Browsing Tag

MAHIMA DHARMA PITHA JORANDA

ନୂଆ ରୂପ ପାଇବ ଯୋରନ୍ଦାର ମହିମା ପୀଠ, ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ(କେନ୍ୟୁଜ୍) : ନୂଆ ରୂପ ପାଇବ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାର ମହିମା ପୀଠ । ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପାସନା ପୀଠ ଓ ବତୀ ମଣ୍ଡପ, ମହିମାଗାଦି ଚତୁଃପାର୍ଶ୍ୱ ଉନ୍ନତିକରଣ ସହ ଭବ୍ୟ ମହିମାଗାଦି ଶୂନ୍ୟମଣ୍ଡପ କାର୍ଯ୍ୟର ଶିଳାନ୍ୟାସ…

ନବୀନ ନିବାସରେ ମହିମା ସାଧୁ ସନ୍ଥ, ମହିମା ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଲେ

ନବୀନ ନିବାସରେ ମହିମା ସାଧୁ ସନ୍ଥ । ଯୋରନ୍ଦା ମହିମା ପୀଠର ଉନ୍ନତିକରଣ ଓ ରୂପାନ୍ତର ପାଇଁ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ୧୧୨କୋଟି ଟଙ୍କା ମଞ୍ଜୁର କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ମହିମା ସାଧୁ ସନ୍ଥ । ସେମାନଙ୍କ ସହ…

ମହିମା ଧର୍ମ ପୀଠ ଯୋରନ୍ଦା, ଆସନ୍ତା ୧୮ରୁ ବିଶ୍ୱ ପ୍ରସିଦ୍ଧ ମେଳା

ଢେଙ୍କାନାଳ ଜିଲ୍ଲାର ମହିମା ଧର୍ମ ପୀଠ ଯୋରନ୍ଦା । ଏଠାକାର ମହିମା ଗାଦିରେ ରହିଛି ପ୍ରାୟ ଦେଢ଼ଶହ ବର୍ଷ ଧରି ଜଳୁଥିବା ଧୁନି । ସୂଚନା ଅନୁସାରେ ୧୮୭୪ ମସିହା ମାଘ ଶୁକ୍ଳପକ୍ଷ ଚତୁର୍ଦଶୀ ଠାରୁ ଏହି ଧୁନି ଜଳି ଆସୁଛି । ଧୁନି ଓ ଅଖଣ୍ଡ ଜ୍ୟୋତିକୁ ସାଧୁସନ୍ଥମାନ ଜଗି ଆସୁଛନ୍ତି । ଯେତେ ଘାତ…