Below header
Browsing Tag

LPG cylinder

ମାତ୍ର ୧୧୯ ଟଙ୍କାରେ କିଣନ୍ତୁ ୮୧୯ ଟଙ୍କାର ଗ୍ୟାସ୍ ସିଲିଣ୍ଡର, ଅଫରର ଜଲଦି ଉଠାନ୍ତୁ ଫାଇଦା

ଏବେ ତ ଘରେଇ ରୋଷେଇ ଗ୍ୟାସ୍ ଦାମ୍ ଆକାଶଛୁଆଁରେ ରହିଛି। ଚଳିତ ବର୍ଷ ସବସିଡିଯୁକ୍ତ ସିଲିଣ୍ଡରର ଦାମ ୨୨୫ ଟଙ୍କା ପ୍ରତି ସିଲିଣ୍ଡର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ସବସିଡିଯୁକ୍ତ ୧୪.୨ କିଲୋ ଏଲପିଜି ସିଲିଣ୍ଡର ଦାମ୍ ୮୧୯ ଟଙ୍କା। ତେଣୁ ଦର ବୃଦ୍ଧିକୁ ନେଇ ଆପଣ ଟିକେ ବ୍ୟସ୍ତ…

ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍‌ ଦର, ମାସକରେ ବଢ଼ିଲାଣି ୩ ଥର

ତୈଳ କମ୍ପାନୀଗୁଡ଼ିକ ଆଜି ଏଲ୍‌ପିଜି ସିଲିଣ୍ଡର ଦର ପୁଣି ବଢ଼ାଇ ଦେଇଛନ୍ତି। ଦିଲ୍ଲୀରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦର ୨୫ ଟଙ୍କା ବଢ଼ି ୭୯୪ ଟଙ୍କା ହୋଇଛି। ଚଳିତ ମାସରେ ତୃତୀୟ ଥର ପାଇଁ ଦର ବଢ଼ିଛି। ଦର ପାଖାପାଖି ୮୦୦ ଦିଲ୍ଲୀରେ ଅଣ ସବ୍‌ସିଡିଯୁକ୍ତ ସିଲିଣ୍ଡର ୭୯୪ ଟଙ୍କା ହୋଇଯାଇଛି।…

ଆଉ ମିଳିନପାରେ ଏଲପିଜି ସିଲିଣ୍ଡର ସବସିଡି ଟଙ୍କା, ଏବେ ଦେବାକୁ ହେବ ଅଧିକ ଟଙ୍କା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଗରିବ ପରିବାରର ପକେଟ ଉପରେ ହେଉଥିବା ମହଙ୍ଗା ମାଡକୁ ହାଲକା କରିବା ପାଇଁ ସରକାରଙ୍କ ପକ୍ଷରୁ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଉପରେ ସବସିଡି ଦେଆଯାଉଛି। କିନ୍ତୁ ବହୁତ ଜଲଦି ଏହା ବ୍ୟବସ୍ଥା ଶେଷ ହେବାକୁ ଯାଉଛି। ରାଜ କୋଷ ଉପରେ ପଡୁଥିବା ଅତିରିକ୍ତ ଭାରକୁ କମ୍‌ କରିବା ପାଇଁ ସରକାର…

ଏବେ ପ୍ରତ୍ଯେକ ସପ୍ତାହରେ ସ୍ଥିର ହେବ LPG ସିଲିଣ୍ଡର ଦାମ ! ପେଟ୍ରୋଲିୟମ କମ୍ପାନୀ କରୁଛି ବିଚାର

ଦେଶରେ ଆସନ୍ତାବର୍ଷ ଠାରୁ LPG ସିଲିଣ୍ଡର ମୂଲ୍ୟ ପ୍ରତି ସପ୍ତାହରେ ସ୍ଥିର ହେବ । ବର୍ତ୍ତମାନ ଏହି ମୂଲ୍ୟଗୁଡିକ ମାସିକ ଭିତ୍ତିରେ ସ୍ଥିର କରାଯାଉଛି । ପେଟ୍ରୋଲିୟମ ସାମଗ୍ରୀର ଦୈନନ୍ଦିନ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ କମ୍ପାନୀଗୁଡିକ ସାପ୍ତାହିକ ଭିତ୍ତିରେ ମୂଲ୍ୟ ପରିବର୍ତ୍ତନ…

ଏହି ଆପ୍‌ ଦ୍ୱାରା ୫୦୦ ଟଙ୍କା ଶସ୍ତାରେ ପାଇବେ ଗ୍ୟାସ୍‌ ସିଲିଣ୍ଡର, ଜଲଦି ଉଠାନ୍ତୁ ଏହି ଅଫରର ଫାଇଦା

ଯଦି ଆପଣ ପେଟିଏମ ବ୍ୟବହାର କରୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। ଏହି କରୋନା କାଳରେ ଡିସେମ୍ବର ମାସରେ ଗ୍ୟାସ୍‌ ସିଲିଣ୍ଡର ୫୦ ଟଙ୍କା ମହଙ୍ଗା ହୋଇଛି। ସେହିପରି ପେଟିଏମ ୟୁଜରଙ୍କ ପାଇଁ ଗ୍ୟାସ୍‌ ସିଲିଣ୍ଡର ବୁକିଂକୁ ନେଇ ବହୁତ ବଡ ଖୁସି ଖବର ମିଳିଛି। ପେଟିଏମ ୟୁଜର ଗ୍ୟାସ୍‌…

ପୁଣି ସାଧାରଣ ଜନତାଙ୍କୁ ଝଟକା ! ମହଙ୍ଗା ହେଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଜାଣନ୍ତୁ କେତେ ରହିଛି ନୂଆ ଦର

ମହଙ୍ଗା ହେଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର। ପେଟ୍ରୋଲ ଦର ୮୪ ଟଙ୍କା ପାର କରିଥିବାବେଳେ ଏବେ ପୁଣି ଚିନ୍ତା ବଢ଼ାଇଲା ସିଲିଣ୍ଡର ଦାମ୍‌। ତୈଳ କମ୍ପାନୀ ପ୍ରତି ମାସ ଏଲପିଜି ସିଲିଣ୍ଡର ଦାମର ସମୀକ୍ଷା କରନ୍ତି। ପ୍ରତ୍ୟେକ ରାଜ୍ୟର ଟ୍ୟାକ୍ସ ଅଲଗା ଅଲଗା ହୋଇଥାଏ। ଏଥିପାଇଁ ପ୍ରତି ରାଜ୍ୟର ଏଲପିଜି…

LPG Cylinder ରେ ମିଳୁଛି ୫୦୦ ଟଙ୍କାର କ୍ଯାଶବ୍ଯାକ୍, ଜାଣନ୍ତୁ କେମିତି ପାଇବେ

ରୋଷେଇରେ ବ୍ଯବହାର ହେଉଥିବା ଏଲପିଜି ସିଲିଣ୍ଡରରେ ଆପଣଙ୍କୁ ୫୦୦ ଟଙ୍କାର ଫାଇଦା ସିଧାସଳଖ ମିଳିପାରେ। ଏହି ଖାସ୍ ସ୍କିମ ଜରିଆରେ ଆପଣଙ୍କୁ କରିବାକୁ ପଡ଼ିବ ଏଲପିଜି ସିଲିଣ୍ଡର ବୁକିଂ । ତେବେ ଆସନ୍ତୁ ଜାଣିବା… କେମିତି ଉଠାଇବେ ଫାଇଦା.. ସୂଚନା ମୁତାବକ, ପେଟିଏମ୍ ନିଜର ଗ୍ରାହକଙ୍କୁ…

ଏଠାରେ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାରେ ମିଳୁଛି କ୍ୟାସବ୍ୟାକ୍‌, ଅଫର ମାତ୍ର ଅଳ୍ପ ଦିନ ପାଇଁ ଜଲଦି କରନ୍ତୁ

ଗ୍ୟାସ୍ ସିଲିଣ୍ଡର ପ୍ରାୟ ସବୁ ଘରେ ଥିବ। କାହିଁକିନା ଏହା ବହୁତ ଜରୁରୀ ଜିନିଷ ମଧ୍ୟରୁ ଗୋଟିଏ। ଆପଣ ପ୍ରତି ମାସ ଗ୍ୟାସ ସିଲିଣ୍ଡରର ବୁକ୍ କରୁଥିବେ। କାହା ପାଖରେ ଭାରତ ଗ୍ୟାସ କନେକସନ୍ ଅଛିତ କାହା ପାଖରେ ଇଣ୍ଡେନ କିମ୍ବା ଏଚ୍‌ପି। ସରକାରଙ୍କ ଦ୍ୱାରା ମିଳୁଥିବା ସବସିଡି ବ୍ୟତୀତ ଯଦି ଆପଣ…

କ’ଣ ଆପଣଙ୍କ ଖାତାକୁ ଠିକ ଭାବରେ ଆସୁଛି ତ LPG ସବ୍‌ସିଡ୍‌ ଟଙ୍କା, ଘରେ ବସି ଏମିତି କରନ୍ତୁ ଚେକ୍

ସରକାର ବର୍ଷକୁ ପ୍ରତ୍ୟେକ ଘର ପିଛା ୧୪.୨ କିଲୋଗ୍ରାମର ୧୨ଟି ସିଲିଣ୍ଡର ଦିଅନ୍ତି। ଯଦି ଏହା ପରେ ଗ୍ରାହକ ଅଧିକ ସିଲିଣ୍ଡର କିଣୁଛନ୍ତି,ତାହେଲେ ଗ୍ରାହକଙ୍କୁ ବଜାର ମୂଲ୍ୟ ଦେବାକୁ ହେବ। ଯଦିଓ ଅଧିକାଂଶ ଲୋକଙ୍କୁ ଏହା ବିଷୟରେ ଜଣାନଥାଏ ଯେ ଖାତାରେ ସବ୍‌ସିଡି ଟଙ୍କା ଆସିଛି ନା ନାହିଁ। ଆଉ ଯଦି…

ଖୁସି ଖବର : ସବ୍‌ସିଡି ପାଉନଥିବା ଗ୍ୟାସ୍‌ ଗ୍ରାହକ ସିଲିଣ୍ଡର ଉପରେ ପାଇ ପାରିବେ ଡିସ୍‌କାଉଣ୍ଟ, ଜାଣନ୍ତୁ କେମିତି

ରୋଷେଇ ଗ୍ୟାସ ସିଲିଣ୍ଡରରେ ସରକାର ଆପଣଙ୍କୁ ସବିସିଡି ଦେଉଛନ୍ତି। ଏହି ସବସିଡି ଟଙ୍କା ସେତେବେଳେ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସେ ଯେତେବେଳେ ଆପଣ ଏଲପିଜି ଗ୍ୟାସ ବୁକ କରି ତାହାର ପେମେଣ୍ଟ କରିଥାନ୍ତି। କିନ୍ତୁ ଯଦି ଆପଣଙ୍କ ପାଖରେ ବିନା ସବସିଡିଯୁକ୍ତ ସିଲିଣ୍ଡର ଥାଏ ତାହେଲେ ଆପଣଙ୍କୁ…

କୋଡ ନାହିଁ ତ ଗ୍ୟାସ୍‌ ସିଲିଣ୍ଡର ନାହିଁ, ଜାଣନ୍ତୁ ନିୟମରେ କଣ ହୋଇଛି ପରିବର୍ତ୍ତନ

ଏହି ମାସ ଦେଶରେ ୧୦୦ ସ୍ମାର୍ଟ ସହରରେ ଏଲପିଜି ଗ୍ୟାସର ଡେଲିଭରୀ ସହ ଜଡିତ ନିୟମରେ ବହୁତ ବଡ ପରିବର୍ତ୍ତନ ହୋଇଛି। ଏଲପିଜି ସିଲିଣ୍ଡର ବୁକ କରୁଥିବା ଉପଭୋକ୍ତାଙ୍କୁ ଏବେ ତାଙ୍କ ମୋବାଇଲ ନମ୍ବରରେ ଏକ ଓଟିପି ପ୍ରାପ୍ତ ହେବ। ଏହି ଓ୍ଵାନ ଟାଇମ ପାସଓ୍ଵାର୍ଡ ଡେଲିଭରୀ ପର୍ସନଙ୍କୁ କହିବାକୁ ହେବ।…

ରୋଷେଇ ଗ୍ୟାସ ସିଲିଣ୍ଡରରୁ ଦୁର୍ଘଟଣା ଘଟିଲେ ଆପଣଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ଆପଣ ଅନେକ ପ୍ରକାର ବୀମା ବିଷୟରେ ପଢ଼ିଥିବେ କିମ୍ବା ଶୁଣିଥିବେ। କିନ୍ତୁ କଣ ଆପଣ ଜାଣିଛନ୍ତି ରନ୍ଧନ ଗ୍ୟାସ ସିଲିଣ୍ଡରରେ ଆପଣଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଦିଆଯାଉଛି। ବହୁତ କମ୍‌ ଲୋକ ଅଛନ୍ତି ଯେଉଁମାନଙ୍କୁ ଏହି ବୀମା ବିଷୟରେ ଜଣାଅଛି। ଯଦି ଆପଣ କୌଣସି ବୈଧ ଗ୍ୟାସ ଡିଲରଙ୍କ ଠାରୁ…