Browsing Tag

lifestyle

ପଣସ ଖାଇବା ପରେ କେଉଁ ଜିନିଷ ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍‌ ନୁହେଁ, ଜାଣନ୍ତୁ ଏହାକୁ ଖାଇବା ଦ୍ୱାରା କଣ କ୍ଷତି…

ଆପଣମାନେ ତ ଅନେକ ପ୍ରକାରର ପନିପରିବା ଖାଇଥିବେ । ହେଲେ କଞ୍ଚା ପଣସ ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଓ ପୁଷ୍ଟିକର ହୋଇଥାଏ । ତେବେ ଆପଣମାନେ ଜାଣିଛନ୍ତି କି କିଛି ସ୍ଥାନରେ ଲୋକମାନେ ପାଚିଲା ପଣସ ସହ କଞ୍ଚା ପଣସ ମଧ୍ୟ ଖାଇବା ପାଇଁ ଭଲ ପାଇଥାନ୍ତି । କାରଣ ପଣସରେ ପୋଟାସିୟମ୍‌, ଆଇରନ୍‌,…

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ତିନୋଟି ଜିନିଷ, ନଚେତ ହୋଇପାରେ ଗମ୍ଭୀର ରୋଗ

ଲୋକମାନେ ଅଜାଣତରେ ସକାଳୁ ଉଠି ଖାଲି ପେଟରେ କିଛି ଏପରି ଜିନିଷ ଖାଇନିଅନ୍ତି, ଯାହା ତାଙ୍କର ପୂରା ଦିନଟିକୁ ଖରାପ କରିଦେଇଥାଏ । ଯେତେବେଳେ ଆମେ ନିଦରୁ ଉଠିଥାଉ, ସେହି ସମୟରେ ଆମ ପେଟ ପୂରା ଖାଲି ଥାଏ । ଯଦି ଏହି ପରିସ୍ଥିତିରେ ଆମେ କିଛି ଖରାପ ଖାଦ୍ୟ ଖାଉଛନ୍ତି । ତାହେଲେ ଆମ ପେଟରେ…

ସମ୍ପର୍କକୁ ସୁଦୃଢ କରିବା ପାଇଁ ଚାହୁଁଛନ୍ତି କି ? ତାହେଲେ ନିଜ ପାର୍ଟନରଙ୍କ କଥା ମଧ୍ୟ ଶୁଣିନିଅନ୍ତୁ

ଗୋଟିଏ ଭଲ ସମ୍ପର୍କ ଗଢିବା ପାଇଁ ବହୁତ ଜରୁରୀ ହୋଇଥାଏ ଦୁଇ ଜଣ ପରସ୍ପରର କଥା ଶୁଣିବା ସହ, ବୁଝିବା ଏବଂ ସେହି କଥାକୁ ଗ୍ରହଣ କରିବା ଉଚିତ । କପଲ୍ସଙ୍କ ମଧ୍ୟରେ ବହୁତ ଥର ଏପରି ହୋଇଥାଏ ଯେ ଜଣେ ପାର୍ଟନର୍‌ ନିଜ କଥା କହିଥାଏ ଏବଂ ସେ ଚାହିଁଥାଏ ତା ନିଜ ପାର୍ଟନର୍‌ ସେହି କଥାକୁ ଶୁଣୁ ଓ…

ପାଠ ପଢ଼ିବା ସହ ଖେଳକୁଦ ବି ହୋଇଥାଏ ପିଲାଙ୍କ ପାଇଁ ଜରୁରୀ, ସ୍ୱାସ୍ଥ୍ୟରେ ହୋଇଥାଏ ଉନ୍ନତି

ବର୍ତ୍ତମାନର ଡିଜିଟାଲ ଯୁଗରେ ଲାଇଫ ବହୁତ ଫାଷ୍ଟ ହୋଇଯାଇଛି , ଆମ ଲାଇଫଷ୍ଟାଇଲରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି । ଘଣ୍ଟା ଘଣ୍ଟା ମୋବାଇଲ ଓ ଲାପଟପ ଭଳି ଡିଭାଇସର ସ୍କ୍ରିନ ଦେଖିବା କେବଳ ଆଖି ଉପରେ ଖରାପ ପ୍ରଭାବ ପକାଉଛି ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ…

ଅତ୍ୟଧିକ ଗ୍ରୀନ୍‌ ଟି ସେବନ କଲେ ଖରାପ ହୋଇପାରେ ଲିଭର

ଗ୍ରୀନ୍ ଟି ଆମ ଶରୀର ପାଇଁ ଖୁବ୍ ଲାଭଦାୟୀ ହୋଇଥାଏ । ଏହା ଶରୀରକୁ ଡିଟକ୍ସ କରିବା ସହିତ ଓଜନ ମଧ୍ୟ ହ୍ରାସ କରିଥାଏ । ଗ୍ରୀନ୍ ଟିରେ ଅନେକ ସ୍ୱାସ୍ଥ୍ୟ ଉପକାରିତା ଗୁଣ ରହିଛି, ଯେଉଁ କାରଣରୁ ଏହା ଅତି ଲୋକପ୍ରିୟ ହୋଇପାରିଛି । ଏହା ସ୍କିନ୍ ପାଇଁ ମଧ୍ୟ ବହୁତ ଲାଭଦାୟୀ । କିନ୍ତୁ କ’ଣ ଆପଣ…

୩୦ ପରେ ମହିଳାମାନଙ୍କୁ କାହିଁକି କୋଲେଜନ ନେବା ଉଚିତ: ଜାଣନ୍ତୁ କାରଣ

ଶରୀରକୁ ସୁସ୍ଥ ରଖିବା ପାଇଁ କୋଲେଜନ ବହୁତ ଜରୁରୀ ହୋଇଥାଏ । ଏହାର ଅଭାବରେ ଶରୀରର ହାଡ ଦୁର୍ବଳ ହୋଇଯାଏ । କୋଲେଜନ ଅଭାବ ଚର୍ମ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିଥାଏ । ଏହା ଶରୀରର ଟେଣ୍ଡସ, ଫ୍ୟାଟ, ଗଣ୍ଠି ଏବଂ ଲିଗାମେଣ୍ଟରେ ମିଳିଥାଏ । ଏହା ଆମ ଚର୍ମ, ନଖ, ଏବଂ କେଶକୁ ସଶକ୍ତ ରଖିବାରେ…

ବିଳମ୍ବିତ ରାତିରେ ଶୋଉଥିବା ଲୋକଙ୍କୁ ଡାଇବେଟିଜ୍‌ ହେବାର ଆଶଙ୍କା ଅଧିକ, ରିସର୍ଚ୍ଚରେ ହେଲା ଖୁଲାସା

ବ୍ୟସ୍ତବହୁଳ ଲାଇଫଷ୍ଟାଇଲ ଏବଂ କାମ ଯୋଗୁଁ ଅଧିକାଂଶ ଲୋକମାନେ ନିଜ ନିଦ କମ୍ପଲିଟ୍‌ କରି ପାରୁ ନାହାନ୍ତି । ଯାହାର ସିଧା ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ଦେଖିବାକୁ ମିଳେ । ବର୍ତ୍ତମାନର ମଡର୍ଣ୍ଣ ଲାଇଫ ଷ୍ଟାଇଲ ନାଁରେ ଲୋକମାନେ ବିଳମ୍ବିତ ରାତିରେ ଶୋଇବାର ଅଭ୍ୟାସକୁ ଆପଣାଉଛନ୍ତି ।…

କିଚେନ୍‌ ହ୍ୟାକ୍: ଗ୍ରେଭିରେ ଅଧିକ ତେଲ ପଡିଯାଇଛି କି? ଆପଣାନ୍ତୁ ଏହି ଉପାୟ

ବେଳେବେଳେ ଶୀଘ୍ର ରାନ୍ଧିବା ସମୟରେ ଖାଦ୍ୟରେ ଅଧିକ ତେଲ ପଡିଯାଇଯାଏ । କିଛି ଲୋକ ଏହା ଜାଣିଶୁଣି କରନ୍ତି, କାରଣ ସେମାନେ ଭାବନ୍ତି ଯେ ଅଧିକ ତେଲ ପକାଇଲେ ଗ୍ରେଭି ବା ମସଲା ଅଧିକ ସ୍ଵାଦିଷ୍ଟ ହୋଇଥାଏ। କିନ୍ତୁ ତାହା ସତ ନୁହେଁ । ଅତ୍ୟଧିକ ତେଲ ଖାଇବା ଦ୍ୱାରା ମୋଟାପଣ ଏବଂ ହାଇକୋଲେଷ୍ଟ୍ରଲ…

ବିନା କାରଣରେ ଆଖିରୁ ପାଣି ବାହାରୁଛି କି? ଏହାକୁ ରୋକିବା ପାଇଁ ଆପଣାନ୍ତୁ ଘରୋଇ ଉପାୟ

ଆଖି ବହୁତ ସୂକ୍ଷ୍ମ ହୋଇଥାଏ । ସେଥିପାଇଁ ଆଖି ପ୍ରତି ବିଶେଷ ଯତ୍ନ ନେବାକୁ ପଡିଥାଏ । ବେଳେବେଳେ ଆଖିରେ କିଛି ପଡ଼ିଗଲେ ପାଣି ବାହାରିବା ଆରମ୍ଭ କରେ । ଜଳିବା କିମ୍ବା ଯନ୍ତ୍ରଣା ହେବାର ସମ୍ଭାବନା ମଧ୍ୟ ହୁଏ । କିନ୍ତୁ କିଛି ଲୋକଙ୍କ ଆଖିରୁ ବିନା କାରଣରେ ପାଣି ବାହାରିଥାଏ । ତେବେ ଆସନ୍ତୁ…

ଜାଣନ୍ତୁ ଗର୍ଭାବସ୍ଥା ସମୟରେ ହେୟାର କଲର କରିବା କେତେ ସୁରକ୍ଷିତ ?

ଗର୍ଭାବସ୍ଥା ସମୟରେ ମହିଳାମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖାଯାଏ । ସେଥିପାଇଁ ଡାକ୍ତର ଗର୍ଭବତୀ ମହିଳାଙ୍କ ଖାଦ୍ୟଠାରୁ ଆରମ୍ଭ କରି ପ୍ରତିଦିନର ସମସ୍ତ କାର୍ଯ୍ୟକୁ ନେଇ ପରାମର୍ଶ ଦିଅନ୍ତି । ଏଥିପାଇଁ ଗର୍ଭବତୀ ମହିଳାମାନଙ୍କୁ କେମିକାଲ ଥିବା ସାମଗ୍ରୀ ଠାରୁ ଦୂରେଇ ରହିବା…

ତ୍ୱଚାର ଲଙ୍ଗ ଲାଷ୍ଟିଙ୍ଗ ନେଚୁରାଲ ଗ୍ଲୋ ପାଇଁ ଆପଣାନ୍ତୁ ଏହି ୫ ଟିପ୍ସ

ସୁନ୍ଦର ତ୍ୱଚା ପାଇବା ପାଇଁ ଉଭୟ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଆମେ ଯାହା ଖାଇଥାଉ, ଏହାର ପ୍ରଭାବ ଆମ ତ୍ୱଚା ଉପରେ ଦେଖାଯାଏ । ମାର୍କେଟରେ ଏପରି ଅନେକ ବ୍ୟୁଟି ପ୍ରଡକ୍ଟ ଅଛି, ଯାହା ତ୍ୱଚାକୁ ଗ୍ଲୋ କରିବା ପାଇଁ ଦାବି କରନ୍ତି । କିନ୍ତୁ ଏହା ଦ୍ୱାରା ସାଇଡ…

ବାରମ୍ବାର ଭୋକ ଲାଗୁଥିଲେ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ ଶରୀରରେ କେଉଁ ସମସ୍ୟା ହେଲେ ଏପରି ହୁଏ

ଖାଦ୍ୟ ଖାଇବା କେବଳ ଶରୀରକୁ ଠିକ ରଖେ ତାହା ନୁହେଁ ବରଂ ଏହା ଦ୍ୱାରା ମୁଡ ବି ଠିକ ରହିଥାଏ । ସାଧାରଣତଃ ଲୋକମାନେ ବ୍ରେକଫାଷ୍ଟ, ଲଞ୍ଚ, ସନ୍ଧ୍ୟାରେ କିଛି ସ୍ନାକ୍ସ ଏବଂ ଡିନର କରିଥାନ୍ତି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଏତେ ଭୋକିଲା ଅନୁଭବ କରନ୍ତି ଯେ ସେମାନେ ଦିନରେ ଅନେକ…