Browsing Tag

kotia election

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟିଆ ସୀମାନ୍ତବର୍ତ୍ତୀ ଗାଁରେ ପୋଲିସର ଫ୍ଳାଗ ମାର୍ଚ୍ଚ

କୋରାପୁଟ(କେନ୍ୟୁଜ୍):ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋରାପୁଟ ଜିଲ୍ଲା କୋଟିଆ ସୀମାନ୍ତବର୍ତ୍ତୀ ଗାଁରେ ପୋଲିସର ଫ୍ଳାଗ ମାର୍ଚ୍ଚ । ଫଗୁଣସେନେରୀ, ଫାଟୁସେନେରି , ନେରେଡିୱ୍ଵାଲସା ସମେତ ୨୮ଟି ରାଜସ୍ୱ ଗାଁରେ ଆଇଆରବି ଓ ଓଡ଼ିଶା ପୋଲିସ ପକ୍ଷରୁ ଫ୍ଳାଗ ମାର୍ଚ୍ଚ କରାଯାଇଛି । କୋଟିଆ ପଞ୍ଚାୟତର…

ଆଜି ସୁପ୍ରିମକେର୍ଟରେ ହେବ କୋଟିଆରେ ଆନ୍ଧ୍ରର ନିର୍ବାଚନ ମାମଲାର ଶୁଣାଣି

କେନ୍ଯୁଜ୍: ଆଜି ସୁପ୍ରିମକେର୍ଟରେ ହେବ କୋଟିଆରେ ଆନ୍ଧ୍ରର ନିର୍ବାଚନ ମାମଲାର ଶୁଣାଣି । ବିଚାରପତି ଏଏମ୍‌ ଖାନୱିଲକର ଓ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । କୋଟିଆ ଗ୍ରାମପୁଞ୍ଜ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ…

କୋଟିଆରେ ଓଡ଼ିଶା ନେତା ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ: ୧୪୪ ଧାରା ସତ୍ତ୍ୱେ ଭୋଟ୍‌ ଦେବାକୁ ଗଲେ ଲୋକେ

କୋରାପୁଟ: କୋଟିଆରେ ଆନ୍ଧ୍ରର ଦାଦାଗିରି । ସୀମାରେ ଉତ୍ତେଜନା । କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର । ୧୪୪ ଧାରା ସତ୍ତ୍ୱେ ଭୋଟ୍‌ ଦେବାକୁ ଗଲେ ଗାଁ ଲୋକେ । ପୋଲିସ ସେମାନଙ୍କୁ ଅଟକାଇଥିଲା । ଭୋଟ୍‌ ଦେବାକୁ ନଯିବା ପାଇଁ କହିଥିଲେ । ହେଲେ କୋଟିଆବାସୀ ପୋଲିସକୁ ନମାନି ଭୋଟ୍‌ ଦେବାକୁ…

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ଜିଲ୍ଲାପାଳଙ୍କଠାରୁ ସବିଶେଷ ରିପୋର୍ଟ ମାଗିଲେ ରାଜ୍ୟ ସରକାର

କୋରାପୁଟ: କୋରାପୁଟ କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କଠାରୁ ସବିଶେଷ ରିପୋର୍ଟ ମାଗିଲେ ରାଜ୍ୟ ସରକାର। ଆସନ୍ତାକାଲି କୋଟିଆ ସ୍ଥିତି ନେଇ ରାଜସ୍ୱ ବିଭାଗ, କୋରାପୁଟ ଜିଲ୍ଲା ପ୍ରଶାସନ ଓ ସୁପ୍ରିମକୋର୍ଟରେ ନିଯୁକ୍ତ AORଙ୍କ ମଧ୍ୟରେ ଆଲୋଚନା ହେବ। ୧୯ ରେ ଆବଶ୍ୟକ…

ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ପଞ୍ଚାୟତ ନିର୍ବାଚନ, ଭୋଟ୍‌ ନକରିବାକୁ ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ…

କୋରାପୁଟ: କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଜାରି । ସକାଳ ୬ଟା ୩୦ରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିପରି ୧୭ ତାରିଖରେ କୋଟିଆର ତିନିଟି ଗାଁରେ ମତଦାନ ହେବ । କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନକୁ…

ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି, ଓଡ଼ିଶାର ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କଲେ କୋର୍ଟ

ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି। ଓଡ଼ିଶାର ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କଲେ କୋର୍ଟ। ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଆସନ୍ତା ଶୁକ୍ରବାର ପରବର୍ତ୍ତୀ ଶୁଣାଣି ହେବ। କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ…

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ରାଜ୍ୟ ସରକାର, ଆଜି ପ୍ରସ୍ତୁତ…

ଭୁବନେଶ୍ବର: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ରାଜ୍ୟ ସରକାର । ଏଥିପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ ହେବ । ଏହା ପରେ ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ…