Browsing Tag

liquor

ରାଜ୍ୟର କେଉଁ ସ୍ଥାନରେ ଖୋଲିବ ମଦ ଦୋକାନ? ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅବକାରୀ ବିଭାଗର ରହିବ ନାହିଁ କୌଣସି ଭୂମିକା

ଭୁବନେଶ୍ବର: ରାଜ୍ୟର କେଉଁ ସ୍ଥାନରେ ଖୋଲିବ ମଦ ଦୋକାନ ? ତାହାର ନିଷ୍ପତ୍ତି ଜିଲ୍ଲା ନେବ। ଜିଲ୍ଲା ପ୍ରଶାସନ ବନ୍ଦ କରୁଛି, ସେମାନେ ହିଁ ଖୋଲିବେ । ମୟୂରଭଞ୍ଜ ଜିଲ୍ଲାପାଳ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଓ ବରଗଡ଼ ଜିଲ୍ଲାପାଳ ବି ମଦ ବିକ୍ରିକୁ ବନ୍ଦ…

ଆମ୍ବୁଲାନ୍ସ ଭିତରେ ମଦ ବୋତଲ ସାଙ୍ଗକୁ ଚାଖଣା, ଭିଡିଓ ଭାଇରାଲ ପରେ ଜୋର ଧରିଛି ଚର୍ଚ୍ଚା

ଖୋର୍ଦ୍ଧା: ୧୦୮ ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ମାଗଣା ଚିକିତ୍ସା ସେବାର ଏକ ମାଧ୍ୟମ । ରୋଗୀଙ୍କୁ ଘରୁ ସରକାରୀ ଡାକ୍ତରଖାନାକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି ଏହି ଆମ୍ବୁଲାନ୍ସ ସେବା । ହେଲେ  ଆମ୍ବୁଲାନ୍ସ ଭିତରେ ଦେଖିବାକୁ ମିଳିଛି ମଦ ବୋତଲ ସହିତ ଚାଖଣା । ତାହାପୁଣି ଡ୍ରାଇଭର…

କଳାହାଣ୍ଡି ଜୟପାଟଣା ପୋଲିସ ଦ୍ଵାରା ବିପୁଳ ପରିମାଣର ମଦ ଜବତ, ୪ ଅଭିଯୁକ୍ତ ଗିରଫ

ଧର୍ମଗଡ : ବିପୁଳ ପରିମାଣର ମଦ ଜବତ। ଲକଡାଉନ୍ ଯୋଗୁଁ ଦେଶୀ ଭାଟି ଓ ବିଦେଶୀ ମଦ ଦୋକାନ ବନ୍ଦ୍ ଥିବାବେଳେ ଏହାର ସୁଯୋଗ ନେଇ ଚଢ଼ା ଦରରେ ବିକ୍ରି ଚାଲିଥିଲା ମଦ । ଯାହାର ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଦ୍ଵାରା ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଛି ।…

ମାହାଙ୍ଗା ଥାନା ଅଞ୍ଚଳରେ ଚାଲିଛି ଅବାଧ ଚୋରା ମଦ ବିକ୍ରି

ମାହାଙ୍ଗା(କେନ୍ୟୁଜ୍): କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଚାଲିଛି ଅବାଧ ଚୋରା ମଦ ବିକ୍ରି । ଏହି ମଦ ପିଇ ପୁଣି ଜଣେ ବ୍ୟକ୍ତି ଗୁରୁତର ହୋଇ ମାହାଙ୍ଗା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଚୋରା ମଦ ବିକ୍ରିକୁ ବିରୋଧ କରି ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି ଶତାଧିକ ମହିଳା । ମଦ ବିକ୍ରି…

ସମ୍ବଲପୁର : ବିଷାକ୍ତ ମଦ ପିଇ ୨ ମୃତ

ସମ୍ବଲପୁର : ବିଷାକ୍ତ ବିଦେଶୀ ମଦ ପିଇ ୨ ମୃତ। ସମ୍ବଲପୁର ନାକଟି ଦେଉଳ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ। ୨ ମୃତକଙ୍କ ମଧ୍ୟରେ ଗାଁର ଜଣେ ଗ୍ରାମରକ୍ଷୀ ରହିଛନ୍ତି । ଅନ୍ୟଜଣେ ଗୁରୁତର ଫକୀର ଖୁରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସକାଳେ ଫକୀର କବାଟ ଖୋଲିବା ପରେ ଘର ଆଗରେ ଏକ ପ୍ୟାକେଟ…

ଏଣିକି ମଦ କିଣିବା ପାଇଁ ଯିବାକୁ ପଡିବନି ମାର୍କେଟ, ଆରମ୍ଭ ହେବ ହୋମ୍ ଡେଲିଭରି

ମହାରାଷ୍ଟ୍ର : ଏଣିକି ମଦ କିଣିବା ପାଇଁ ଯିବାକୁ ପଡିବନି ମାର୍କେଟ୍ । ଆପଣଙ୍କ ଘରେ ପହଂଚିଯିବ ଯିବ ମଦ । ଜାତୀୟ ଓ ଅନ୍ତର୍ଜାତୀୟ ଇ-କମର୍ସ ୱେବ୍‌ସାଇଟ୍‌ ଜରିଆରେ ହୋମ୍‌ ଡେଲିଭରି କରାଯିବ ମଦ । ଏଭଳି ନୂଆ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି ମହାରାଷ୍ଟ୍ର ସରକାର । ତେବେ ମଦ ହୋମ୍‌ ଡେଲିଭରି…

ଚୌଦ୍ୱାରରେ ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ, ମଦ ବିରୋଧରେ ତାତିଲେ ମହିଳା

କଟକ : ପୁଣି ମଦ ବିରୋଧରେ ତାଲିଲେ ମହିଳା । ଚୌଦ୍ୱାର ସୁଇପର କଲୋନୀରେ ଥିବା ଏକ ମଦ ଦୋକାନରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି । ଗତକାଲି ଦଳିତ ସାହିର ପ୍ରକାଶ ନାୟକଙ୍କ ମୃତ୍ୟୁ ହୋଇଥିଲା । ଏକ ନାଳରୁ ତାଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ବିଷାକ୍ତ ମଦ ପିଇ ତାଙ୍କର ମୃତ୍ୟୁ ହୋଇଥିବା…