Browsing Tag

lord mahadev

ମହାଆଡମ୍ବରରେ ଚାଲିଛି ଶ୍ରୀ ଶ୍ରୀ ବ୍ରହ୍ମେଶ୍ଵର ମହାଦେବଙ୍କ ନୂତନ ମନ୍ଦିର ଓ ଲିଙ୍ଗ ପ୍ରତିଷ୍ଠା ମହୋତ୍ସବ

ଭଦ୍ରକ : ଘଣ୍ଟ ଘଣ୍ଟାରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ଜମିଛି ଲୋକଙ୍କ ଗହଳି ଆଉ ଏହାରି ଭିତରେ ଚାଲିଛି ବିରାଟ ଶୋଭାଯାତ୍ରା । ଚାରିଆଡ଼େ ଭକ୍ତିମୟ ପରିବେଶ । ବେଦ ଓ ମନ୍ତ୍ର ପାଠରେକୁ ଆଧ୍ୟାତ୍ମିକ ପରିବେଶ । ଭଦ୍ରକ ବ୍ଲକ ଅଧିନସ୍ଥ ସାହାଡ଼ା ପଞ୍ଚାୟତର ରାଉତ ସାହି ଠାରେ ଶ୍ରୀ ଶ୍ରୀ…

ସ୍ୱପ୍ନାଦେଶ ପରେ ପାହାଡ଼ ଉପରେ ଆବିର୍ଭାବ ହେଲେ ଫୁଟା ଲିଙ୍ଗ

ଆଠଗଡ଼: ବିଶ୍ୱାସ ରହିଛି ଯେ ଯେଉଁଠି ଭକ୍ତ ସେଇଠି ଭଗବାନ । ଆଉ ଯେଉଁଠି ଭଗବାନ ସେଇଠି ଭକ୍ତ । ଭକ୍ତ ପାଇଁ ସେ ଗଭୀର ଜଳରାଶିର ବାଲି ଭିତରେ ହେଉ ଅବା କୌଣସି ପର୍ବତର ଶିଖର ଦେଶ, ଭକ୍ତ ଛୁଟି ଯାଏ ତାର ପ୍ରଭୁଙ୍କୁ ଟିକେ ଦର୍ଶନ ନିମନ୍ତେ । ତେବେ ସ୍ୱପ୍ନାଦେଶ ପାଇବା ପରେ ଏମିତି ଏକ ଚମତ୍କାର…

ଏହି ମନ୍ଦିରର ଶିବ ଲିଙ୍ଗରେ ଦିଆଯାଉଥିବା ଜଳ ସିଧା ଯାଏ ପାତାଳଲୋକ, ଜାଣନ୍ତୁ ଏହାର ଇତିହାସ

ଛତିଶଗଡ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବହୁତ ଜଣାଶୁଣା । ଏଠାରେ ଦେବୀ ଦେବତାଙ୍କର ମଧ୍ୟ ବହୁ ପ୍ରାଚୀନ ମନ୍ଦିର ମଧ୍ୟ ଅଛି । ତେବେ ଶ୍ରାବଣ ମାସରେ ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କ ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାର ମାନ୍ୟତା ଖୁବ ଅଧିକ ରହିଛି । କୁହାଯାଏ ଯେ ଏଠାରେ…

ଶ୍ରାବଣ ମାସ ମହାଦେବଙ୍କର ଏତେ ପ୍ରିୟ କାହିଁକି? ଜାଣନ୍ତୁ ଏହି ମାସର ମହତ୍ୱ ଏବଂ ପୂଜାବିଧି

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି । ଏହା ବର୍ଷର ସବୁଠାରୁ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ଶ୍ରାବଣ ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ଅତ୍ୟନ୍ତ ଭକ୍ତିଭାବରେ ପୂଜା କରାଯାଏ । ଏଥର ଶ୍ରାବଣ ମାସ ଦୁଇଟି ବିରଳ ସମନ୍ୱୟରେ ପରିପୂର୍ଣ୍ଣ ।…

ବାବା ମୁକ୍ତେଶ୍ଵର ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଝୋଳନ ଯାତ୍ରା

କୁଚିଣ୍ଡା: ଭାବ ଆଉ ଭକ୍ତିରେ ବନ୍ଧା ମହାଦେବ । ବାବା ମୁକ୍ତେଶ୍ଵର ସମସ୍ତ ଦୁଃଖ ହରନ୍ତି । ଦୁଃଖ ଜଣାଇବା ପାଇଁ ଯେଉଁ ଭକ୍ତ ତାଙ୍କ ନିକଟକୁ ଧାଇଁ ଯାଆନ୍ତି ସେ ସମସ୍ତଙ୍କ ଦୁଃଖ ହରିଥାଆନ୍ତି । ତେବେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାବା ମୁକ୍ତେଶ୍ଵର ଧାମରେ ମନ୍ଦିର ପ୍ରବେଶ କରିଛନ୍ତି । ଶିବ…

ପ୍ରାଚୀନ ବେଲେଶ୍ଵର ମନ୍ଦିରର ରହିଛି ଅନେକ ମାହାତ୍ମ୍ୟ, ହେଲେ ସମୁଦ୍ର ଗର୍ଭରେ ଏହା ଲୀନ ହେବାକୁ ବସିଲାଣି

କାକଟପୁର(କେନ୍ୟୁଜ): ଐତିହ୍ୟ ଏବଂ ପରମ୍ପରାର ରାଜ୍ୟ ହେଉଛି ଆମ ରାଜ୍ୟ ଓଡ଼ିଶା । ଓଡ଼ିଶାକୁ ମନ୍ଦିର ମାଳିନୀ ଓଡ଼ିଶା ମଧ୍ୟ କୁହାଯାଇଥାଏ । ଏହି ରାଜ୍ୟରେ ପ୍ରବାହିତ ହୋଇଛି ସର୍ବ ପୁରାତନ ପ୍ରାଚୀ ନଦୀ । କୁହାଯାଇଥାଏ ଯେ ଗଙ୍ଗା ନଦୀ ଠାରୁ ପୁରାତନ ନଦୀ ହେଉଛି ପ୍ରାଚୀ ନଦୀ । ପ୍ରାଚୀ ନଦୀର…

ରୁଷ୍ୟଭୃଙ୍ଗ ପର୍ବତର ଗୁମ୍ଫାରେ ପୂଜା ପାଆନ୍ତି ଅନେକ ଦେବାଦେବୀ, ରହିଛି ଅନେକ କିମ୍ବଦନ୍ତୀ ଓ ରହସ୍ୟମୟୀ କଥା

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସୁନ୍ଦରପୁର ଗାଁ ନିକଟରେ ରହିଥିବା ରୁଷ୍ୟଶୃଙ୍ଗ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗୁମ୍ପା ଯେଉଁଠି ପୂଜା ପାଆନ୍ତି ବାବା ରୁଷ୍ୟଶୃଙ୍ଗ ମହାଦେବ । ଗୁମ୍ପା ନିକଟକୁ ଯିବା ପାଇଁ ରାସ୍ତା ନଥିଲେ ମଧ୍ୟ ଦୀର୍ଘ ଦୁଇ କିଲୋମିଟରର ଅବଡ଼ା ଖବଡ଼ା ରାସ୍ତା ବଡ଼ ବଡ଼ ପଥର…

୫ ହଜାର ବର୍ଷ ପୁରୁଣା ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିର

ପ୍ରଭୁ ଭୋଳାନାଥ ହେଉଛନ୍ତି ପରମ ଦାନି। ଯଦି ମହାଦେବ ଥରେ ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେ ନିଜ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ନିଜେ ଉପସ୍ଥିତ ହୁଅନ୍ତି । ଏବେ ତ ଚାଲିଛି ଶ୍ରାବଣ ମାସ । ପବିତ୍ର ଶ୍ରାବଣ ମାସରେ ଆମେ ବର୍ତ୍ତମାନ ଉଜୟିନୀ ରେ ଅବସ୍ଥିତ ଭଗବାନ ଶିବଙ୍କର ଏପରି ଏକ…

ଆଜି ଜାଣନ୍ତୁ ଭଗବାନ ଶିବ କାହିଁକି ଧାରଣ କରିଥିଲେ ଅର୍ଦ୍ଧନାରୀଶ୍ୱର ଅବତାର

ସନାତନ ପରମ୍ପରାରେ ଶିବଙ୍କର ପୂଜାର ବହୁତ ମହତ୍ତ୍ବ ରହିଛି। ଭଗବାନ ଶିବ କଲ୍ୟାଣ କାରୀ। ଶାସ୍ତ୍ରରେ କୁହାଯାଇଛି ଯେ ‘ଶିବ ଅଭିଷେକ ପ୍ରିୟ’। ଅର୍ଥାତ୍ କଲ୍ୟାଣକାରୀ ଶିବଙ୍କୁ ଅଭିଷେକ ବହୁତ ପ୍ରିୟ। ସମସ୍ତ ମନଷ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି-ଶିବଲିଙ୍ଗରେ ଅଭିଷେକ ସମାହିତ ରହିଥାଏ।…

ସତୀଙ୍କର ଦାନ୍ତ ପଡ଼ିବା ହେତୁ ମନ୍ଦିରର ନାମ ହୋଇଛି ଦନ୍ତେଶ୍ୱରୀ, ରାଜା ହେଉଛନ୍ତି ମୁଖ୍ୟ ପୂଜକ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଦନ୍ତେୱାଡା ଜିଲ୍ଲାରେ ଅବସ୍ଥିତ ଦନ୍ତେଶ୍ୱରୀ ମନ୍ଦିର। ଏହା ହେଉଛି ଦ୍ୱାଦଶ ଶତାବ୍ଦୀର ପୁରୁଣା ମନ୍ଦିର।ସବୁ ସ୍ଥାନ ଅପେକ୍ଷା ଏଠି ମାଆଙ୍କ ପୂଜା ଥାଏ ଭାରି ନିଆରା। ମାଆ ଙ୍କ ପାଖକୁ ଯିବାକୁ ହେଲେ ହିନ୍ଦୁ ପରମ୍ପରା ଅନୁଯାୟୀ ପୁରୁଷ ମାନେ ଧୋତି…

ମଧ୍ୟପ୍ରଦେଶ ଉଜ୍ଜୈନର ଜ୍ୟୋତିର୍ଲିଙ୍ଗ ବାବା ମହାକାଳେଶ୍ଵରଙ୍କ ପାଲିଙ୍କି ଯାତ୍ରାରେ ସାମିଲ ହେଲେ ହଜାର ହଜାର…

ମଧ୍ୟପ୍ରଦେଶର ଉଜ୍ଜୈନ ସହରର ମଧ୍ୟଭାଗରେ ବିରାଜମାନ କରିଛନ୍ତି କାଳଙ୍କର କାଳ ଶ୍ରୀ ମହାକାଳେଶ୍ଵର। ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ବାବାଙ୍କ ପୀଠ ତୃତୀୟ ସ୍ଥାନରେ ଆସିଥାଏ | ଏହି ପିଠକୁ ବର୍ଷର ବାରମାସ ଭାରତର ବିଭିର୍ଣ୍ଣ ସ୍ଥାନରୁ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର ଆଗମନ ରହିଥାଏ । ଦ୍ଵାଦଶ…

ଅଧାଗଢ଼ା ମନ୍ଦିର ଓ ଜଳ ମହାଦେବଙ୍କ କିମ୍ବଦନ୍ତୀ, ନିଷ୍ଠା ଓ ଭକ୍ତି ନଥିଲେ ସ୍ପର୍ଶ କରି ପାରିବେନି ପ୍ରଭୁଙ୍କୁ

ଶମ୍ଭୁବାବାଙ୍କ ଲୀଳା ବଡ଼ ବିଚିତ୍ର। କେତେବେଳେ ସେ କେଉଁଠାରେ ଆବିର୍ଭୂତ ହୋଇଛନ୍ତି ତାହା ଜାଣିବା ବି କଷ୍ଟକର। ତେବେ ଏସବୁ ପୀଠମାନଙ୍କ ଭିତରୁ କିଛି ଲୋକଲୋଚନକୁ ଆସିଥିବା ବେଳେ ଅନ୍ୟ କିଛି ଅବହେଳତି ଅବସ୍ଥାରେ ରହିଛି। ହେଲେ ବାବାଙ୍କର କୃପା ଲୋକମାନଙ୍କୁ ସେଠାକୁ ଟାଣି ନେଉଛି। ଦୃଢ଼ ବିଶ୍ୱାସ…