Browsing Tag

landslides

ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ, ବର୍ଷାରେ କିଛି ସ୍ଥାନରେ ପାଣି ଜମିବା ସହ ହୋଇପାରେ ଭୂସ୍ଖଳନ

ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଗଭୀର ଅବପାତ ପଶ୍ଚିମ ଓ ଉତ୍ତର- ପଶ୍ଚିମ ଦିଗ ଏବଂ  ଝାଡ଼ଖଣ୍ଡକୁ ଗତି କରିବ ।  ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ।  ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ୨୪ ଘଣ୍ଟାରେ ପ୍ରବଳରୁ…

ଜମ୍ମୁ କାଶ୍ମୀର ମାତା ବୈଷ୍ଣୋଦେବୀ ଭବନ ରାସ୍ତାରେ ଭୂସ୍ଖଳନ, ଦୁଇ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ

ଜମ୍ମୁ କାଶ୍ମୀର ମାତା ବୈଷ୍ଣୋଦେବୀ ଭବନ ରାସ୍ତାରେ ଭୂସ୍ଖଳନ। ଏଥିରେ ଦୁଇ ଜଣ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଝିଅର ଅବସ୍ଥା ଗୁରୁତର ଅଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ମାତା ବୈଷ୍ଣୋ ଦେବୀ ଭବନ ରାସ୍ତାରେ ଥିବା ପଞ୍ଚି ହେଲିପ୍ୟାଡ ନିକଟରେ ଏହି…

ଆନ୍ଧ୍ର ପ୍ରଦେଶରେ ବର୍ଷା ବିତ୍ପାତ, ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ

ଆନ୍ଧ୍ର ପ୍ରଦେଶରେ ବର୍ଷା ବିତ୍ପାତ । ଭୂସ୍ଖଳନାରେ ୭ ଜଣଙ୍କ ମୃତ୍ୟୁ । କାର୍ ଭାସି ଯିବାରୁ ୩ ଜଣ ପ୍ରାଣ ହରାଇଛନ୍ତି । ପୃଥକ ପୃଥକ ସ୍ଥାନରେ ଘଟିଛି ଅଘଟଣ । ଆନ୍ଧ୍ରପ୍ରଦେଶ ବିଜୟୱାଡ଼ା ସହରରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ପାହାଡାରୁ ବଡ଼ବଡ଼ ପଥର ଖଣ୍ଡ ଖସି ମୋଗଲରାଜପୁରମ କଲୋନୀକୁ…

ପଶ୍ଚିମଘାଟ ପର୍ବତମାଳାରେ ଭୂସ୍ଖଳନ ହେବା ପଛର ଏହା ହିଁ ବଡ କାରଣ

ଭୂସ୍ଖଳନକୁ ବତିଲାଣି ତିନି ଦିନ । ମାଟିତଳୁ ଜୀବନର ସନ୍ଧାନ ଚାଲିଛି। ଶୋଇଥିବା ଅବସ୍ଥାରେ କିଏ ଭାସିଗଲା ତ କିଏ ଧସିଥିବା ପାହାଡ଼ ତଳେ ଦବିଗଲା । ତ ଆଉ କିଏ ସବୁ ଦିନ ପାଇଁ ହଜିଗଲା । ଏବେ ବି ସରୁନି ଉଦ୍ଧାର କାର୍ଯ୍ୟ । ଉଦ୍ଧାରକାରୀ ଟିମଙ୍କ କହିବା ଅନୁଯାୟୀ ଦେଢ଼ ହଜାର ଲୋକଙ୍କୁ ଉଦ୍ଧାର…

ଲଗାଣ ବର୍ଷାରେ ବେହାଲ କୋରାପୁଟ: ଧସିଲା ମାଟି ଅତଡ଼ା, ଯାତାୟାତ ଠପ୍

ଜୟପୁର : ଲଗାଣ ବର୍ଷାରେ ବେହାଲ କୋରାପୁଟ। ପଟାଙ୍ଗିର ବାଲଡା ଅଞ୍ଚଳରେ ଭସ୍ଖଳନ । ଲଗାଣ ବର୍ଷା ଯୋଗୁ ନନ୍ଦପୁର ବ୍ଲକ୍ ର କାଲାଡ଼ି ଗାଁ ନିକଟରେ ଧସିଲା ମାଟି ଅତଡ଼ା । ଏଥିଯୋଗୁ ଖେମୁଣ୍ଡୁଗୁଡ଼ା ଓ ନନ୍ଦକାକୁ ଯାତାୟାତ ଠପ୍ । ଜୟପୁର ଲମତାପୁଟ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ପଡ଼ିଛି ଗଛ ।…

ଭୂସ୍ଖଳନ ଯୋଗୁ ସିକ୍କିମରେ ଫସି ରହିଛନ୍ତି ଓଡିଆ ପରିବାର

ସୁବର୍ଣ୍ଣପୁର(କେନ୍ୟୁଜ): ସିକ୍କିମ ବୁଲିବାକୁ ଯାଇ ସେଠାରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର । ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରୁ ଚାଇନା ସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ରାସ୍ତା ଓ ପୋଲ ଭାଙ୍ଗି ଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି ।…

ପପୁଆ ନ୍ୟୁ ଗିନିରେ ଭୟଙ୍କର ଭୂସ୍ଖଳନ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ପପୁଆ ନ୍ୟୁ ଗିନିରେ ଭୟଙ୍କର ଭୂସ୍ଖଳନ । ଏହି ଭୂସ୍ଖଳନରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଅଷ୍ଟ୍ରେଲୀୟ ବ୍ରଡ୍‌କାଷ୍ଟିଂ କର୍ପ (ଏବିସି)ର ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ମୁତାବକ, ଦକ୍ଷିଣ ପ୍ରଶାନ୍ତ ଦ୍ୱୀପ ଦେଶର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ…

ପ୍ରବଳ ବର୍ଷା କାରଣରୁ ଧସିଲା ମାଟି, ରେଳ ଚଳାଚଳ ବାଧାପ୍ରାପ୍ତ

ଜଳେଶ୍ୱର (କେନ୍ୟୁଜ): ଧସିଲା ମାଟି, ରେଳ ଚଳାଚଳ ବାଧାପ୍ରାପ୍ତ। ପ୍ରବଳ ବର୍ଷା କାରଣରୁ ଦକ୍ଷିଣ ପୂର୍ବ ରେଳପଥର ବାଲେଶ୍ଵର - ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ଡାଉନ ଲାଇନ୍ ଦବି ଯାଇଛି। ଫଳରେ ଏହି ଟ୍ରାକ ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁଯାୟୀ…

ଆଫ୍ରିକୀୟ ଦେଶ କଙ୍ଗୋରେ ବର୍ଷା ପରେ ଭୂସ୍ଖଳନ, ୧୭ ଜଣଙ୍କ ମୃତ୍ୟୁ; ରାଜ୍ୟରେ ୩ ଦିନିଆ ଶୋକ

ଆଫ୍ରିକୀୟ ଦେଶ କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରବିବାର ରାତିରେ ହୋଇଥିବା ଭୂସ୍ଖଳନରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ, ଭୂସ୍ଖଳନ ପରେ ମାଟି ଗଦା ଭିତରେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ…

ଲୋକେ ମାଂସ ଖାଉଛନ୍ତି ବୋଲି ହିମାଚଳରେ ଆସୁଛି ପ୍ରଳୟ, ଆଇଆଇଟି ନିର୍ଦ୍ଦେଶକଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ଲୋକେ ମାଂସ ଖାଉଛନ୍ତି ସେଥିପାଇଁ ହିମାଚଳରେ ବାରମ୍ବାର ଆସୁଛି ପ୍ରଳୟ । ଆଇଆଇଟି ମଣ୍ଡୀର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା। ପ୍ରକୃତରେ ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଭିଡିଓରେ ସେ କହିଛନ୍ତି ‘ହିମାଚଳରେ ପ୍ରଳୟ ମାଂସ…

ଜମ୍ମୁ-କାଶ୍ମୀର: କଠୁଆରେ ବନ୍ୟା ଓ ଭୂସ୍ଖଳନରେ ୮ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ଉପର ମୁଣ୍ଡରେ ବୁଧବାର ଭୀଷଣ ବନ୍ୟା ଏବଂ ଭୂସ୍ଖଳନରେ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଏବଂ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କଠୁଆ ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଅଞ୍ଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଅନେକ ଲୋକ…

ଉତ୍ତରକାଶୀ ଓ ପିଥୋରାଗଡ଼ରେ ଭୂସ୍ଖଳନ; ଫସିଲେ ୪୦୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଦେଖାଯାଉଛି। ପିଥୋରାଗଡ଼ରେ ଭୂସ୍ଖଳନ କାରଣରୁ ୪୦ ଯାତ୍ରୀ ଫସିଛନ୍ତି । ଜିଲ୍ଲା ପ୍ରଶାସନ ରାଜପଥରେ ଯାତାୟତ ବନ୍ଦ କରିଛି । ସେହିପରି ଉତ୍ତରକାଶୀରେ ମଧ୍ୟ ସମାନ ଅବସ୍ଥା । ଗଂଗୋତ୍ରୀ ଧାମରୁ ଫେରୁଥିବା ରାଜସ୍ଥାନର ୪୦୦ ତୀର୍ଥଯାତ୍ରୀ ମଧ୍ୟ ଭୂସ୍ଖଳନ…