ଯନ୍ତ୍ରଣାରେ ଛଟପଟ ଗୋଟିଏ ପରିବାରାର ଦୁଇ ଜଣ ମୁରବି, ସହାୟତାକୁ ଅପେକ୍ଷା
ନରସିଂହପୁର: ଯନ୍ତ୍ରଣାରେ ଛଟପଟ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗୋଟିଏ ପରିବାରାର ଦୁଇ ଦୁଇ ଜଣ ମୁରବି ଏବେ ରୋଗ ଶଯ୍ୟାରେ । କଣ କରିବେ କିଛି ବୁଝିପାରୁନାହାନ୍ତି । ଦୁଇ ଶିଶୁ କନ୍ୟାଙ୍କ ଉପରେ ପରିବାରର ବୋଝ । ବଡ ଝିଅଟିକୁ ୭ ବର୍ଷ ଓ ସାନ ଝିଅଟିକୁ ୪ବର୍ଷ । ଏମାନଙ୍କ ଉପରେ ଏବେ…