ବ୍ରିଟେନ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ଦାୟର କରିବେ ଲଳିତ ମୋଦି, ଟ୍ଵିଟ୍ କରି ଭୀଷଣ ରାଗିଲେ
ରାହୁଲ ଗାନ୍ଧୀଙ୍କ ସମସ୍ୟା କମିବାର ନାମ ନେଉନାହିଁ। ଯେଉଁଭଳି ଭାବରେ ସେ ନିର୍ବାଚନ ରାଲିରେ ଭାଷଣ ଦେଇଥିଲେ, ସେଥିପାଇଁ କୋର୍ଟ ତାଙ୍କୁ ଦୁଇ ବର୍ଷର ଜେଲ୍ଦଣ୍ଡ ଶୁଣାଇଥିଲେ ଏବଂ ରାହୁଲଙ୍କର ଲୋକସଭା ସଦସ୍ୟତା ଚାଲିଯାଇଥିଲା। ବର୍ତ୍ତମାନ ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦି ମଧ୍ୟ ରାହୁଲ…