Browsing Tag

lingaraj temple

ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର‌ରେ ଲାଗିବ ନୂଆ କବାଟ, ଉତ୍ତରଦ୍ବାର ପଟେ ଯିବେ ଭକ୍ତ

ଭୁବନେଶ୍ବର(କେନ୍ୟୁଜ୍) : ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର‌ରେ ଲାଗିବ ନୂଆ କବାଟ, ଉତ୍ତରଦ୍ବାର ପଟେ ଯିବେ ଭକ୍ତ। ପଞ୍ଚୁକ ପରେ ପରେ ଆରମ୍ଭ ହେବ କାମ। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ହେଉଥିବା ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଦୀର୍ଘ ଦିନ ହେଲା ସିଂହଦ୍ବାରର ଏହି…

କଣ ପ୍ରଭୁ ଲିଙ୍ଗରାଜଙ୍କର ବାହାଘର ହୋଇ ପାରିବନି ? ହେଲା ନାହିଁ ବିବାଦର ସମାଧାନ

ଭୁବନେଶ୍ୱର (କେନ୍ୟୁଜ୍‌) : ସରିଲା ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ବୈଠକ । ହେଲେ ସମାଧାନ ହୋଇ ପାରିଲାନି । କାରଣ ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ, ସହଯୋଗ କରିବେନି ବୋଲି ସଫା କହିଦେଲେ । ଅଧାରେ ଝୁଲିକି ରହିଲା ନିଷ୍ପତ୍ତି । ତେଣୁ ଦେବ ବିବାହ ହେବକି ନାହିଁ ଆଶଙ୍କା ଭିତରେ…

ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା, ଗତକାଲି ହେଲାନି…

ଭୁବନେଶ୍ବର(କେନ୍ୟୁଜ୍‌): ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଗତକାଲି ହୋଇପାରିଲାନି ମଙ୍ଗନ। ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ ମଙ୍ଗନ କାର୍ଯ୍ୟ ବନ୍ଦ ରହିଥିଲା। ମଙ୍ଗନ ହୋଇନଥିବାରୁ ଶିବ ବିବାହ ହେବା ନେଇ ଆଶଙ୍କା ଦେଖାଦେଇଛି। ମନ୍ଦିର ଟ୍ରଷ୍ଟ ଓ…

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ଆଜି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଅପରାହ୍ନ ୩ଟା ୩୦ରୁ ରଥଟଣା ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍): ଆଜି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ ରଥଟଣା । ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଆଜି ଭୋର ୫ଟାରେ ମଙ୍ଗଳ ଆଳତୀ, ଅବକାଶ ନୀତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଛି । ଅପରାହ୍ନ ୧୨ଟା ୩୦ରୁ…

ଆସନ୍ତାକାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଜାଣନ୍ତୁ ନୀତି ନିର୍ଘଣ୍ଟ ସମୟ

ଭୁବନେଶ୍ବର(କେନ୍ୟୁଜ୍):  ଆସନ୍ତାକାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆଜି ଅନୁଷ୍ଠିତ ହେବ ନେତ ଉତ୍ସବ। ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ନୀତି ପରେ ରାତିରେ ଶୁଭ ମୁହୂର୍ତ୍ତରେ ରଥ ପ୍ରତିଷ୍ଠୀ…

ହଟିଲା ଆଡ଼କାଠ କଟକଣା: ଏବେ ଭକ୍ତମାନେ ସିଧା ଗର୍ଭଗୃହରେ ପ୍ରଭୁ ଲିଙ୍ଗରାଜଙ୍କୁ କରିବେ ଦର୍ଶନ

ଭୁବନେଶ୍ବର(କେନ୍ୟୁଜ୍): ଏଣିକି ହଟିଲା ଆଡ଼କାଠ କଟକଣା। ଏବେ ଗର୍ଭଗୃହରେ କରିହେବ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ । କରୋନା କଟକଣା ଲାଗି ଭକ୍ତମାନଙ୍କ ପାଇଁ ଗର୍ଭଗୃହ ପ୍ରବେଶ ବାରଣ ଥିଲା ଓ ଭକ୍ତମାନେ ଆଡ଼କାଠ ପାଖରୁ ଠାକୁରଙ୍କୁ ଦର୍ଶନ କରୁଥିଲେ। କିନ୍ତୁ ଏଣିକି ଭକ୍ତମାନେ ସିଧାସଳଖ ଗର୍ଭଗୃହରେ…

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଅଟକିଲା; ଅଧ୍ୟାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାର ଉଠାଇଲେ ଆପତ୍ତି

ଭୁବନେଶ୍ବର (କେନ୍ୟୁଜ): ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପ୍ରସଙ୍ଗ । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କେନ୍ଦ୍ର ରୋକିଲା । ଅଧ୍ୟାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାର ଆପତ୍ତି ଉଠାଇଲେ । ରାଜ୍ୟ ସରକାର କେନ୍ଦ୍ର ଆପତ୍ତିକୁ ଅନୁଧ୍ୟାନ କରୁଛନ୍ତି । ତର୍ଜମା ପରେ କେନ୍ଦ୍ରକୁ ଉତ୍ତର ରଖିବ ରାଜ୍ୟ ।…

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଚୋରି; ଦାନ ଥାଳିରୁ ୮ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ , ସିସିଟିଭିରେ ଚୋରଙ୍କ…

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜିକାଲି ଚୋରି ଯେମିତି ଏକ ସାଧାରଣ କଥା ହେଇଗଲାଣି । ପ୍ରତିଦିନ ଚୋରି ହେବାର ଖବର ସାମ୍ନାକୁ ଆସେ କିନ୍ତୁ ଚୋରମାନଙ୍କ ପାଦୁର୍ଭାବ ଏବେ ଏଭଳି ହେଲାଣି ଯେ ଭଗବାନଙ୍କୁ ମଧ୍ୟ ଛାଡୁନାହାନ୍ତି ଏହି ଭଳି ଅସାମାଜିକ ଯୁବକ । ନା କୌଣସି ଡର ଅଛି ନାଁ କୌଣସି ଭୟ । ଏମିତି…

ମହାଶିବରାତ୍ରୀ ପାଇଁ  ବିଏମସିର ଗାଇଡ଼ଲାଇନକୁ ବିରୋଧ କଲା ବ୍ରାହ୍ମଣ ନିଯୋଗ ସମିତି ଓ ପୂଜାପଣ୍ଡା ନିଯୋଗ ସମିତି

ଭୁବନେଶ୍ବର(କେନ୍ୟୁଜ୍):   ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ଜାରି ବିଏମସିର ମାର୍ଗଦର୍ଶିକାକୁ ବିରୋଧ କଲା ବ୍ରାହ୍ମଣ ନିଯୋଗ ସମିତି ଓ ପୂଜାପଣ୍ଡା ନିଯୋଗ ସମିତି । ଜିଲ୍ଲାପାଳଙ୍କ ସହ ସମନ୍ଵୟ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ବଦଳାଇ ବିଏମସି ମାର୍ଗଦର୍ଶିକା ଜାରି କରିଛି ବୋଲି…

ଜାଗର ଯାତ୍ରା ପାଇଁ ପୂର୍ବାହ୍ନ ୧୧ଟାରେ ASIଙ୍କ କାର୍ଯ୍ୟାଳୟରେ ବସିବ ସମନ୍ଵୟ ବୈଠକ, ଅଧିକାରୀ ଓ ସେବାୟତ ନିଯୋଗଙ୍କ ସହ…

ଭୁବନେଶ୍ୱର (କେନ୍ୟୁଜ): ଜାଗର ଯାତ୍ରା ପାଇଁ ଆଜି ବସିବ ସମନ୍ଵୟ ବୈଠକ । ପୂର୍ବାହ୍ନ ୧୧ ଟାରେ ASIଙ୍କ କାର୍ଯ୍ୟାଳୟରେ ଜାଗର ଯାତ୍ରା ସମ୍ପର୍କିତ ସମନ୍ଵୟ ବୈଠକ ଡାକିଛନ୍ତି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ସାହୁ । ଅଧିକାରୀ ଓ ସେବାୟତ ନିଯୋଗଙ୍କ ସହ ହେବ ଆଲୋଚନା ।…

ଚର୍ଚ୍ଚାରେ ଭୀମସେନଙ୍କ ହାତ ତିଆରି ଲିଙ୍ଗରାଜ ମନ୍ଦିର, ଆପଣ ବି ଦେଖିଲେ ହୋଇଯିବେ ତାଜୁବ୍

ନୟାଗଡ: ନିର୍ଜୀବ କାଠ ଗୁଡିକୁ ଯିଏ ଜୀବନ୍ତ ରୂପ ଦେଇଥାନ୍ତି ସେ ହିଁ ଶିଳ୍ପୀ । ଏମିତି ଏକ ନିଆରା କାଠ ଶିଳ୍ପୀ ହେଉଛନ୍ତି ନୟାଗଡ ଜିଲ୍ଲା ଭପୁର ବ୍ଲକ ଫତେଗଡ ଗ୍ରାମର ଭୀମସେନ ଖୁଣ୍ଟିଆ । ପିଲାବେଳୁ ସ୍‌ପ୍ନ ଦେଖିଥିଲେ କିଛି ଅଲଗା କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ, ଆଉ ସେହି…

ଆଜିଠୁ ଖୋଲିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର, କେବଳ ଡବଲ ଡୋଜ୍‌ ଟିକା ନେଇଥିବା ଭକ୍ତଙ୍କୁ ପ୍ରବେଶ ଅନୁମତି

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ମିଳିଲା ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ। ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଖୋଲିଛି ମନ୍ଦିର। ଭକ୍ତମାନେ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ। କେବଳ ଆଡକଟା ପାଖରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ ସାନିଟାଇଜ୍‌ ଓ…