Browsing Tag

mahanadi water

ବଢୁଛି ମହାନଦୀ: ଆଜି ମୁଣ୍ଡୁଳୀଠାରେ ପ୍ରବାହିତ ହେବ ୭ରୁ ୮ଲକ୍ଷ କ୍ୟୁସେକ୍‌ ପାଣି, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

କଟକ(କେନ୍ଯୁଜ୍): ବଢୁଛି ମହାନଦୀ । ଆଜି ମୁଣ୍ଡୁଳୀଠାରେ ୭ରୁ ୮ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେବ । ଏହାର ପ୍ରଭାବରେ ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ଆଗକୁ ପୂର୍ଣ୍ଣିମା ଥିବାରୁ ବନ୍ୟାଜଳ ସମୁଦ୍ର ଭିତରକୁ ପ୍ରବେଶ କରିବାରେ ସମସ୍ୟା ଉପୁଜିପାରେ । ତେଣୁ ମହାନଦୀର ପଛୁଆ…

ଦୀର୍ଘ ଦିନ ପରେ ପୂରଣ ହେବାକୁ ଯାଉଛି ସ୍ୱପ୍ନ: ଅନୁଗୁଳ ବ୍ଲକ୍ ବାସିନ୍ଦାଙ୍କୁ ମିଳିବ ମହାନଦୀ ପାଣି

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ବ୍ଲକ ବାସିନ୍ଦାଙ୍କୁ ମିଳିବ ମହାନଦୀ ପାଣି। ବ୍ଲକର ପ୍ରାୟ ୩୦ଟି ପଞ୍ଚାୟତକୁ ମିଳିବ ପାଣି। ମହାନଦୀରୁ ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ୩୦ଟି ପଞ୍ଚାୟତର ଲୋକମାନେ ପିଇବା ପାଣି ପାଇବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାୟକ ରଜନୀକାନ୍ତ ସିଂହ, ଆଠମଲ୍ଲିକ…

ଖୁବ୍‌ ଶୀଘ୍ର ସମାଧାନ ହେବ ମହାନଦୀ ଜଳ ବିବାଦ

କଟକ(କେନ୍ୟୁଜ୍): ଖୁବ୍‌ ଶୀଘ୍ର ହେବ ମହାନଦୀ ଜଳ ବିବାଦର ସମାଧାନ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ । ମନ୍ତ୍ରୀ କହିଛନ୍ତି, ମହାନଦୀ ଜଳ ବିବାଦ ସମାଧାନ ନେଇ ସେ ଆଶାବାଦୀ ଅଛନ୍ତି । ଏକକ ଟ୍ରିବ୍ୟୁନାଲ ହେବା ପରେ ନଦୀ ଜଳ ବିବାଦର ଶୀଘ୍ର…

ଅଣ ମୌସୁମୀ ସମୟରେ ଓଡ଼ିଶାକୁ କେତେ ମିଳିବ ମହାନଦୀ ପାଣି , ଉଭୟ ଛତିଶଗଡ଼ ଓ ଓଡ଼ିଶା ଅଧିକାରୀ କରିବେ ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍) : ଅଣ ମୌସୁମୀ ସମୟରେ ମହାନଦୀ ପାଣିର କିପରି ବଣ୍ଟନ ହେବ। ଏ ନେଇ ଆଜି ଉଭୟ ଓଡିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବ । ନୂଆଦିଲ୍ଲୀରେ ହେବାକୁ ଥିବା ବୈଠକରେ ଉଭୟ ରାଜ୍ୟର ବିଶେଷଜ୍ଞ ଟିମ୍‌ ଉପସ୍ଥିତ ରହିବେ। ଅଣ ମୌସୁମୀ ସମୟରେ ଜଳ ବଣ୍ଟନ ନେଇ ଉଭୟ ରାଜ୍ୟ…