କୁ କିଛିଦିନ ପାଇଁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ କୋଚ୍‌ ଦାୟିତ୍ୱ…

କେ ଏଲ ରାହୁଲ ଫିଟ୍‌, ଜିମ୍ବାୱେ ଟୁରରେ ହେବେ ଅଧିନାୟକ

କେନ୍ୟୁଜ୍: କେ ଏଲ ରାହୁଲ ଫିଟ୍‌ । ଜିମ୍ବାୱେ ଟୁରରେ ହେବେ ଅଧିନାୟକ । ଫିଟନେସ ଟେଷ୍ଟରେ ରାହୁଲ ପାସ୍‌ କରିବା ପରେ ତାଙ୍କୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ଖେଳିବାକୁ ଚୟନ କମିଟି ନିଷ୍ପତ୍ତି ନେଇଛି । ଅଗଷ୍ଟ ୧୮ରୁ ଆରମ୍ଭ ହେବ ସିରିଜ୍‌ । ଶିଖର ଧାଓ୍ଵନ ଉପଅଧିନାୟକ ଭାବେ ଖେଳିବେ ।…

ଭାରତକୁ ଲାଗିଲା ବଡ଼ ଝଟ୍‌କା! କେଏଲ୍‌ ରାହୁଲ ହେଲେ କରୋନା ସଂକ୍ରମିତ, ଟି୨୦ ସିରିଜ୍‌ରେ ଖେଳିବା ମୁସ୍କିଲ

ଭାରତ ଓ େଓ୍ଵଷ୍ଟ୍‍ଇଣ୍ଡିଜ ମଧ୍ୟରେ ଶୁକ୍ରବାର ୨୨ ଜୁଲାଇରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେଉଛି। କିନ୍ତୁ ଏଥି ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ କରୋନାରେ ସଂକ୍ରମିତ ହୋଇଛନ୍ତି। େଓ୍ଵଷ୍ଟ୍‍ଇଣ୍ଡିଜ…

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଖେଳିବେନି କେଏଲ ରାହୁଲ, ରିଷଭ ପନ୍ତ ନେଲେ ଦାୟିତ୍ୱ

ଆସନ୍ତାକାଲିରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ। ସିରିଜ ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ସିରିଜ ପାଇଁ ଅଧିନାୟକ ଘୋଷଣା ହୋଇଥିବା କେଏଲ୍‌ ରାହୁଲ ସିରିଜରୁ ବାଦ୍‌ ପଡିଛନ୍ତି। ଆହତ ଜନିତ ସମସ୍ୟା ଯୋଗୁଁ ସିରିଜ ଖେଳିବେନି ରାହୁଲ। ତେବେ ରାହୁଲ ସିରିଜରୁ…

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ, କେଏଲ୍‌ ରାହୁଲ ହେଲେ ଅଧିନାୟକ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ ଖେଳାଯିବ। ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ବିସିସିଆଇ ଟିମ୍‌ ଘୋଷଣା କରିସାରିଛି। ଏଥିରେ ଟିମର ଅଧିନାୟକ ଦାୟିତ୍ୱ କେଏଲ ରାହୁଲଙ୍କୁ ଦିଆଯାଇଛି। T20 ସିରିଜରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ । ଟିମକୁ ଫେରିଛନ୍ତି…

କେଏଲ୍‌ ରାହୁଲଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଆଥିୟା ସେଟ୍ଟୀ, କହିଲେ-ଏବେ ଏସବୁ କଥା ଶୁଣି ହସ ଲାଗୁଛି

ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀ ପ୍ରାୟତଃ କ୍ରିକେଟର ବୟଫ୍ରେଣ୍ଡ୍‌ କେଏଲ୍‌ ରାହୁଲଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ଦିନ ହେଲାଣି ଉଭୟଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ ଉଭୟେ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ…

ଝିଅ ବାହାଘରକୁ ନେଇ ଇମୋସନାଲ୍‌ ସୁନିଲ୍‌ ସେଟ୍ଟୀ, ଆଥିୟା-କେଏଲ୍‌ ରାହୁଲଙ୍କର କରିବେ ଗ୍ରାଣ୍ଡ୍‌ ୱେଡିଂ…ଏମିତି…

ରଣବୀର ଓ ଆଲିଆଙ୍କ ବିବାହ ପରେ ଏବେ ସୁନିଲ୍‌ ସେଟ୍ଟୀଙ୍କ ଝିଅ ଆଥିୟା ଓ କ୍ରିକେଟର କେଏଲ୍‌ ରାହୁଲଙ୍କ ବିବାହ ଚର୍ଚ୍ଚାରେ ରହିଛି। ମିଡିଆ ରିପୋର୍ଟ ମୁତାବକ, କପଲ୍‌ ଆସନ୍ତା ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ। ଯଦିଓ ବାହାଘରକୁ ନେଇ ବର୍ତ୍ତମାନ ଖବର ନିଶ୍ଚିତ ହୋଇନାହିଁ। କିନ୍ତୁ…

ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରାହୁଲ, ହେଲେ ପନ୍ତ ମଧ୍ୟ ମ୍ୟାଚ୍‌ ହାତେଇବାକୁ ପ୍ରସ୍ତୁତ

ଆଜିର ଆଇପିଏଲ୍ର ୪୫ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ମୌ ସୁପରଜିଆଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ସୁପରଜିଆଣ୍ଟସ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମ୍ୟାଚ ଜିତି ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବ। ନିକଟରେ ଦିଲ୍ଲୀ…

ରଣବୀର-ଆଲିଆଙ୍କ ପରେ ହେବ ଆଥିୟା- ରାହୁଲଙ୍କ ବିବାହ, ସୁନୀଲ ସେଟ୍ଟୀ ଘରେ ଆରମ୍ଭ ହେଲାଣି ପ୍ରସ୍ତୁତି

ଟିଭି ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଏବେ ସବୁଠାରୁ ବିବାହ ଋତୁ ଚାଲିଛି। ପୂର୍ବରୁ ବିକ୍କି କ୍ୟାଟ୍ରିନାଙ୍କ ବିବାହ ସରିଥିବା ବେଳେ ଏବେ ରଣବୀର ଏବଂ ଆଲିଆଙ୍କ ବିବାହ ସରିଛି। ଏହା ପରେ ପୁଣି ବଲିଉଡରୁ ଆଉ ଏକ ଖୁସି ଖବର ଶୁଣିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ସୁନୀଲ…

ଚେନ୍ନାଇ ଏବଂ ହାଇଦ୍ରାବାଦକୁ ହରାଇ ମନୋବଳକୁ ବଢାଇସାରିଛି ଲକ୍ଷ୍ମୌ ସୁପରଜିଆଣ୍ଟସ, ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଦେବ…

ଚଳିତ ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜିଆଣ୍ଟସ ପରସ୍ପରକୁ ଟକ୍କର ଦେବେ। ଏହି ମ୍ୟାଚ୍କୁ ନେଇ ଉଭୟ ଦଳ ପ୍ରସ୍ତୁତ ରହିଛନ୍ତି। ସୁପରଜିଆଣ୍ଟସ ୩ଟି ମ୍ୟାଚ୍ ଖେଳି ୨ଟି ବିଜୟ ସହ ମୋଟ୍ ୪ ପଏଣ୍ଟ ହାସଲ କରିଛି । କ୍ୟାପିଟାଲ୍ସ ୨ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ସହ ୨…