Browsing Tag

maa sarala

ଶାରଳାଙ୍କ ପୀଠରେ ବ୍ୟବହାର ହେଉଛି ନିମ୍ନମାନର ଘିଅ, ଫୁଡ଼ ଇନସ୍ପେକ୍ଟରଙ୍କ ଚଢ଼ାଉ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ଦୈନଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ମାଙ୍କ ନିକଟରେ ହେଉଥିବା ନୀତିକୁ ନେଇ ବଡ଼ ବୟାନ ରଖିଛନ୍ତି ମନ୍ଦିରର ବଡ଼ପଣ୍ଡା । ମାଙ୍କ ନୀତି ପାଇଁ…

ମା ଶାରଳା ମନ୍ଦିର ହୁଣ୍ଡି ଲୁଟ୍‌ ଘଟଣା, ଚୋରି କରିଥିବା ଅଭିଯୁକ୍ତ ଗିରଫ

ଜଗତସିଂହପୁର: ମା ଶାରଳା ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି କରିଥିବା ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ନିକଟରୁ ନଗଦ ୧ଲକ୍ଷ ୮୫ହଜାର ୧୯୬ଟଙ୍କା, ଦୁଇଟି ମୋବାଇଲ ଓ ମା ଶାରଳାଙ୍କ ଏକ ଶାଢ଼ୀ ଜବତ ହୋଇଛି। ଅଭିଯୁକ୍ତ ଜଣକ କେନ୍ଦୁଝର ସଦର ଥାନା କେରୀ ଗାଁର ଋଷି ମହାନ୍ତ। ଗତ ୧୪ ତାରିଖ ରାତିରେ ଇଲେକ୍ଟ୍ରି…

ଶାରଳା ମନ୍ଦିରକୁ ମୋବାଇଲ ଓ ପଲିଥିନ୍‌ ମନା, ବେଢା ଭିତରେ ଫଟୋ ଉଠାଇ ପାରିବେନି ଭକ୍ତ

 ଜଗତସିଂହପୁର(କେନ୍ୟୁଜ):  ଶାରଳା ମନ୍ଦିରକୁ ମୋବାଇଲ ଓ ପଲିଥିନ୍‌ ମନା । ବେଢା ଭିତରେ ଫଟୋ ଉଠାଇ ପାରିବେନି ଭକ୍ତ । ଜଗତସିଂହପୁର ଜିଲ୍ଲା ଝଙ୍କଡ଼ସ୍ଥିତ ବାଗଦେବୀ ମା ଶାରଳା ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଲାଗୁ ହୋଇଛି। ନୂଆ ନିୟମ ଅନୁସାରେ ମାଆଙ୍କର ମଝିଦେଉଳ ଓ ଗର୍ଭଗୃହ ଭିତରକୁ ମୋବାଇଲ…

ମା’ ଶାରଳାଙ୍କ ପୀଠରେ ଶେଷ ହେଲା ଚନ୍ଦନଯାତ୍ରା, ୨୧ ଦିନ ପର୍ଯ୍ୟନ୍ତ ଚାଲିଲା ସ୍ବତନ୍ତ୍ର ନୀତିକାନ୍ତି

ଜଗତସିଂହପୁର (କେନ୍ୟୁଜ): ଜଗନ୍ନାଥ ସଂସ୍କୃତିରେ ପବିତ୍ର ଅକ୍ଷୟ ତୃତୀୟାରୁ ଦେବାଦେବୀଙ୍କ ପୀଠରେ ଆରମ୍ଭ ହୁଏ ଚନ୍ଦନଯାତ୍ରା। ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡବାସିନୀ ମା’ଶାରଳାଙ୍କ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇ ଶେଷ ହୋଇଛି ପ୍ରସିଦ୍ଧ ଚନ୍ଦନଯାତ୍ରା। ପ୍ରବଳ…

ଆଜିଠୁ ତିନି ଦିନ ଯାଏ ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ, ସନ୍ଧ୍ୟାରେ ମା’ଙ୍କ ସୁନାବେଶ

ଜଗତସିଂହପୁର(କେନ୍ଯୁଜ୍): ମା’ ଶାରଳାଙ୍କ ପୀଠରେ ୧୪୪ ଧାରା । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ମହାଷ୍ଟମୀ ପୂଜା । ତେଣୁ ଆଜିଠୁ ୧୪ ତାରିଖ ଯାଏ ମାଆଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି । ଶ୍ରଦ୍ଧାଳୁଙ୍କୁ ପୀଠକୁ ଆସିବାକୁ ବାରଣ କରିଛି ପ୍ରଶାସନ। କରୋନା ସଂକ୍ରମଣ…