Browsing Tag

Lahore

ଲସ୍କର-ଇ-ତୋଏବାର କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼, ଗୁରୁତର ଆହତ

ପାକିସ୍ତାନର ଲାହୋରରେ ଲସ୍କର-ଇ-ତୋଇବାର ଫାଉଣ୍ଡର ସଦସ୍ୟ ଓ କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼ । ମିଳିଥିବା ସୂଚନା ଅନୁସାରେ, ହମଜା ଲାହୋରରେ ଥିବା ଏକ ନ୍ୟୁଜ ଚ୍ୟାନେଲ ଅଫିସରୁ ଏକ କାର୍ଯ୍ୟକ୍ରମ ସାରିବା ପରେ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଏହି…

ଅଠା ଫ୍ୟାକ୍ଟ୍ରିରେ ଫାଟିଲା ବଏଲର, ୧୫ ମୃତ

ଲାହୋର : ପୂର୍ବ ପାକିସ୍ତାନର ଏକ ଅଠା ଫ୍ୟାକ୍ଟ୍ରିରେ ବଏଲର ବିସେ୍ଫାରଣ ହୋଇଛି । ଏହି ଘଟଣାରେ ଅତିକମରେ ୧୫ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଫ୍ୟାକ୍ଟ୍ରି ମ୍ୟାନେଜରକୁ ଗିରଫ କରାଯାଇ ମାଲିକଙ୍କୁ ଖୋଜା ଚାଲିଛି । ବିସ୍ଫୋରଣ ହେବା ପରେ ମାଲିକ…

ଲାହୋର ନିକଟରେ ଲାଇନଚ୍ୟୁତ ହେଲା ଟ୍ରେନ୍, ୩୦ ଯାତ୍ରୀ ଆହତ

ପାକିସ୍ତାନର ଲାହୋର ନିକଟରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ ଅତି କମରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ପାକିସ୍ତାନ ରେଳବାଇ ଅଧିକାରୀମାନେ ଶନିବାର କହିଛନ୍ତି ଯେ ଲାହୋର ନିକଟରେ ଏକ ଟ୍ରେନ୍ ର ଅନେକ ବଗି ଲାଇନଚ୍ୟୁତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଲାହୋରରୁ ରାୱଲପିଣ୍ଡି…

ସକାଳୁ ସକାଳୁ ୩ଟି ବିସ୍ଫୋରଣରେ ଥରିଲା ଲାହୋର, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ପାକିସ୍ତାନ ଲାହୋରରେ ବଡ଼ ବିସ୍ଫୋରଣ । ଏୟାରପୋର୍ଟ ନିକଟରେ ବିସ୍ଫୋରଣ ହୋଇଛି। ସକାଳୁ ସକାଳୁ ୩ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ସ୍ଥାନୀୟ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା…

ଭୟଭୀତ ପାକିସ୍ତାନ, ଇସଲାମବାଦ ଏବଂ ଲାହୋରକୁ ନୋ ଫ୍ଲାଇଂ ଜୋନ୍ କଲା ଘୋଷଣା

ପହଲଗାମ ଆତଙ୍କୀ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଏବେ ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟଭୀତ ରହିଛନ୍ତି । ଭାରତ ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ଘୋଷଣା କରିପାରେ ବୋଲି ସମସ୍ତ ପାକିସ୍ତାନୀ ନେତା କହୁଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ ସରକାର ନିଜର ରକ୍ଷା ପାଇଁ ବଡ଼…

ଭଗବାନ ରାମଙ୍କ ପୁଅ ଲବଙ୍କ ସମାଧି ପୀଠରେ ପହଞ୍ଚିଲେ ରାଜୀବ ଶୁକ୍ଲା, ସୋସିଆଲ୍ ମିଡିଆରେ ସେୟାର କଲେ ନିଜ ଅନୁଭୂତି

ରାଜ୍ୟସଭା ସାଂସଦ ଏବଂ କଂଗ୍ରେସ  ନେତା ହେଉଛନ୍ତି ରାଜୀବ ଶୁକ୍ଳା । ଯିଏକି  ବିସିସିଆଇ ଉପାଧ୍ୟକ୍ଷ ହେବାପରେ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି  ।  ତାଙ୍କ ଗସ୍ତ ସମୟରେ ସେ ଲାହୋରରେ ଥିବା  ଭଗବାନ ରାମଙ୍କ ପୁତ୍ର ଲବଙ୍କ ସମାଧିସ୍ଥଳ ମଧ୍ୟ ପରିଦର୍ଶନ କରିଥିଲେ ।  ରାଜୀବ…

ଲାହୋର ଷ୍ଟାଡିୟମରେ ତ୍ରିରଙ୍ଗା ଉଡ଼ାଇଲେ ଯୁବକ, ପୋଲିସ କଲା ଗିରଫ

ଦୀର୍ଘ ୨୭ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପାକିସ୍ତାନ କରୁଛି । ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡି ଷ୍ଟାଡିୟମରେ ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ ଖେଳାଯାଉଛି । ହେଲେ ଲାହୋରରେ ଏକ ମ୍ୟାଚ୍ ବେଳେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଉଡ଼ାଇ ଗିରଫ ହୋଇଛି ।…

ପାକିସ୍ତାନ ଅବସ୍ଥା ସାଂଘାତିକ: ଲାହୋରରେ AQI ୧୯୦୦ ପାର୍, ୧୫ହଜାରରୁ ଅଧିକ ହସପିଟାଲରେ ଭର୍ତ୍ତି

ବାୟୁ ପ୍ରଦୂଷଣରେ କେବଳ ଦିଲ୍ଲୀ ନୁହେଁ ପାକିସ୍ତାନର ସ୍ଥିତି ମଧ୍ୟ ଖରାପ । ପାକିସ୍ତାନ ଲାହୋର ସହରରେ ପ୍ରଦୂଷଣ ସ୍ଥିତି ବେଶ୍ ଖରାପ ରହିଛି । ଲାହୋର ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ହୋଇଛି । ସହରର ଏୟାର କ୍ବାଲିଟି ଇଣ୍ଡେକ୍ସ ୧୯୦୦ ପାର୍ ହୋଇଛି । ଫଳରେ ପାକିସ୍ତାନରେ ୧୫ ହଜାରରୁ…

ଲାହୋରରେ ୧୦୦୦ ଛୁଇଁଲା AQI, ସ୍କୁଲ ବନ୍ଦ ପାଇଁ ଆଦେଶ, ଘରୁ କାମ କରିବେ କର୍ମଚାରୀ

ପାକିସ୍ତାନର ଲାହୋରରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଏଠାରେ ସମସ୍ତ ପ୍ରାଥମିକ ସ୍କୁଲକୁ ସପ୍ତାହ ପାଇଁ ବନ୍ଦ କରି ଦିଆଯାଇଛି । ଶନିବାର ଲାହୋରରେ ପ୍ରଦୂଷଣ ସ୍ତର ୧୦୦୦ ଅତିକ୍ରମ କରିଛି, ଯାହାକି ଅତି ବିପଜ୍ଜନକ ସ୍ତର । ପାକିସ୍ତାନର ପଞ୍ଜାବରେ ମଧ୍ୟ ରବିବାର…

ବ୍ରିଜ୍ ଟୁର୍ନାମେଣ୍ଟ: ୩୨ ଭାରତୀୟ ଖେଳାଳିଙ୍କୁ ତୁରନ୍ତ ପାକିସ୍ତାନ ଛାଡ଼ିବାକୁ ନିର୍ଦ୍ଦେଶ, ରାସ୍ତାରେ ବର୍ଷୁଛି ବୋମା!

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରଠାରୁ ସାରା ଦେଶରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ସବୁଠି ଅଶାନ୍ତିର ବାତାବରଣ। ଚାରିଆଡେ ବିରୋଧ ପ୍ରଦର୍ଶନ ହେବା ସହିତ ହିଂସା ମଧ୍ୟ ଘଟୁଛି। ଏହାରି ଭିତରେ ଲାହୋରରେ ବ୍ରିଜ ଟୁର୍ନାମେଣ୍ଟରେ ଭାଗ ନେବାକୁ ଯାଇଥିବା…

ବନ୍ୟା ଯୋଗୁ ପାକ୍‌ରେ ମିଳୁନି ପରିବା: ଟମାଟୋ କିଲୋ ୫୦୦, ପିଆଜ ହେଲା ୪୦୦

କରାଚି: ଏବେ ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ଯା ପରିସ୍ଥିତି ଦେଖାଦେଇଛି। ଫଳରେ ବେଲୁଚିସ୍ତାନ, ସିନ୍ଧ ଏବଂ ଦକ୍ଷିଣ ପଞ୍ଜାବରୁ ପନିପରିବା ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଣୁ ଆଗାମୀ ଦିନରେ ଖାଦ୍ୟ ସାମଗ୍ରୀର ମୂଲ୍ଯ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଗାମୀ ଦିନରେ…

ମାନିବାକୁ ପଡ଼ିବ, ଦୋକାନରୁ ଦହି କିଣିବେ ବୋଲି ଅଟକାଇ ଦେଲେ ଟ୍ରେନ ! ଡ୍ରାଇଭରଙ୍କୁ ଚାକିରିରୁ ନିଲମ୍ବିତ କଲେ…

ପାକିସ୍ତାନରୁ ପ୍ରତିଦିନ କିଛି ନା କିଛି ଅଜବ ମାମଲା ସାମ୍ନାକୁ ଆସୁଛି। ନିକଟରେ ଏମିତି ହିଁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକି ବେଶ୍‌ ଆଶ୍ଚର୍ଯ୍ୟଜନକ ରହିଛି। ଖବରରୁ ଜଣାପଡ଼ିଛି କି, ଏଠାରେ ଜଣେ ଟ୍ରେନ୍ ଡ୍ରାଇଭର ସାମାନ୍ୟ ଦହି କିଣିବା ପାଇଁ ପୂରା ଟ୍ରେନଟିକୁ ଅଟକାଇ ଦେଇଥିଲେ। ଏ…