Browsing Tag

maa mangala

କାହିଁକି ହୁଏ କାଳିକା ନୃତ୍ୟ? ଜାଣନ୍ତୁ, କାକଟପୁରର ମା’ମଙ୍ଗଳାଙ୍କ ଏହି ସ୍ୱତନ୍ତ୍ର ପାରମ୍ପରିକ ସେବା ନେଇ କ’ଣ କହେ…

ମା’ ମଙ୍ଗଳାଙ୍କ ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ଚୈତ୍ର ମାସର ଝାମୁ ଯାତ୍ରା ହେଉଛି ପ୍ରମୁଖ ଓ ପ୍ରସିଦ୍ଧ ଯାତ୍ରା। ଏହି ଝାମୁ ଯାତ୍ରା ସହିତ ମା’ ମଙ୍ଗଳାଙ୍କ ଅନେକ ପରମ୍ପରା ଯୋଡି ହୋଇ ରହିଥାଏ। ଯେମିତି ମା’ମଙ୍ଗଳାଙ୍କ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଦିନ ନେତ୍ର ଉତ୍ସବ ପାଳନ କରାଯାଇଥାଏ।…

କରୋନା ସାଜିଲା ପାଚେରୀ, ବିନା ଭକ୍ତରେ ଆରମ୍ଭ ହେଲା ମା’ ମଙ୍ଗଳାଙ୍କ ପ୍ରଥମ ପାଳି ଝାମୁଯାତ୍ରା

ଆଜିଠାରୁ ଆରମ୍ଭ ହୋଇଛି ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ଚୈତ୍ରମାସର ପ୍ରସିଦ୍ଧ ଝାମୁ ଯାତ୍ରା। ଏହି ଝାମୁ ଯାତ୍ରାରେ ରାଜ୍ଯର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କିନ୍ତୁ ଏଥରକ ବିନା ଭକ୍ତରେ ଆରମ୍ଭ ହୋଇଛି ମା'ଙ୍କ ଯାତ୍ରା। କରୋନାର…

କରୋନା ଛଡେଇ ନେଉଛି ଓଡ଼ିଶାର ଖୁସି , କାକଟପୁର ମଙ୍ଗଳା ମନ୍ଦିର ବେଢାରେ ଭକ୍ତଙ୍କ ବିନା ଚାଲିଲା ମା’ଙ୍କ କାଳିକା…

କାକଟପୁର(କେନ୍ୟୁଜ): କାକଟପୁର ବାସିନୀ ମା ଙ୍କ ଚାଲିଛି ଚୈତ୍ର ମାସ ପାଳି ଯାତ୍ରା । Covid-୧୯ ର ପ୍ରଭାବରେ ଆଉ ୨୧ ଦିନିଆ ତାଲାବନ୍ଦ ଚାଲିଥିବାରୁ ଭକ୍ତ ସବୁ ଆସୁନ।ହାନ୍ତି । ମନ୍ଦିର ରେ ପାରମ୍ପରିକ ନୀତି ସବୁ ଚାଲିଛି । କିନ୍ତୁ ମାଙ୍କ ଝାମୁଯାତ୍ରା ସମୟରେ ମାଙ୍କ ଚଳନ୍ତି ପ୍ରତିମା…

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କାକଟପୁର : ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ମାଆଙ୍କ ନେତ୍ର ଉତ୍ସବ ଆୟୋଜିତ ହୋଇଛି । ୧୦୮ କଳସ ପାଣିରେ ନେତ୍ର ସ୍ନାନ କରିବାର ପରମ୍ପରା ରହିିଛି । ଏଥିପାଇଁ ବେଶ ଚଳଚଞ୍ଚଳ ହୋଇଥିଲା ପୀଠ । ଭୋର ସମୟରେ ମଙ୍ଗଳ ଆରତୀ କରାଯାଇ ବଲ୍ଲଭ ଭୋଗ ପରେ ଭକ୍ତଙ୍କୁ…