Browsing Tag

KL Rahul

ଲର୍ଡସରେ ଶତକ ମାରି ଇତିହାସ ରଚିଲେ କେଏଲ୍‌ ରାହୁଲ୍

କେନ୍ଯୁଜ୍: ଲର୍ଡସରେ ଇତିହାସ ରଚିଲେ କେଏଲ୍‌ ରାହୁଲ । ଓପନର କେ ଏଲ ରାହୁଲ ଲର୍ଡସ ଟେଷ୍ଟରେ ଶତକ ମାରି ଇତିହାସ ରଚିଛନ୍ତି । ଦୁଇ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରୁ ଦୂରେଇ ରହିଥିବା ରାହୁଲ ଲର୍ଡସର ଐତିହାସିକ ମୈଦାନରେ ନିଜ କ୍ୟାରିୟରର ଷଷ୍ଠ ଶତକ ଲଗାଇଛନ୍ତି। ପ୍ରଥମ ଟେଷ୍ଟରେ ମୟଙ୍କ…

ଆଥିୟାଙ୍କ ପ୍ରେମରେ ଉବୁଟୁବୁ କେଏଲ ରାହୁଲ, ଏକାଠି ବିତାଉଛନ୍ତି ସମୟ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ କ୍ରିକେଟ ଦୁନିଆର ଅନେକ ଯୋଡି ଗଢି ଉଠିଛି । ସେମିତିକା ଯୋଡି ହେଲେ କେଏଲ ରାହୁଲ ଓ ଆଥିଆ ସେଟ୍ଟୀ । ଉଭୟ ଦୁହିଁଙ୍କୁ ଭଲ ବନ୍ଧୁ କହୁଥିଲେ ମଧ୍ୟ ଭାରରାଲ ହେଉଥିବା ଫଟେ କିଛି ଅଲଗା କହୁଛି । ଏହାରି ଭିତରେ ଆଥିଆ ଓ କେଏଲ୍ ରାହୁଲଙ୍କ ଏକ ଫଟୋ ଏବେ…

ଟି-୨୦ ରାଙ୍କିଙ୍ଗ: କୋହଲି ୫ରେ ସ୍ଥିର, ରାହୁଲ ୬କୁ ଉଠିଲେ

ଆଇସିସି ପକ୍ଷରୁ ବୁଧବାର ଟି-୨୦ ର୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଭାରତୀୟ ଅଧିନାୟକ ବିରାଟ କୋହଲି ୫ମ ସ୍ଥାନରେ ସ୍ଥିର ରହିଥିବା ବେଳେ କେ ଏଲ୍ ରାହୁଲ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଇଂଲଣ୍ଡର ଦାୱିଦ ମଲାନ ୮୮୮ ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଆରୋନ୍…

ଛକା ରୋକିବା ପାଇଁ ପବନରେ ଉଡିଲେ କେଏଲ ରାହୁଲ, ଆଶ୍ଚର୍ଯ୍ଯ ରହିଗଲେ ଦର୍ଶକ ଏବଂ କମେଣ୍ଟେଣ୍ଟର

ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ଟି ମ୍ଯାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ଯାଚକୁ ଜିତି ନେଇଛି ଇଂଲଣ୍ଡ। ୮ ୱିକେଟରେ ଭାରତକୁ ହରାଇ ପ୍ରଥମ ଟି-୨୦ ମ୍ଯାଚ ଜିତିଛି ଇଂଲଣ୍ଡ। କିନ୍ତୁ ଏହି ମ୍ଯାଚରେ ଭାରତୀୟ ଖେଳାଳି କେଏଲ ରାହୁଲଙ୍କ ଫିଲଡିଂକୁ ଫ୍ଯାନ୍ ବେଶ ପ୍ରଶଂସା କରୁଛନ୍ତି। ଇଂଲଣ୍ଡ…

ଟିମ୍ ଇଣ୍ଡିଆକୁ ଲାଗିଲା ଶକ୍ତ ଝଟକା, ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଲେ ରାହୁଲ

ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଆହତଜନିତ ସମସ୍ୟାରୁ ବାଦ୍ ପଡି ପାରୁନାହିଁ । ଏହି ତାଲିକାରେ କେଏଲ ରାହୁଲଙ୍କ ନାଁ ଯୋଡି ହୋଇଯାଇଛି । ଶନିବାର ଦଳର ଅଭ୍ୟାସ ବେଳେ ନେଟ୍ସରେ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ସେ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡିଛନ୍ତି…

ସୁନୀଲ ସେଟ୍ଟୀଙ୍କ ଝିଅ ସହ ଏହି ଭାରତୀୟ କ୍ରିକେଟରଙ୍କ ଫଟୋ ହେଲା ଭାଇରାଲ

ବିଗତ ଦିନର ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ଓ କ୍ରିକେଟ ତାରକା କେଏଲ ରାହୁଲଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ହେବ ବିଭିନ୍ନ ସାର୍ବଜନିକ ସ୍ଥାନ ମାନଙ୍କରେ ଦୁହେଁ ଏକାଠି ସମୟ କାଟୁ ଥିବାର ମଧ୍ୟ ନଜର ଆସୁଛନ୍ତି । ଏମିତିକି ଏଦୁହେଁ…

ମହଙ୍ଗା ପଡ଼ିଲା ଅଶ୍ଳୀଳ ମନ୍ତବ୍ୟ, ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ…

ମହଙ୍ଗା ପଡ଼ିଲା ଅଶ୍ଳୀଳ ମନ୍ତବ୍ୟ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ । ଦୁଇ କ୍ରିକେଟରଙ୍କୁ ନିଲମ୍ବିତ କରିଛି ବିସିସିଆଇ । ମହିଳା ବିରୋଧୀ ମନ୍ତବ୍ୟ ନେଇ ବିବାଦ ଘେରରେ ଥିଲେ ଏହି ଯୁବ କ୍ରିକେଟର । ଦୁଇ ଜଣଙ୍କୁ କାରଣ ଦର୍ଶାଅ…

ମହିଳା ବିରୋଧୀ ମନ୍ତବ୍ୟ ପଡ଼ିଲା ମହଙ୍ଗା,ଦୁଇଟି ଦିନିକିଆରୁ ସସ୍‌ପେଣ୍ଡ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ

ଅଶ୍ଳୀଳ କମେଣ୍ଟ ପଡ଼ିଲା ମହଙ୍ଗା । ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଦିନିକିଆରୁ ସସ୍‌ପେଣ୍ଡ ହେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ  । ଉଭୟଙ୍କୁ ବ୍ୟାନ୍‌ କରିବାକୁ ବିସିସିଆଇକୁ ସୁପାରିଶ କରିଥିଲେ କମିଟି ଅଫ୍‌ ଆଡ୍‌ମିନି ଷ୍ଟ୍ରେଟର ଚିଫ୍‌ ବିନୋଦ ରାୟ । ଏପରି ମନ୍ତବ୍ୟ କ୍ଷମା ଯୋଗ୍ୟ…