Browsing Tag

libya

ଲିବ୍ୟା ସମୁଦ୍ରରେ ଯାତ୍ରା କରୁଥିଲେ ଶରଣାର୍ଥୀ, ମଝି ସମୁଦ୍ରରେ ଜାହାଜକୁ ଭସାଇନେଲା ଢେଉ

କେଡ଼େ ଖୁସିରେ ଜାହାଜରେ ଯାତ୍ରା କରୁଥିଲେ। ହଠାତ୍‌ ଘଟିଗଲା ଏତେବଡ଼ ଅଘଟଣ। କେହି ଜାଣିନଥିଲେ ସମୁଦ୍ରରେ ହଠାତ୍‌ ମାଡ଼ିଆସିଥିଲା ଢ଼େଉ ଭସାଇ ନେଲା ଜାହାଜଟିକୁ । ଆଉ ସେହି ଜାହାଜରେ ବସି ଯାତ୍ରା କରୁଥିଲେ ୮୬ ଶରଣାର୍ଥୀ। ଚାହୁଁ ଚାହୁଁ କ୍ଷଣକ ମଧ୍ୟରେ ହଠାତ୍‌ ଏତେସବୁ ଘଟିଯିବ ବୋଲି ତାହା କେହି…

ଲିବ୍ୟା ସମୁଦ୍ରରେ ବୁଡିଗଲା ଶରଣାର୍ଥୀଙ୍କ ଜାହାଜ: ୬୧ ମୃତ, ୨୫ ଉଦ୍ଧାର

ଲିବ୍ୟା ସମୁଦ୍ରରେ ବଡ ଦୁର୍ଘଟଣା । ମଝି ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କୁ ନେଇ ଆସୁଥିବା ଜାହାଜ । ଫଳରେ ଏହି ଦୁର୍ଘଟଣାରେ ୬୧ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଲିବ୍ୟାସ୍ଥିତ ଅଟକ କେନ୍ଦ୍ରକୁ ପଠାଯାଇଛି । ଉଦ୍ଧାର କରାଯାଇଥିବା…

ଲିବ୍ୟାରେ ତାଣ୍ଡବ ରଚିଲା ଡାନିଏଲ, ୨୦ ହଜାର ଛୁଇଁବ ମୃତ୍ୟୁ ସଂଖ୍ୟା

ସମୁଦ୍ରରେ ଭାସୁଛି କୁଢ଼ କୁଢ଼ ଶବ । ଡାନିଏଲ ବାତ୍ୟା ରଚିଛି ମୃତ୍ୟୁର ତାଣ୍ଡବ । ଚାରିଆଡ଼େ ହାହାକାର । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସମଗ୍ର ସହର । ଲିବ୍ୟାରେ ଡାନିଏଲ ନାମକ ଶକ୍ତିଶାଳୀ ବାତ୍ୟା ଭୟଙ୍କର ବିନାଶ ଘଟାଇଛି । ହଜାର ହଜାର ଲୋକ ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଛାରଖାର…

ଲିବିୟାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ: ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଲିବିୟାରେ ସାମୁଦ୍ରିକ ଝଡ଼ ‘ଡାନିଏଲ’ର ତାଣ୍ଡବ । ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ। ଲିବିୟାର ପୂର୍ବ ତଟରେ ଅବସ୍ଥିତ ଡର୍ନା ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧ହଜାରରୁ ଅଧିକ ଲୋକ ନିଖୋଜ ହୋଇଥିବା ପୂର୍ବାଞ୍ଚଳ ଲିବ୍ୟାର…

ଲିବିୟା: ୪୦୦ ଲୋକଙ୍କ ଜୀବନ ଉପରେ ସଙ୍କଟ, ମଝି ସମୁଦ୍ରରେ ଅଟକି ରହିଛି କ୍ୟାପଟେନ ବିହୀନ ଜାହାଜ

ଆଫ୍ରିକୀୟ ଦେଶରୁ ୟୁରୋପକୁ ସମୁଦ୍ର ପଥ ଦେଇ ଯାଉଥିବା ଡଙ୍ଗା ଓ ଜାହାଜ ବୁଡ଼ିଯିବା ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଖବର ରହିଛି କି, ବର୍ତ୍ତମାନ ୪୦୦ ଲୋକଙ୍କୁ ନେଇ ଯାଉଥିବା ଏକ ଜାହାଜର ଇନ୍ଧନ ସରିଯିବାରୁ ତାହା ମଝି ସମୁଦ୍ରରେ ଅଟକି ରହିଛି। ଜାହାଜର କ୍ୟାପଟେନଙ୍କର କୌଣସି ଖୋଜ୍‌…

ବିଦ୍ୟୁତ ଅଭାବରୁ ଲିବିଆର ସଂସଦ ଭବନରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

ପାକିସ୍ତାନ ପରେ ବର୍ତ୍ତମାନ ଲିବ୍ୟାରେ ଦେଖା ଦେଇଛି ସଙ୍କଟ। ଏମିତିକି ଦେଶର ରାଜନୈତିକ ଅସ୍ଥିରତା ଏବଂ ପ୍ରବଳ ରାଗି ଯାଇ ବିଦ୍ୟୁତ୍ ସଙ୍କଟ ଯୋଗୁଁ କ୍ରୋଧିତ ହୋଇ ପଶ୍ଚିମ ରାଜଧାନୀ ତ୍ରିପୋଲିରେ ଲୋକମାନେ ଗତ ଆଠ ବର୍ଷ ମଧ୍ୟରେ ସବୁଠାରୁ ବଡ ପ୍ରଦର୍ଶନ କରିଥିଲେ। କିନ୍ତୁ ଏହା ପରେ ସେମାନେ…

୩୦ କବରସ୍ଥାନରୁ ମିଳିଛି ୧୩୯ ଅଜ୍ଞାତ ଶବ, ଖୋଳତାଡ କରୁଛନ୍ତି ଲିବିୟା ସରକାର

ଲିବିୟାରେ କବର ମଧ୍ୟରୁ ଅନେକ ଅଜ୍ଞାତ ଶବ ବାହାରିବାରେ ଲାଗିଛି। ରବିବାର ଦିନ ଉତ୍ତର ପଶ୍ଚିମ ସହର ତରୁନାରେ ଏକ ସର୍ଚ୍ଚ ଅପରେସନ ହୋଇଥିଲା, ଯେଉଁଥିରେ ସାମୂହିକ କବର ମଧ୍ୟରୁ ୧୦ ଜଣ ଅଜ୍ଞାତ ଲୋକଙ୍କ ଶବ ମିଳିଛି। ତ୍ରିପୋଲୀ ଏବଂ ଏହାର ଆଖପାଖରେ ଥିବା ସଂଯୁକ୍ତ ରାଷ୍ଟ୍ର ସମର୍ଥିତ ପୂର୍ବ…