Browsing Tag

lord jagannatha

ଅଧାରେ ରହିଗଲା ଜଗା ଦର୍ଶନ, ଚାଲିଗଲା ଭଉଣୀ ଆଇସିୟୁରେ ଭାଇ

ବଡ଼ଦାଣ୍ଡରେ ଅଟକିଛି ଭାଇ ଭଉଣୀଙ୍କ ରଥ । ଜଗା ବଳିଆ ସୁଭଦ୍ରାଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯାଉଥିଲେ ଏହି ଭାଇ ଭଉଣୀ । ସକାଳୁ ସକାଳୁ ଘରୁ ବାହାରିଥିଲେ ମହାପ୍ରଭୁଙ୍କୁ ଦର୍ଶନ କରିବେ ତାଙ୍କ ଆଶୀର୍ବାଦ ନେବେ । ଏଇ ଆଶା ନେଇ ଭାଇ ଭଉଣୀ ଘରୁ ବୋଉ ବାପାଙ୍କୁ କହି ବାହାରିଥିଲେ । ହେଲେ…

ନିହାଣ ମୁନରେ ଚତୁର୍ଦ୍ଧା ମୂର୍ତ୍ତି, ରଙ୍ଗତୂଳୀରେ ଜୀବନ୍ତ ସ୍ପର୍ଶ ଦେଇ ସାଉଣ୍ଟୁଛନ୍ତି ପ୍ରଶଂସା

ଉଦଳା: ନିହାଣ ମୁନରେ ଚତୁର୍ଦ୍ଧା ମୂର୍ତ୍ତି । ରଙ୍ଗତୂଳୀରେ ଦେଉଛନ୍ତି ଜୀବନ୍ତ ସ୍ପର୍ଶ । ସତେ ଯେମିତି ପ୍ରଭୁ ଜଗନ୍ନାଥଙ୍କ ଅତି ଆପଣାର ହୋଇ ପାରିଛନ୍ତି । ଜଗନ୍ନାଥଙ୍କ ଅପାର କରୁଣା ଆଜି ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ । ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସି ମେଣ୍ଢାଖାଇ ୮ ନମ୍ବର ୱାର୍ଡର…

ବିଶ୍ବ ମଙ୍ଗଳ ପାଇଁ ୫୫୦ କିଲୋମିଟର ଦୌଡିଲେ ଯୁବକ, କାଳିଆକୁ କଲେ ପ୍ରାର୍ଥନା

ପୁରୀ(କେନ୍ୟୁଜ୍):  ଜଗା ଦୁଆରକୁ  ୫୫୦ କିଲୋମିଟର ଦୂରରୁ ଦୌଡି ଦୌଡି ଆସିଲେ ଜଣେ ଯୁବକ। ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା। ଦୀର୍ଘ ୫୫୦ କିଲୋମିଟର ଦୌଡି ଦୌଡି କାଳିଆ ଦର୍ଶନ କରିଛନ୍ତି ଅନିଲ ଗୁପ୍ତା। ସେ ଛତିଶଗଡ଼ ରାୟଗଡ଼ରୁ ପୁରୀ ଜଗନ୍ନାଥ ମନ୍ଦିର ଅଭିମୁଖେ…

ମାଉସୀ ମା’ ମନ୍ଦିରର କିମ୍ବଦନ୍ତୀ , କାହିଁକି ରଥ ଏଠି ଆପେ ଆପେ ଅଟକି ଯାଏ ?

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିରରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଅଲିଅଳି ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଛନ୍ତି .. ରତ୍ନବେଦୀ ରୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି ଭାଇ ଭଉଣୀ । ପ୍ରତିଥର ଭଳି ଏଥର ନିଜ…

ଜ୍ୱରରୁ ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଗଜପତି ମହାରାଜାଙ୍କୁ ଖବର ଦେଲେ ଦଇତାପତି ସେବାୟତ

ପୁରୀ(କେନ୍ୟୁଜ୍): ସୁସ୍ଥ ହେଲେ ମହାପ୍ରଭୁ । ଜ୍ୱରରୁ ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ଵରରେ ପୀଡ଼ିତ ଥିଲେ ମହାବାହୁ । ଆଜି ଅଣସର ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ରାଜପ୍ରସାଦ ବିଜେ…

ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ, ଆଜି ଠାରୁ ନବମୀ ପର୍ଯ୍ୟନ୍ତ ଲାଗିହେବେ ଓଷ

କେନ୍ୟୁଜ୍(ବ୍ୟୁରୋ): ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ନବଦିନାତ୍ମକ ଯାତ୍ରା ପୂର୍ବରୁ ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବା ପାଇଁ ଅଣସର ତାଟି ଭିତରେ ଗୁପ୍ତ ଉପଚାର ଜାରି ରହିଛି। ଗତକାଲି ଫୁଲୁରୀ ତେଲ ପରେ ଆଜି ଷଷ୍ଠୀ ଦିବସରେ ମହାପ୍ରଭୂଙ୍କୁ ଓଷ ଲାଗିହେବ। ଆଜି…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପୁରୀ ସହରବାସୀ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପୁରୀ ସହରବାସୀ । ରତ୍ନ ସିଂହାସନରେ ଚାରି ମାସ ପରେ ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭାବବିହ୍ଵଳ ହୋଇଗଲେ ଶ୍ରଦ୍ଧାଳୁ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ଦୈନିକ ୧୦ହଜାର ଭକ୍ତ…

ଯାହାଙ୍କ ଭକ୍ତିର ପରୀକ୍ଷା ନେବାକୁ ଆସିଥିଲେ ପଞ୍ଚଶଖା, ସେହି ଦାସିଆ ବାଉରୀଙ୍କ ପରାକାଷ୍ଠା

ପିପିଲି(କେ ନ୍ୟୁଜ): ସେ ହେଉଛନ୍ତି ଭାବର ଠାକୁର । ଭାବ ବିନା ତାଙ୍କୁ ସହଜରେ ପାଇ ହୁଏ ନାହିଁ । ଯିଏ ଥରେ ଭକ୍ତିରେ ପ୍ରେମରେ ଭାବରେ ତାଙ୍କ ନିକଟତର ହୋଇଛି ସେ ତାକୁ କୋଳେଇ ନେଇଛନ୍ତି । ସେ ପରା କୋଟି ଓଡ଼ିଆର ମଉଡ଼ିମଣୀ । ସେଥିପାଇଁ ତ କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ବଡ଼ ଦାଣ୍ଡର ଶରଧା…