Browsing Tag

mahanadi

ଫୋନରେ ଗପିଗପି ଆସି ମହାନଦୀକୁ ଡେଇଁଲେ ଯୁବତୀ, ଖୋଜୁଛି ଓଡ୍ରାଫ ଟିମ

ବାଙ୍କୀ (କେନ୍ୟୁଜ ବ୍ୟୁରୋ): ଫୋନରେ ଗପିଗପି ମହାନଦୀକୁ ଡେଇଁପଡିଲେ ଯୁବତୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ସୁବର୍ଣ୍ଣପୁର ଫାଣ୍ଡି ଅନ୍ତର୍ଗତ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ ରେ। ମିଳିଥିବା ଖବର ଅନୁଯାୟୀ ଯୁବତୀ ଜଣକ ସୁବର୍ଣ୍ଣପୁର ପଟୁ, ବାଙ୍କୀ ପଟକୁ ବ୍ରିଜ୍‌…

ମହାନଦୀ ଭିତରେ ବୁଡି ରହିଛି ରହସ୍ୟମୟ ମନ୍ଦିର, ପାଣି ଶୁଖିଲା ମନ୍ଦିର ଚୂଡା ଦିଶିଲା

କେନ୍ୟୁଜ୍ (ବ୍ୟୁରୋ): ମହାନଦୀ ଗର୍ଭରୁ ଆବିଷ୍କାର ହେଲା  ୬୦ ଫୁଟର ମନ୍ଦିର । ନୟାଗଡ ଜିଲ୍ଲା ପଦ୍ମାବତୀ ଅଞ୍ଚଳ ଦେଇ ପ୍ରବାହିତ ହେଇଥିବା  ମହାନଦୀର ମଝି ଭାଗରେ ମନ୍ଦିରଟିକୁ  ଆବିଷ୍କାର କଲା ପତ୍ନତାତ୍ତ୍ବିକ ସବେକ୍ଷେଣ ଦଳ। ମନ୍ଦିରଟିର  ଉଚ୍ଚତା ପାଖାପାଖି ୬୦ ପୁଟ ହେଇଥିବା ବେଳେ ଏହା ୧୫ରୁ…

ଏଣିକି ନଦୀ ବିବାଦ ସମାଧାନ ପାଇଁ ହେବ ନାହିଁ ଭିନ୍ନ ଭିନ୍ନ ଟ୍ରିବ୍ୟୁନାଲ, ୧୯୫୬ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍‌ରେ…

ଏଣିକି ସବୁ ଅନ୍ତଃରାଜ୍ୟ ଜଳ ବିବାଦ ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ରହିବ। ଆଉ ଭିନ୍ନଭିନ୍ନ ଟ୍ରିବ୍ୟୁନାଲ ରହିବ ନାହିଁ। ଏଥିଲାଗି ୧୯୫୬ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍‌ରେ ହେବ ସଂଶୋଧନ। ସଂଶୋଧିତ ବିଲକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ଏହି ବିଲ୍‌ କାର୍ଯ୍ୟକାରୀ ହେଲେ…

ଶୁଷ୍କ ପଡିଛି ମହାନଦୀ, ପୁଣି ବ୍ୟାରେଜକୁ ନେଇ ଉଠିପାରେ ପ୍ରସଙ୍ଗ

ଭୁବନେଶ୍ୱର(କେନ୍ୟୁଜ) : ପୁଣି ଫେରିପାରେ ମହାନଦୀ ପ୍ରସଙ୍ଗ। ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ଗେଟ୍‌ ବନ୍ଦ କରିବା ସହ ବର୍ଷାର ଅଭାବ ଓଡ଼ିଶାରେ ମହାନଦୀକୁ ଶୁଷ୍କ କଲାଣି। ପ୍ରଭାବରେ ହୀରାକୁଦରେ କମିଛି ଜଳସ୍ତର। ବିଗତ କିଛି ବର୍ଷ ଭିତରେ ଅଣମୌସୁମୀ ସମୟରେ ମହାନଦୀରେ ଜଳପ୍ରବାହ ଲଗାତାର ହ୍ରାସ…

ଓଡ଼ିଶା ଛତିଶଗଡ଼ ମହାନଦୀ ବିବାଦ, ଆସନ୍ତା ୧୩ ତାରିଖରେ ଟ୍ରିବ୍ୟୁନାଲରେ ପ୍ରଥମ ଶୁଣାଣି

ଭୁବନେଶ୍ବର (କେନ୍ଯୁଜ୍) : ମହାନଦୀ ଜଳ ବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ଆସନ୍ତା ୧୩ ତାରିଖରେ ପ୍ରଥମ ଶୁଣାଣି କରିବେ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏବଂ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ଶୁଣାଣୀ ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବାର…

ମହାନଦୀ ପାଣିରେ ବୁଡ଼ିଛି ସୁବର୍ଣ୍ଣପୁର ଜିଲ୍ଲାର ବହୁ ଅଞ୍ଚଳ, ୧୦ ଫୁଟର ପାଣି ପ୍ରବାହିତ

ସୁବର୍ଣ୍ଣପୁର (କେନ୍ୟୁଜ୍) : ମହାନଦୀ ପାଣିରେ ବୁଡ଼ିଛି ସୁବର୍ଣ୍ଣପୁର ଜିଲ୍ଲାର ବହୁ ଅଞ୍ଚଳ । ପିତାମହୁଲ ସ୍ଥିତ ବାଉରୀ ଜୋର ଉପରେ ୧୦ ଫୁଟର ପାଣି ପ୍ରବାହିତ ହେଉଥିବାରୁ ସୋନପୁର-ରେଢ଼ାଖୋଲ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।  ସୋନପୁର-ବୀରମହାରାଜପୁର ହିକୁଡ଼ି ଜୋର ଉପରେ ୪ ଫୁଟ୍ ଉଚ୍ଚର…

ମହାନଦୀ ପଠାରୁ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ

କଟକ(କେନ୍ୟୁଜ୍) : ମହାନଦୀ ପଠାରୁ ଇଂଜିନିୟରିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ନିକଟର କନ୍ଦରପୁର ନିକଟରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି । ଜାତମୁଣ୍ଡିଆ ବ୍ରିଜ୍ ଉପରୁ ଛାତ୍ରୀଙ୍କ ସ୍କୁଟି ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ରୀଙ୍କ ସୀମା…

ସରିଲା ମହାନଦୀରେ ମହା ଅପରେସନ୍ : ତିନି ଦିନ ପରେ ଉଦ୍ଧାର ହେଲା ୧୨ ଚକିଆ ଟ୍ରକ୍

କଟକ : ଆଜି ସରିଲା ମହାନଦୀରେ ମହା ଅପରେସନ୍ । ତିନି ଦିନ ପରେ ମହାନଦୀରୁ ଉଦ୍ଧାର ହେଲା ୧୨ ଚକିଆ ଟ୍ରକ୍ । ଓଡ୍ରାଫ୍ଟ ଟିମ୍ ଓ ଅଗ୍ନିଶମ ବିଭାଗର ଅକ୍ଳାନ୍ତ ପରିଶ୍ରମ ପରେ ଗତକାଲି ରାତିରେ ଟ୍ରକକୁ ଉଦ୍ଧାର କରାଯାଇଛି। ମତ୍ସ୍ୟଜୀବୀଙ୍କ ଡଙ୍ଗା ସାହାର୍ୟ୍ୟରେ ସ୍କୁବା ଡ୍ରାଇଭରଙ୍କ ସହାୟତାରେ…

ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବଢୁଛି ମହାନଦୀର ଜଳସ୍ତର

ସମ୍ବଲପୁର : ବର୍ତ୍ତମାନ ଖଇରମାଳ ନିକଟରେ ମହାନଦୀକୁ ୬ ଦଶମିକ ୮ କ୍ୟୁସେକ୍ ବନ୍ୟା ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୫ଲକ୍ଷ ୮୨ହଜାର କ୍ୟୁସେକ ପାଣି। ଆଜି ଅପରାହ୍ନ ସୁଦ୍ଧା ଏହି ପାଣି କଟକ ମୁଣ୍ଡୁଳିରେ ପହଞ୍ଚିବ। ମୁଣ୍ଡୁଳି ଦେଇ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ। ଫଳରେ…

ବିଜେଡି ରଣନୀତି : ଏଥର ସଂସଦରେ ମହାନଦୀ, ପୋଲଭାରମ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ

ଭୁବନେଶ୍ବର : ଏଥର ମଧ୍ୟ ସଂସଦରେ ବିଜେଡି ଉଠାଇବ ମହାନଦୀ, ପୋଲଭାରମ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ। ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଓ ନିଯୁକ୍ତି ସୁଯୋଗ ପ୍ରସଙ୍ଗ ଉଠାଇବା ଲାଗି ବିଜେଡି ପ୍ରସ୍ତୁତ ହୋଇଛି। ସଂସଦରେ ହେବ ଘମାସନ। ଏଥର ମଧ୍ୟ ବିଜେଡି ଉଠାଇବ,…