କଫି ଓ୍ଵିଥ୍ କରନ୍ରେ ମିସେସ୍ କିଙ୍ଗ ଖାନ୍, ଆର୍ଯ୍ୟନଙ୍କ ଜେଲ ଯିବା ମାମଲାରେ ଖୋଲିଲେ ମୁହଁ
ମୁମ୍ବାଇ: କରନ୍ ଜୋହରଙ୍କ ଚାଟ୍ ଶୋ’ କଫି ଓ୍ଵିଥ୍ କରନ୍ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି। ଖାସ୍ କରି ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପତ୍ନୀ ଗୌରୀଙ୍କୁ ଦେଖିବା ପାଇଁ ଏଥରକ ଅଧିକ ଉତ୍ସାହିତ ଅଛନ୍ତି ଫ୍ୟାନ୍। ଚଳିତ ସିଜନ୍ରେ ଗୌରୀ ଖାନ୍ କରନ୍ଙ୍କ ଶୋ’ରେ ଆସୁଛନ୍ତି।…