Below header
Browsing Tag

latest entertainment news

ସୁଶାନ୍ତଙ୍କୁ ଝୁରି ଝୁରି ଆରପାରିକୁ ଚାଲିଗଲା ‘ଫଜ୍‌’; ଭଉଣୀ ପ୍ରିୟଙ୍କାଙ୍କ ଟ୍ଵିଟ୍‌ ପରେ ଆହୁରି ଦୁଃଖି ହେଲେ…

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଅଢ଼େଇ ବର୍ଷ ବିତି ଗଲାଣି। ଫ୍ୟାନ୍‌ମାନେ ଏ ପର୍ଯ୍ୟନ୍ତ ଏହି ଦୁଃଖରୁ ଉଭାରି ପାରି ନ ଥିବାବେଳେ ଏହାରି ଭିତରେ ଆଉ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ସୁଶାନ୍ତ ସିଂଙ୍କ ପୋଷା କୁକୁର ‘ଫଜ୍‌’ର ମୃତ୍ୟୁ ଘଟିଛି। ଅଭିନେତାଙ୍କ ଭଉଣୀ…

ଶେଷରେ ରାକ୍ଷୀ ସାଓ୍ଵନ୍ତଙ୍କୁ ବିବାହ କରିଥିବା ମାନିଲେ ଆଦିଲ; ଏକ ସୁନ୍ଦର ଫଟୋ ପୋଷ୍ଟ କରି ପତ୍ନୀଙ୍କୁ କହିଲେ…

ଡ୍ରାମା କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତଙ୍କ ଜୀବନରେ ପୁଣିଥରେ ଟ୍ଵିଷ୍ଟ୍‍ ଆସିଛି। କିନ୍ତୁ ଏଥର ଆସିଥିବା ଟ୍ଵିଷ୍ଟ୍‍ ତାଙ୍କୁ ଦୁଃଖ କିମ୍ବା ଯନ୍ତ୍ରଣା ଦେଇନି, ବରଂ ଖୁସିର ଲୁହ ଦେଇଛି। କାହିଁକି ନା, ଯାହାକୁ ସେ ଏତେ ଦିନରୁ ଚାହୁଁଥିଲେ, ଶେଷରେ ତାହା ହିଁ ହୋଇଛି। ଅନେକ ଦିନରୁ ରାକ୍ଷୀ ଓ…

ବିକିନୀ ପିନ୍ଧି ବେଡ୍‌ ଉପରେ ଶୋଇଲେ ଏହି ଅଭିନେତ୍ରୀ! ଅଧିକ ବୋଲ୍ଡ ଲୁକ୍‌ରେ ଦେଲେ ଏଭଳି ପୋଜ୍‌…ଲୋକେ କରୁଛନ୍ତି…

ଅଭିନେତ୍ରୀ ଶମା ସିକନ୍ଦର ପୁଣିଥରେ ନିଜର ବୋଲ୍ଡ ଲୁକ୍‌ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବିକିନୀ ଫଟୋ ସେୟାର କରିଛନ୍ତି, ଯେଉଁ କାରଣରୁ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଖରାପ ଭାବରେ ଟ୍ରୋଲ କରୁଛନ୍ତି। ‘ସେକ୍ସହୋଲିକ୍‌’ ଫେମ୍‌ ଶମା ସିକନ୍ଦର…

ଝିଅ ‘ରାହା’ ସହିତ ନଜର ଆସିଲେ ଆଲିଆ ଭଟ୍ଟ ଓ ରଣବୀର କପୁର; ବେବି ସହ ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିଲେ ଏହି ଷ୍ଟାର୍‌…

ଆଲିଆ ଭଟ୍ଟ ଓ ରଣବୀର କପୁର ଶୁକ୍ରବାର ମୁମ୍ବାଇରେ ପ୍ରଥମ ଥର ଝିଅ ‘ରାହା’ ସହିତ ନଜର ଆସିଛନ୍ତି। ଏହି ଷ୍ଟାର କପଲ୍‌ ଝିଅ ସହିତ ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିଲେ। ସେମାନଙ୍କ ସହିତ ଆଲିଆଙ୍କ ଭଉଣୀ ତଥା ଲେଖିକା ଶାହିନ୍ ଭଟ୍ଟ ମଧ୍ୟ ଥିଲେ। ଆଲିଆ ଭଟ୍ଟ ଓ ରଣବୀର କପୁର ଗତ ବର୍ଷ ନଭେମ୍ବରରେ…

ଅଜିତ କୁମାରଙ୍କ ଫିଲ୍ମ ‘ଥୁନିଭୁ’ ଦେଖିବାକୁ ଆସିଥିଲେ ଫ୍ୟାନ୍‌; ଅତ୍ୟଧିକ ଉତ୍ସାହରେ ଟ୍ରକ୍‌ରୁ କୁଦି ପଡ଼ିବାରୁ…

ସାଉଥ୍‌ ସୁପରଷ୍ଟାର ଅଜିତ କୁମାରଙ୍କ ଫିଲ୍ମ ଦେଖିବା ପରେ ଜଣେ ଫ୍ୟାନ୍‌ଙ୍କର ଅତ୍ୟଧିକ ଉତ୍ସାହରେ ମୃତ୍ୟୁ ଘଟିଛି। ରିପୋର୍ଟ ମୁତାବକ, ଚେନ୍ନାଇ ନିବାସୀ ଭରତ କୁମାର, ଅଜିତଙ୍କ ଫିଲ୍ମ ‘ଥୁନିଭୁ’ ଦେଖିବା ପାଇଁ ଥିଏଟରରେ ପହଞ୍ଚିଥିଲେ। ଫିଲ୍ମ ଦେଖିବା ପରେ ସେ ଏତେ ଉତ୍ସାହିତ ହୋଇ ପଡ଼ିଥିଲେ ଯେ…

ନିଜଠୁ ୬ ବର୍ଷ ସାନ ଆଦିଲ୍‌ଙ୍କୁ ବାହା ହେଲେ ଡ୍ରାମା କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତ; କୋର୍ଟ ବିବାହର ସାର୍ଟିଫିକେଟ୍‌…

ମନୋରଞ୍ଜନ ଜଗତର ଡ୍ରାମା କ୍ୱିନ୍‌ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତଙ୍କୁ ନେଇ ବର୍ତ୍ତମାନ ଅନେକ ଖବର ସାମ୍ନାକୁ ଆସୁଛି। ରାକ୍ଷୀ ଯେବେଠାରୁ ନିଜ ପ୍ରେମିକ ଆଦିଲଙ୍କ ବିଷୟରେ ଦୁନିଆକୁ କହିଛନ୍ତି, ସେବେଠାରୁ ସେ ପ୍ରାୟତଃ ଅନେକ ସମୟରେ ଆଦିଲଙ୍କ ସହିତ ହିଁ ନଜର ଆସୁଛନ୍ତି। ଏବେ ଏହି ଯୋଡି…

ଚିରା ଷ୍ଟକିଙ୍ଗ୍‌ସ ପିନ୍ଧି ଏୟାରପୋର୍ଟରେ ସ୍ପଟ୍‌ ହେଲେ ଉର୍ବଶୀ ରୌତେଲା, ଏମିତି କହି ଟ୍ରୋଲ୍‌ କଲେ ଲୋକେ…ଜାଣନ୍ତୁ…

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କ୍ରିକେଟର ରିଷଭ୍‌ ପନ୍ତଙ୍କ ସହ ତାଙ୍କ ନାମକୁ ପ୍ରାୟତଃ ଯୋଡ଼ା ଯାଇଥାଏ ଏବଂ ଏହି କାରଣରୁ ସେ ଲାଇମ୍‌ଲାଇଟରେ ରୁହନ୍ତି। ନିକଟରେ ରିଷଭ୍‌ ପନ୍ତ୍‌ଙ୍କ ଆକ୍ସିଡେଣ୍ଟ ପରେ ଅଭିନେତ୍ରୀ ଲଗାତାର ଭାବେ ନିଜର ସୋସିଆଲ…

୫୮ ବର୍ଷ ବୟସରେ ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତା; ରାଗିଗଲେ ତୃତୀୟ ପତ୍ନୀ, ଆଉ କହିଲେ, ‘ହେବାକୁ…

ସୁପରଷ୍ଟାର ମହେଶ ବାବୁଙ୍କ ସାବତ ଭାଇ ନରେଶ ବାବୁ ବର୍ତ୍ତମାନ ନିଜର ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ଚତୁର୍ଥ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି। ନୂଆ ବର୍ଷ ଆରମ୍ଭରେ ସେ ସାଉଥ୍‌ ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହ ତାଙ୍କର ବିବାହକୁ ନେଇ ଘୋଷଣା କରିଥିଲେ, ଯାହା ପରଠାରୁ…

ଅନୁଷ୍କା ଶର୍ମାଙ୍କ ଝିଅ ଭାମିକାଙ୍କ କ୍ୟୁଟ୍‌ ଭିଡିଓ ଭାଇରାଲ; ବିରାଟ କୋହଲିଙ୍କ ସହ ପହଞ୍ଚିଲେ…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦୁବାଇରେ ନୂଆ ବର୍ଷ ପାଳନ କରି ଭାରତ ଫେରିଛନ୍ତି। ଦେଶକୁ ଫେରିବା ପରେ ଅନୁଷ୍କା କ୍ରିକେଟର ସ୍ୱାମୀ ବିରାଟ କୋହଲି ଓ ଝିଅ ଭାମିକାଙ୍କ ସହ ବୃନ୍ଦାବନରେ ପହଞ୍ଚିଥିଲେ, ଯେଉଁଠି ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିରାଟ ଓ ଅନୁଷ୍କା…

ପୁଣି ଏକ ଛାଡ଼ପତ୍ର! ବିବାହର ୨୩ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ଏହି ଷ୍ଟାର ଦମ୍ପତି

ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ, ହେଲେ ଏହା ସେତେବେଳେ ସମ୍ଭବ ହୁଏ, ଯେତେବେଳେ ଦୁଇ ହୃଦୟ ମିଶିଥାଏ। ଯଦି ମନ ସହ ମନ ନ ମିଶେ, ତା’ ହେଲେ ସମ୍ପର୍କ ଭାଙ୍ଗିବା ସ୍ଥିତିରେ ପହଞ୍ଚିଯାଏ। ୨୦୨୨ରେ ଅନେକ ସେଲିବ୍ରିଟି ଦମ୍ପତି ଅଲଗା ହୋଇସାରିଛନ୍ତି, ଆଉ ଏବେ ୨୦୨୩ ଆରମ୍ଭରେ ଆଉଏକ…

‘ଅଲୀବାବା’ ଶୋ’ରେ ତୁନିଷା ଶର୍ମାଙ୍କ ଜାଗାରେ ହେବ ନାହିଁ କାହାର ଏଣ୍ଟ୍ରି! ନିର୍ମାତା ନେଲେ ଏହି ବଡ଼…

ଟିଭି ସିରିଏଲ୍‌ ‘ଅଲୀବାବା: ଦାସ୍ତାଁ-ଏ-କାବୁଲ’ର ଲିଡ୍‌ ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ପରେ ପୁଣିଥରେ ଶୋ’ର ପ୍ରସାରଣ ଆରମ୍ଭ ହୋଇଛି। ଏହି ସିରିଏଲରେ ତୁନିଷା ଶହଜାଦୀ ‘ମରିୟମ୍‌’ର ଚରିତ୍ର ନିଭାଉଥିଲେ ଏବଂ ଶିଜାନ ଖାନ ‘ଅଲୀ ବାବା’ର ଚରିତ୍ରରେ ନଜର ଆସୁଥିଲେ। ୨୪ ଡିସେମ୍ବରରେ…

ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟ୍‌କୁ ବହୁତ ଜଲ୍‌ଦି ଆସିବେ ନୂଆ ଭଡ଼ାଟିଆ; ମାସିକ ଭଡ଼ା ଜାଣିଲେ ବିଶ୍ୱାସ କରି ପାରିବେ…

ସୁଶାନ୍ତ ସିଂ ରାଜପୁତ ରହୁଥିବା ଫ୍ଲାଟ୍‌ରେ ରହିବେ ନୂଆ ଭଡ଼ାଟିଆ। ଦିବଂଗତ ଅଭିନେତାଙ୍କ ନିଧନକୁ ଅଢ଼େଇରୁ ଅଧିକ ବର୍ଷ ବିତିଗଲାଣି। ଏତେ ସମୟ ବିତିଯିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଏହାରି ଭିତରେ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି…