Browsing Tag

malkanagiri news

ମାଓ ଇଲାକାରେ ଗଣତନ୍ତ୍ରର ସ୍ୱର ଶୁଭୁଛି, ପ୍ରାର୍ଥୀଙ୍କ ପ୍ରଚାରପତ୍ର ଲାଗିଛି ମାଓ ଓ୍ଵାର୍‌ରୁମ ନିକଟରେ

ମାଲକାନଗିରି (କେନ୍ୟୁଜ୍‌) : ‘‘ବାବୁ ଏଠି ଆମେ ଜେଲ ଜୀବନ ବିତାଉଛୁ। ଯିବା ଆସିବାର କୌଣସି ସୁବିଧା ନାହିଁ। ଚିତ୍ରକୋଣ୍ଡା ଜଳ ଭଣ୍ଡାରର ଦୀର୍ଘ ୪୦ କିଲୋମିଟର ପାଣି ଭିତର ଦେଇ ପାର ହେଉଛୁ । ନିଜ ଗୁଜୁରାଣ ମେଣ୍ଟାଇବାକୁ ବହୁତ କଷ୍ଟ କରିବାକୁ ପଡୁଛି । ଲଞ୍ଚ ହିଁ ଏହି ଅଞ୍ଚଳର ଏକ ମାତ୍ର ସାହା…

ସହିଦ ତାଲିକାରେ କଳାହାଣ୍ଡି ମାଟିର ପୁଅ ସୁବାସ ନାୟକ, ଛତିଶଗଡ଼ ବିଜାପୁରରେ ନକ୍ସଲ ଆକ୍ରମଣର ହୋଇଥିଲେ ଶିକାର

ମାଲକାନଗିରି/ଭବାନୀପାଟଣା (କେ ନ୍ୟୁଜ୍‌) : ମାଟି ପାଇଁ ସହିଦ ହୋଇଗଲେ ବୀର ଓଡିଆ ପୁଅ ସୁବାସ ନାୟକ। ନିଜ ସାଥୀଙ୍କୁ ବଞ୍ଚେଇବାକୁ ଯାଇ ପ୍ରାଣର ବଳି ଦେଇଛନ୍ତି ସୁବାସ । ତାଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରାରେ । ସୁବାସ ନାୟକଙ୍କ ବାପା ମାଆ ଓଡିଶାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ…

ଶୁଣିଲାନି ପ୍ରଶାସନ, ଶେଷରେ ନିଜେ ରାସ୍ତା ତିଆରି କଲେ ମହିଳା ଓ ଛାତ୍ରଛାତ୍ରୀ

ମାଲକାନାଗିରି (କେନ୍ୟୁଜ) : ଆପଣ ଏହା କହିବାର ପ୍ରାୟ ଶୁଣିଥିବେ ଏକତା ହିଁ ବଳ। ଅର୍ଥାତ ଏକତା ବଳରେ ହିଁ କଠିନରୁ କଠିନ କାମ ପାଇଁ ବି ସହଜ ହୋଇଯାଏ। ଏମିତି ହିଁ କିଛି କରିଦେଖାଇଛନ୍ତି ସ୍କୁଲ ପିଲା ଓ ସ୍ୱୟଂ ସହାୟକ ଗୋଷ୍ଠି। ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଟ୍ରେଲ୍…