ଗରମ ପାଣି ବାମ୍ଫ ନେବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ହୋଇପାରନ୍ତି କରୋନା ସଂକ୍ରମିତ
କରୋନା ଭାଇରସରୁ ରକ୍ଷା ପାଇଁ ଅନେକ ଘରୋଇ ଉପାୟ ଆପଣାଉଛନ୍ତି। ଉଷୁମ ପାଣିଠୁ ଆରମ୍ଭ କରି କାଢ଼ା ପର୍ଯ୍ୟନ୍ତ ଭଳିକି ଭଳି ଘରୋଇ ଉପାୟକୁ ଗ୍ରହଣ କରାଯାଉଛି। ଲୋକମାନେ ଇମ୍ୟୁନିଟି ବୁଷ୍ଟର ପାଇଁ ଏହାକୁ ସେବନ କରୁଛନ୍ତି। ଏହାସହ ଭିଟାମିନ ସି ଥିବା ଫଳ ଖାଇବାକୁ ପାଇଁ ମଧ୍ୟ ଡାକ୍ତରଙ୍କ ପକ୍ଷରୁ…