Below header
Browsing Tag

madhya pradesh

ମଧ୍ୟ ପ୍ରଦେଶର ‘ପଥର ମାଡ଼’ ମେଳା; ୧୫୦ରୁ ଅଧିକ ଲୋକ ଆହତ! ଏ ପର୍ଯ୍ୟନ୍ତ ଗଲାଣି ୧୬ ଜଣଙ୍କ ଜୀବନ

ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାର ପାଢ଼ୁର୍ଣ୍ଣାରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ପ୍ରସିଦ୍ଧ ‘ପଥର ମାଡ଼’ ମେଳା। ଏଥର ମଧ୍ୟ ଏହା ଶନିବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା। ଦ୍ୱିପ୍ରହର ବେଳକୁ ପଥର ମାଡ଼ରେ ପାଖାପାଖି ଦେଢ଼ ଶହରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଥିଲା। ଅଢ଼େଇ ଶହ ବର୍ଷ…

‘ମୋ ସ୍ତ୍ରୀକୁ ବାପ ଘରୁ ଫେରାଇଆଣ’, ଏମିତି ଜିଦି କରି ପ୍ରଥମେ ହାତ କାଟିଲେ ଯୁବକ, ତା’ପରେ ଟାଓ୍ଵାରରେ ଚଢି ଦେଲେ…

ମଧ୍ୟପ୍ରଦେଶ ଖଣ୍ଡଓ୍ଵାର କୋତଓ୍ଵାଲୀ ଥାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ଶ୍ୱଶୁର ଘରୁ ଆଣିବା ପାଇଁ ଅଭିଯୋଗ କରିବାକୁ ଆସିଥିବା ଯୁବକ ଜବରଦସ୍ତ ଡ୍ରାମା କରିଛନ୍ତି। ଯୁବକ ଜଣକ ପ୍ରଥମେ ନିଜର ହାତ କାଟିବା ପରେ ମୋବାଇଲ ଟାଓ୍ଵର ଉପରେ ଚଢି ମରିବା ପାଇଁ ଧମକ ଦେଇଥିଲେ।…

ହତ୍ୟା ମାମଲାରେ ଆସାମୀକୁ ଧରିବା ପାଇଁ ବାବାଙ୍କ ସାହାରା ନେଲେ ପୋଲିସ ବାବୁ, ଶେଷରେ ହେଲେ ନିଲମ୍ବିତ

ନୂଆଦିଲ୍ଲୀ : ଅପରାଧୀଙ୍କୁ ଧରିବା ପାଇଁ ମଧ୍ୟପ୍ରଦେଶ ପୋଲିସ ବର୍ତ୍ତମାନ ବାବାଙ୍କ ଆଶ୍ରୟ ନେଇଛି। ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପୋଲିସ ଅଧିକାରୀ ହତ୍ୟା ମାମଲାର ସମାଧାନର ସାହାଯ୍ୟ ମାଗିବା ପାଇଁ ଆତ୍ମଘୋଷିତ ବାବାଙ୍କ ଆଶ୍ରୟସ୍ଥଳରେ ପହଞ୍ଚିଥିଲେ। କେବଳ ଏତିକି ନୁହେଁ,…

ମଧ୍ୟ ପ୍ରଦେଶ: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମିର୍ଚି ବାବା ଗିରଫ; କମଲନାଥ ସରକାରରେ ମିଳିଥିଲା ମନ୍ତ୍ରୀର ମାନ୍ୟତା

୨୦୧୯ ଲୋକସଭା ନିର୍ବାଚନରେ ଦିଗ୍‌ବିଜୟ ସିଂଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାକୁ ଆସିଥିବା ବୈରାଜ୍ଞାନନ୍ଦ ଗିରି ଓରଫ୍‌ ମିର୍ଚି ବାବାଙ୍କୁ ଭୋପାଳ ମହିଳା ପୋଲିସ ଗିରଫ କରିଛି। ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ମିର୍ଚି ବାବାଙ୍କ ନାଁରେ ଅଭିଯୋଗ ହୋଇଥିଲା। ପୀଡ଼ିତା ମହିଳାଙ୍କ…

ପିଲାଙ୍କ ଜୀବନ ସହ ଖେଳ! ଗୋଟିଏ ସିରିଞ୍ଜ୍‌ରେ ୩୦ ପିଲାଙ୍କୁ ଦେଇଦେଲେ କରୋନା ଟିକା; ପଚାରିବାରୁ କହିଲେ, ମୋର ଭୁଲ୍‌…

ମଧ୍ୟ ପ୍ରଦେଶର ସାଗରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱାସ୍ଥ୍ୟକର୍ମୀ ଗୋଟିଏ ହିଁ ସିରିଞ୍ଜରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ କୋଭିଡ୍‌ ଟିକା ଦେଇ ଦେଇଛନ୍ତି। ଏହି ଘଟଣା ଗତକାଲିର। ଟିକା ଦେଇଥିବା ଜିତେନ୍ଦ୍ର ନାମକ ବ୍ୟକ୍ତି ଦାବି କରିଛନ୍ତି ଯେ ଅଧିକାରୀ କେବଳ…

ପଢ଼ାଇବା ବଦଳରେ ପିଲାଙ୍କୁ ହାତ ଗୋଡ଼ ମୋଡ଼ାଉଥିଲେ ଦିଦି, ଭିଡିଓ ଭାଇରାଲ ହେବା ପରେ ଶିକ୍ଷୟିତ୍ରୀ ବିଦା

ସ୍କୁଲରେ ପାଠ ପଢ଼ାଇବା ବଦଳରେ ପିଲାଙ୍କୁ ସେବା କରାଉଛନ୍ତି ଶିକ୍ଷୟିତ୍ରୀ। ହାତ ଗୋଡ଼ ମୋଡ଼ାଇବା ସହ ମସାଜ୍‌ କରାଉଛନ୍ତି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏବେ ଦିଦିଙ୍କ ଚାକିରି ଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ହାଦୋଇ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲରେ…

କୋକେଇରେ ଶୋଇଥିବା ଭାଇ ହାତରେ ରାକ୍ଷୀ ବାନ୍ଧି ଶେଷ ବିଦାୟ ଦେଲେ ଦୁଇ ଭଉଣୀ, ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା। କିନ୍ତୁ ମଧ୍ୟ ପ୍ରଦେଶର ସେଓନୀ ଅଞ୍ଚଳରେ ରାକ୍ଷୀ ପୂର୍ବରୁ ହିଁ ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ। ଭାଇ ହାତରେ ରାକ୍ଷୀ ବାନ୍ଧି ତାକୁ ଶେଷ ବିଦାୟ ଦେଇଛନ୍ତି ଦୁଇ ଭଉଣୀ। ଏହି ରାକ୍ଷୀ ବନ୍ଧନ ଦେଖି ସମସ୍ତଙ୍କ ଆଖି ଲୁହରେ ଭିଜିଯାଇଛି। ନିଶାଙ୍କ…

ଶାଶୁକୁ ହତ୍ୟା କରିବା ପାଇଁ ବୋହୂକୁ ସୁପାରୀ ଦେଲା ଶ୍ୱଶୁର! ଦ୍ୱିତୀୟ ବିବାହ ନିଶା ଉଜାଡ଼ି ଦେଲା ସଂସାର

ମଧ୍ୟ ପ୍ରଦେଶର ରେଓ୍ଵା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା ପାଇଁ ବୋହୂକୁ ସୁପାରି ଦେଇଛନ୍ତି। ଏବେ ଏହି ଘଟଣାରେ ପୋଲିସ ୨୫ ବର୍ଷୀୟା ବୋହୂ କାଞ୍ଚନ ଓ ୫୧ ବର୍ଷୀୟ ଶ୍ୱଶୁର ବାଲ୍ମୀକି କୋଲଙ୍କୁ ଗିରଫ କରିଛି। ପୋଲିସ ସୂଚନା…

ମଧ୍ୟ ପ୍ରଦେଶରେ ବଡ଼ ଦୁର୍ଘଟଣା: ନର୍ମଦା ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌; ୧୨ ମୃତ, ୧୨ରୁ ଅଧିକ ଆହତ

ମଧ୍ୟ ପ୍ରଦେଶରେ ସୋମବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଖରଗୋନ ଓ ଧାର ଜିଲ୍ଲାର ସୀମାରେ ଏକ ଯାତ୍ରୀବାହୀ ବସ୍‌ ନର୍ମଦା ନଦୀକୁ ଖସି ପଡ଼ିଛି। ବସ୍‌ରେ ୫୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ବସ୍‌ଟି ଇନ୍ଦୌରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ଏ ନେଇ ଖବର…

ପ୍ରସୂତୀଙ୍କୁ ଚେୟାରରେ ବସାଇ ୩ କିଲୋମିଟର ଚାଲି ଚାଲି ନଦୀ ପାର ହେଲେ ଗାଁ ଲୋକେ, ସାମ୍ନାକୁ ଆସିଲା ଲଜ୍ଜାଜନକ ଦୃଶ୍ୟ

ସ୍ୱାଧୀନତାର ୭୫ ବର୍ଷ ପରେ ବି ଗାଁକୁ ଅପହଞ୍ଚ ସାଧାରଣ ସୁବିଧା। ନା ଅଛି ରାସ୍ତା ନା ଯାତାୟାତ ପାଇଁ ରହିଛି ଅନ୍ୟ କୌଣସି ସୁବିଧା। କୌଣସି ସୁବିଧା ନଥିବାରୁ ପ୍ରସୂତୀଙ୍କୁ ଚେୟାରରେ ଟେକି ଟେକି ହସ୍ପିଟାଲ ନିଆଯାଇଛି। ମଧ୍ୟ ପ୍ରଦେଶରେ ଏଭଳି ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଏଠାକାର…

ହୃଦୟ ବିଦାରକ: ୩ ନିରୀହ ଛୁଆଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କଲା ମା’, ପୋଲିସ ଜବତ କଲା ୪ ମୃତଦେହ

ମଧ୍ୟ ପ୍ରଦେଶର ଟିକାମଗଡ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୁହାରା ଗାଁର ଜଣେ ମହିଳା ନିଜର ୩ ନିରୀହ ପିଲାଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ପାରିବାରିକ ବିବାଦ କାରଣରୁ ଏହି ଘଟଣା ଘଟିଛି। ପୋଲିସ କୂଅ ଭିତରୁ ୪ ମୃତଦେହକୁ ଜବତ କରି…

ଅଦ୍ଭୁତ ପରମ୍ପରା: ଏଠାରେ ଝିଅ ବିବାହ ସମୟରେ ଯୌତୁକରେ ଦିଆଯାଏ ସାପ; ନହେଲେ ଭାଙ୍ଗିଯିବ ବାହାଘର

ନୂଆଦିଲ୍ଲୀ : ଭାରତରେ ଯୌତୁକ ପ୍ରଥା ଏକ ଆଇନଗତ ଅପରାଧ। କିନ୍ତୁ ଆଜି ବି ଅନେକ ସ୍ଥାନରେ ଯୌତୁକକୁ ପ୍ରଶୟ ଦେଇଛନ୍ତି ଲୋକେ । ସାଧରଣତଃ ବିବାହରେ କନ୍ୟାର ପିତା ନିଜ ଝିଅକୁ ଯୌତୁକ ରୂପେ ମହଙ୍ଗା ଉପହାର ଦେଇଥାନ୍ତି। କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ଏମିତି କିଛି ଅଞ୍ଚଳ…